Month: March 2025

ସ୍କୁଲ ଗେଟ ପାଖରେ ପଡ଼ିରହିଛି ମିଟୁ, ସାଇକେଲ ଛାପ ମଦ ପୋୖଚ

::କାହାର କେତେ ଭାଗ…? ମଦରେ ଭାସୁଛି ସିଂହପାଲି ଗାଁ ଦାଣ୍ଡ l ସ୍କୁଲ ଗେଟ ପାଖରେ ପଡ଼ିରହିଛି ମିଟୁ, ସାଇକେଲ ଛାପ ମଦ ପୋୖଚ.. ପ୍ରଶ୍ରୟ ଦେଉଛି କିଏ ଗାଁ ମୁଖିଆ ନାଁ ସ୍ଥାନୀୟ ସରପଞ୍ଚ ?ସବୁଜାଣି ସୁଦ୍ଧା ନୀରବ ଅବକାରୀ…

ସିଂହପାଲି ଗ୍ରାମରେ ନିର୍ମାଣ ହେବ ହ୍ୟାଣ୍ଡଲୁମ କ୍ରାଫ୍ଟ ସେଣ୍ଟର୍

*ସିଂହପାଲି ଗ୍ରାମରେ ନିର୍ମାଣ ହେବ ହ୍ୟାଣ୍ଡଲୁମ କ୍ରାଫ୍ଟ ସେଣ୍ଟର୍* ବରଗଡ:୧୨/୩(ପବିତ୍ର ମେହେର ) ବରଗଡ ଜିଲ୍ଲା ଅତାବିରା ବ୍ଲକ ଟୋପ ଗ୍ରାମ ପଂଚାୟତ ଅଧିନରେ ଥିବା ସିଂହପାଲି ଗ୍ରାମରେ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବିରାଟ ହ୍ୟାଣ୍ଡଲୁମ କ୍ରାଫ୍ଟ…

ମାର୍ଚ୍ଚ ୨୭ ରେ ବିଧାନ ସଭା ଘେରିବ କଂଗ୍ରେସ

ମାର୍ଚ୍ଚ ୨୭ ରେ ବିଧାନ ସଭା ଘେରିବ କଂଗ୍ରେସ ଭୁବନେଶ୍ଵର, ତା. ୧୨.୦୩ ରିଖ : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନଙ୍କ ଗୁରୁତ୍ଵପୂର୍ଣ…

ନୈତିକତା ହେଉଛି ଅର୍ଥପୂର୍ଣ୍ଣ ଜୀବନର ମୂଳଦୁଆ: ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କେବଳ ଭାରତ ନୁହେଁ ବରଂ ବିଦେଶର ବିଭିନ୍ନ ସଂସ୍କୃତିର ସଙ୍ଗମସ୍ଥଳ ପାଲଟିଛି । ସେଠାକାର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ଆମ ଦେଶର ବିବିଧତା ପ୍ରତିଫଳିତ ହେଉଛି ବୋଲି ରାଷ୍ଟ୍ରପତି କହିଛନ୍ତି…

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ; ଜାଗୃତିଙ୍କ ମଥାରେ ଅନୁଭବଙ୍କ ସିନ୍ଦୂର

ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଓଡ଼ିଆ ସୁପରଷ୍ଟାର ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ମଙ୍ଗଳବାର ସାମ୍ବାଦିକ ଏବଂ ଲେଖିକା ଜାଗୃତି ଶୁକ୍ଳାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା କୁହାଯାଉଛି। ପରିବାର ସଦସ୍ୟ ଏବଂ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ…

ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଗୋଳ,ତା.୧୧.୦୩:- ଆଜି ସ୍ଥାନୀୟ ବିଜୁ ମଇଦାନ ଠାରେ ଓଡିଶା ଜୀବିକା ମିଶନଓ ମିଶନ ଶକ୍ତି ବିଭାଗର ମିଳିତ ଆନୁକୁଲ୍ୟରେ ଲକ୍ଷପତି ଦିଦିମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି…

ଆଇନଗତ ଢାଞ୍ଚା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସଭାପତି ଏବଂ ବରିଷ୍ଠ ନେତାମାନଙ୍କୁ ଆଲୋଚନା ପାଇଁ ନିର୍ବାଚନ କମିଶନଙ୍କ ନିମନ୍ତ୍ରଣ

ଭାରତୀୟ ନିର୍ବାଚନ କମିଶନନିର୍ବାଚନ ସଦନ, ଅଶୋକା ରୋଡ୍, ନୂଆଦିଲ୍ଲୀ -୧୧୦୦୦୧ ନୂଆଦିଲ୍ଲୀ!/ ଅନୁଗୋଳ – ଆଇନଗତ ଢାଞ୍ଚା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସଭାପତି ଏବଂ ବରିଷ୍ଠ ନେତାମାନଙ୍କୁ ଆଲୋଚନା ପାଇଁ ନିର୍ବାଚନ କମିଶନଙ୍କ ନିମନ୍ତ୍ରଣ…

ଶ୍ରୀ ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ଯାତ୍ରା ଓ ସତସଙ୍ଗ ଅନୁଷ୍ଠିତ

ଶ୍ରୀ ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ଯାତ୍ରା ଓ ସତସଙ୍ଗ ଅନୁଷ୍ଠିତ _ ସ୍ଥାନୀୟ ମଧୁବନ ଗ୍ରାମର ଶ୍ରୀ ଶ୍ରୀ ସତ୍ୟସାଇ ମନ୍ଦିର ପ୍ରାଙ୍ଗଣରେ ଏକ ବିଶେଷ ଦିବ୍ୟ ପାଦୁକା ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି। ଏହି ଦିବ୍ୟ ପାଦୁକା ଯାତ୍ରା ଜାନୁଆରୀ…

ପରିକ୍ଷିତ ନାୟକଙ୍କ ଏକାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପରିକ୍ଷିତ ନାୟକଙ୍କ ଏକାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ___ ନମୈଜାର ବେତ୍ତା ଗ୍ରାମର ବିଶିଷ୍ଟ ସମାଜସେବୀ,ଧର୍ମ ପାରାୟଣ ବ୍ୟକ୍ତି, ସରଳ ନିଷ୍କପଟ ଓ ମିଷ୍ଟଭାଷୀ ପରିକ୍ଷିତ ନାୟକଙ୍କ ଏକାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇଯାଇଛି।ଏଥିରେ ପରିବାରର ସମସ୍ତ ସଦସ୍ୟ ମାନେ…

ତାରିଣୀ ଦେବୀଙ୍କର ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଉତ୍ସବ

ତାରିଣୀ ଦେବୀଙ୍କର ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଢେଙ୍କାନାଳ, ୧୧/୩: ଢେଙ୍କାନାଳ ବସ୍‌ଷ୍ଟାଣ୍ଡସ୍ଥିତ ମା’ତାରିଣୀ ଦେବୀ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ମହାସମାରୋହରେ ପାଳିତ ହୋଇଯାଇଅଛି । ପ୍ରାତଃରୁ ସୂର୍ଯ୍ୟପୂଜା, କଳସପୂଜା, ମଣ୍ଡଳପୂଜା, ଚଣ୍ଡୀ ଆହୁତି, ଷୋଡଶ ଉପଚାର ଓ ବିଭିନ୍ନ ଭୋଗ…