Month: March 2025

ନୋଏଣ୍ଟ୍ରି ସମୟରେ ଦୁର୍ଘଟଣା,ମୋଟରସାଇକେଲ କୁ ପଛରୁ ଧକ୍କାଦେଲା ହାଇୱା, ତିନି ଗୁରୁତର ଆହତ

ନୋଏଣ୍ଟ୍ରି ସମୟରେ ଦୁର୍ଘଟଣା,ମୋଟରସାଇକେଲ କୁ ପଛରୁ ଧକ୍କାଦେଲା ହାଇୱା, ତିନି ଗୁରୁତର ଆହତ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତରେ,ନୋଏଣ୍ଟ୍ରି ଥିବା ସମୟରେ ମୋଟରସାଇକେଲ କୁ ପଛରୁ ଧକ୍କାଦେଲା ହାଇୱା, ତିନି ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ। ସୂଚନା…

ଭେଡେନ କୃଷକ ସଙ୍ଗଠନର ଚାଷୀଙ୍କୁ ରାତିଅଧିଆ ଗିରଫ କରି ବରଗଡ଼ ରିଜର୍ଭ ପଡ଼ିଆରେ ଅଟକ ରଖିଲା ଭେଡେନ ପୋଲିସ

” ଭେଡେନ କୃଷକ ସଙ୍ଗଠନର ଚାଷୀଙ୍କୁ ରାତିଅଧିଆ ଗିରଫ କରି ବରଗଡ଼ ରିଜର୍ଭ ପଡ଼ିଆରେ ଅଟକ ରଖିଲା ଭେଡେନ ପୋଲିସ” ବରଗଡ଼:୧୦/୩(ପବିତ୍ର ମେହେର ) ଇନସୁରେନ୍ସ ଏବଂ ଇନପୁଟ ସବସିଟି ଦାବିକୁ ନେଇ ଜିଲ୍ଲା ପ୍ରଶାସନ ସହିତ ବାରମ୍ବାର ଆଲୋଚନା ପରେ…

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଗୋଳ,ତା.୧୦.୦୩:- ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ତାଳଚେର ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆରକ୍ଷୀ…

ନାଲକୋ ଯାଦବ ସମାଜ ତରଫରୁ ଫଗୁ ଦଶମୀ ପାଳିତ

ନାଲକୋ ଯାଦବ ସମାଜ ତରଫରୁ ଫଗୁ ଦଶମୀ ;- ଅନୁଗୋଳ – ନାଲକୋ ଯାଦବ ସମାଜ ତରଫରୁ ପ୍ରତେକ ବର୍ଷ ପରି ଏ ବର୍ଷ ମଧ୍ୟ ନାଲକୋ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଫଗୁ ଦଶମୀ ପାଳିତ ହୋଇ ଯାଇଛି, ଏଥିରେ ନାଲକୋ…

କସ୍ତୁରା ପଦର ଗ୍ରାମରେ ଆର. ଡି ବିଭାଗର ବ୍ରିଜକାମ ନିମ୍ନମାନର ହୋଇଥିବାରୁ ଗ୍ରାମ ବାସୀଙ୍କ ଅଭିଯୋଗ

*କସ୍ତୁରା ପଦର ଗ୍ରାମରେ ଆର. ଡି ବିଭାଗର ବ୍ରିଜକାମ ନିମ୍ନମାନର ହୋଇଥିବାରୁ ଗ୍ରାମ ବାସୀଙ୍କ ଅଭିଯୋଗ* ଗୋଲାମୁଣ୍ଡା :୧୦/୦୩/୨୦୨୫ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କସ୍ତୁରା ପଦର ଗ୍ରାମରେ ଦେଖିବାକୁ ମିଳିଛି ଧର୍ମଗଡ଼ ଆର.…

ସମ୍ପତି ଲୋଭରେ ରକ୍ତ ସମ୍ପର୍କରେ ଫାଟ,ମହିଳା ହେଲେ ଥାନାର ଦ୍ଵାରସ୍ତ

ସମ୍ପତି ଲୋଭରେ ରକ୍ତ ସମ୍ପର୍କରେ ଫାଟ,ମହିଳା ହେଲେ ଥାନାର ଦ୍ଵାରସ୍ତ ଭଞ୍ଜନଗର ଅଞ୍ଚଳରର କେ. ମାଧବ ରାଓ ଜଣେ ସମାଜ ସେବକ, ମୁଖ୍ୟ ରାସ୍ତାରେ ଥିବା ମାଧବ ଜୁଲେରୀ ସମ୍ମାନିତ ବ୍ୟବସାୟୀ ଥିଲେ। ଭଞ୍ଜନଗର ମୁଖ୍ୟ ରାସ୍ତାରେ ତାଙ୍କର ଏକ ଅଳଙ୍କାର…

ଆଦର୍ଶ ଶିକ୍ଷକ ଚନ୍ଦନ ବେହେରା ଙ୍କୁ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପ୍ରଦାନକଲେ ରାଜ୍ୟପାଳ

( ଆଦର୍ଶ ଶିକ୍ଷକ ଚନ୍ଦନ ବେହେରା ଙ୍କୁ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପ୍ରଦାନକଲେ ରାଜ୍ୟପାଳ |ବିଭିନ୍ନ ମହାଲରୁ ଶୁଭେଚ୍ଛା ର ସୁଅ )ଜଗତସିଂହପୁର ତା =10/3/25ଭାରତୀୟ ରେଡକ୍ରସ ସଂଗଠନ,ଓଡ଼ିଶା ରାଜ୍ୟ ଶାଖା,ଭୁବନେଶ୍ୱର ପକ୍ଷରୁ ଜଗତସିଂହପୁର ଜ଼ିଲ୍ଲା ର କୃତି ଆଦର୍ଶ ଶିକ୍ଷକ…

ରାଷ୍ଟ୍ରୀୟ ବୌଦ୍ଧ ମହାସଭା ଆହ୍ୱାନ କ୍ରମେ ସମଗ୍ର ଭାରତରସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ଭାରତର ରାଷ୍ଟ୍ରପତି ଓ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଆଜି ତା 10/03/2030 ରିଖ ରାଷ୍ଟ୍ରୀୟ ବୌଦ୍ଧ ମହାସଭା ଆହ୍ୱାନ କ୍ରମେ ସମଗ୍ର ଭାରତରସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ଭାରତର ରାଷ୍ଟ୍ରପତି ଓ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହାର ମୁଖ୍ୟବିନ୍ଦୁ ବୁଦ୍ଧଗୟା ବିହାରରେ ବୌଦ୍ଧ ବିହାରରେ ଧର୍ମ…

ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ

ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ କନ୍ଧମାଳ ,(ସୁଶୀଲ କୁମାର ପାଣିଗ୍ରାହୀ): ରାଜ୍ୟରେ ଦିନକୁ ଦିନ ବଢୁଛି ନାରୀ ନିର୍ଯାତନା। ଏହାର ପ୍ରତିବାଦରେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି। କଂଗ୍ରେସ…

ମାର୍କ କାର୍ନି ହେବେ କାନାଡାର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାନାଡାର ଶାସକ ଲିବରାଲ ପାର୍ଟି ବ୍ୟାଙ୍କ ଅଫ୍ କାନାଡା ଏବଂ ବ୍ୟାଙ୍କ ଅଫ୍ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ଣ୍ଣିଂଙ୍କୁ କାନାଡାର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରିଛି। ସେ ଜଷ୍ଟିନ୍ ଟ୍ରୁଡୋଙ୍କ ସ୍ଥାନ ନେବେ। ଏହି ନିଷ୍ପତ୍ତି ଏପରି…