Month: March 2025

ମୀନା ବଜାର ରେ ଦୋଳ ଉତ୍ସବ

ମୀନା ବଜାର ରେ ଦୋଳ ଉତ୍ସବ ଢେଙ୍କାନାଳ, ୧୧/୩: ଶ୍ରୀ ଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମୀନାବଜାରର ଦୋଳ ଉତ୍ସବ ଗତ ରବିବାର ଫଗୁଦଶମୀ ଠାରୁ ଶ୍ରୀ ଶ୍ରୀ ଦୋଳଗୋବିନ୍ଦଜୀଉଙ୍କ ପୀଠ ଠାରେ ଭିତର ଫଗୁ ଆରମ୍ଭ ହୋଇଯାଇଅଛି ।…

ମୀନା ବଜାର ପୂଜା କମିଟି ଯୁବ ଯୁଗ୍ମ ସଂପାଦକଙ୍କ ବିୟୋଗରେ ଶୋକସଭା

ମୀନା ବଜାର ପୂଜା କମିଟି ଯୁବ ଯୁଗ୍ମ ସଂପାଦକଙ୍କ ବିୟୋଗରେ ଶୋକସଭା ଢେଙ୍କାନାଳ, ୧୧/୩: ଶ୍ରୀ ଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମୀନାବଜାରର ର ଯୁଗ୍ମ ସଂପାଦକ ପବିତ୍ର ପ୍ରସାଦ ସାହୁ ୩୫ ବର୍ଷ କଟକ ମେଡିକାଲ୍ ଠାରେ ଶେଷ…

ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଅନୁଷ୍ଠିତ

ଲକ୍ଷପତି ଦିଦି କାର୍ଯ୍ୟକ୍ରମ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ ଠାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ…

ଶିକ୍ଷା ଅଧିକାର ଆଇନି ଉଲଂଘନ କରି ଅଡୁଆରେ ପ୍ରଧାନ ଶିକ୍ଷୟତ୍ରୀ

(ଶିକ୍ଷା ଅଧିକାର ଆଇନି ଉଲଂଘନ କରି ଅଡୁଆରେ ପ୍ରଧାନ ଶିକ୍ଷୟତ୍ରୀ )ଜଗତସିଂହପୁର ତା =11/3/25ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ବାଲିକୁଦା ବ୍ଲକ ନାଗପୁର ପଞ୍ଚାୟତ ଠାକୁର ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶିକ୍ଷା ଅଧିକାର ଆଇନି କୁ…

ମୋଦୀଙ୍କୁ ମରିସସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ

ମରିସସ ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେଠାକାର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଆଣ୍ଡ କି ଅଫ ଇଣ୍ଡିଆନ ଓସେନ’ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହି ସମ୍ମାନ ପାଇବାରେ…

ରାଜ୍ୟସଭାରେ ରେଳ ସଂଶୋଧନ ବିଲ୍ ୨୦୨୪ ଆଗତ

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ରେଳ (ସଂଶୋଧନ) ବିଲ୍ ୨୦୨୪କୁ ଆଲୋଚନା ଓ ମଞ୍ଜୁରୀ ପାଇଁ ଆଗତ କରିଛନ୍ତି। ଏହି ବିଲରେ ରେଳ ବାଇ ଆକ୍ଟ ୧୯୮୯ରେ ସଂଶୋଧନ କରାଯାଇଛି ଏବଂ ଏହାର ଉଦ୍ଦେଶ୍ୟ ହେଉଛି ରେଳବାଇ ବୋର୍ଡର କ୍ଷମତା ବୃଦ୍ଧି…

ଆକ୍ସନ ନେଲେ ବାଚସ୍ପତି ; ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ଗୃହରୁ ସସ୍‌ପେଣ୍ଡ

ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ମଙ୍ଗଳବାର ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଛନ୍ତି। ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ସସ୍ପେଣ୍ଡ କରାଯାଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ସସ୍ପେଣ୍ଡ କରିଛନ୍ତି…

ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୨ ମୃତ

ସାଉଥ ଆଫ୍ରିକା ଜୋହାନ୍ସବର୍ଗ ସହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ହାଇୱେରେ ଏକ ବସ୍ ଓଲଟିବା ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୪୫ ଜଣ ଆହତ ହୋଇଛନ୍ତି । ସୂଚନା ମିଳିବା ପରେ ଘଟଣା ସ୍ଥଳରେ…

ଆସନ୍ତାକାଲି ମରିସସ୍‍ର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ୍‍ର ପୂର୍ବତନ ରାଷ୍ଟ୍ରପତି ସାର୍‍ ଅନିରୁଦ୍ଧ ଜଗନ୍ନାଥ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସାର୍‍ ସିୱସାଗୁର ରାମଗୁଲାମଙ୍କୁ ପମ୍ପେଲ୍‍ମୁସେସ୍‍ ସ୍ଥିତ ସାର୍‍ ସିୱସାଗୁର ରାମଗୁଲାମ ବଟାନିକ୍‍ ଗାର୍ଡେନ୍‍ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି…

‘୨୦୨୭ ସୁଦ୍ଧା ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକର ରାଜଧାନୀକୁ ରେଳପଥ, ବିମାନ ଓ ସଡ଼କପଥରେ ସଂଯୋଗ କରାଯିବ’

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଉତ୍ତର-ପୂର୍ବ ଛାତ୍ରଛାତ୍ରୀଙ୍କୁ ଏଣିକି କର୍ମସଂସ୍ଥାନ ପାଇଁ ନିଜ ଅଞ୍ଚଳ ଛାଡ଼ିବାକୁ ପଡ଼ିବ ନାହିଁ, ସେମାନଙ୍କୁ ସେଠାରେ ନିଯୁକ୍ତି ସୁଯୋଗ ମିଳିବ । ନୂଆଦିଲ୍ଲୀ ଠାରେ ଆଜି ଷ୍ଟୁଡେଣ୍ଟସ୍‍ ଏକ୍ସପ୍ରିଏନ୍ସ ଇନ୍‍ ଇଣ୍ଟର ଷ୍ଟେଟ୍‍ ଲିଭିଂ ଅନୁଷ୍ଠାନ…