Month: March 2025

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଅସମ୍ମାନ, ଥାନାରେ ମାମଲା ରୁଜୁ

କାକଟପୁର: ସୋସିଆଲ ମିଡିଆରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଅସମ୍ମାନ । ଭାଇରାଲ ହେଉଛି ଗାଳି ସହ ଅଶାଳୀନ ପୋଷ୍ଟ ଏବଂ ଫଟୋ । ଭାଇରାଲ ପୋଷ୍ଟରେ ଉପମୁଖ୍ୟମନ୍ତ୍ରୀଙ୍କ ଫଟୋରେ ଅଶୃଳ ଶ୍ରଦ୍ଧାଞ୍ଜଳି ଲେଖାଯାଇଛି । ଏହାସହ ସୁଭଦ୍ରା ପରିଡାଙ୍କ ଅକାଳ…

ପୁରୀ ରଥଯାତ୍ରାକୁ ମିଳିବ UNESCO ମାନ୍ୟତା: ଶ୍ରୀମନ୍ଦିର ପକ୍ଷରୁ ପ୍ରକ୍ରିୟା ଆରମ୍ଭ

ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ବାର୍ଷିକ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ପାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦ୍ୱାଦଶ ଶତାବ୍ଦୀର ପବିତ୍ର ମନ୍ଦିରର ଏକ ଅବିଚ୍ଛେଦ୍ୟ ଅଂଶ ପ୍ରଭୁ ଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା, ଓଡ଼ିଶା ଏବଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ…

୧୨ଟା ୯ ମିନିଟ୍‌ ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି

ହଙ୍ଗାମା ଯୋଗୁଁ ଚାଲିପାରିଲାନି, ଗୃହକୁ ମୁଲତବି ଘୋଷଣା। ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡି ଓ କଂଗ୍ରେସର ହଙ୍ଗାମା। ୧୨ଟା ୯ ମିନିଟ୍‌ ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି। ଦୁଇ ଦିନର ବିରତି ପରେ ପୁଣି ସରଗରମ ହୋଇଛି ବିଧାନସଭା ବଜେଟ…

ମଣିପୁରରେ ହିଂସା: ୧ ମୃତ, ୨୭ ଆହତ

ପୁଣି ମଣିପୁରରେ ହିଂସା । ପ୍ରାୟ ୨ ବର୍ଷ ପରେ କୁକି ଓ ମୈତେଇ ସମ୍ପ୍ରଦାୟର ଲୋକେ ମୁକ୍ତ ଯାତାୟାତ କରିବା ଆରମ୍ଭ କରିଥିଲେ । ହେଲେ ଏହାରି ମଧ୍ୟରେ ପୁଣି ହିଂସା ଦେଖିବା ପାଇଁ ମିଳିଛି । କୁକୁ ସମ୍ପ୍ରଦାୟର…

କୋରାପୁଟର ସାଉଥ ସୁପରଷ୍ଟାର ମହେଶ ବାବୁ, ଚାଲିଛି ଫିଲ୍ମ ସୁଟିଂ

କୋରାପୁଟର ସାଉଥ ସୁପରଷ୍ଟାର ମହେଶ ବାବୁ, ଚାଲିଛି ଫିଲ୍ମ ସୁଟିଂ କୋରାପୁଟର ଚାଲିଛି ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ଫିଲ୍ମ ସୁଟିଂ । ମିଳିଥିବା ସୂଚନା ଅନୁସାରେ, ପ୍ରସିଦ୍ଧ ଫିଲ୍ମ ନର୍ମାତା ତଥା ନିର୍ଦ୍ଦେଶକ ଏସଏସ ରାଜାମୌଲିଙ୍କ ଆଗାମୀ ଫିଲ୍ମ ସୁଟିଂ…

କଳାହାଣ୍ଡି ଆକାଶବାଣୀ ଓ ଦୂରଦର୍ଶନ କଳାକାର ସଂଘ ର ସମାବେଶ

କଳାହାଣ୍ଡି ଆକାଶବାଣୀ ଓ ଦୂରଦର୍ଶନ କଳାକାର ସଂଘ ର ସମାବେଶ ଭବାନୀପାଟଣା ସହର ର ବାଲାଜୀ ବିହାର ଶିଶୁ ବିଦ୍ୟାମନ୍ଦିର ପରିସର ରେ ଆକାଶବାଣୀ ଓ ଦୂରଦର୍ଶନ କଳାକାର ସଙ୍ଘ ପକ୍ଷ ରୁ ସଙ୍ଘ ସଭାପତି ଶାନ୍ତନୁ କୁମାର ମୁଣ୍ଡ ଙ୍କ…

ଆଇସିସି ଚମ୍ପିଆନ୍ସ ଟ୍ରଫି ଫାଇନାଲ ରେ ଭାରତ ବୀଜୟୀ, ପରାଜିତ ନ୍ୟୁଜିଲାଣ୍ଡ୍

ଦୁବାଇ: ଆଜି ଦୁବାଇରେ ଚାଲିଥିବା ଉତ୍କଣ୍ଠାପୂର୍ଣ୍ଣ ଆଇସିସି ଚମ୍ପିଆନ୍ସ ଟ୍ରଫିର ଫାଇନାଲ ମ୍ୟାଚରେ ଭାରତ ବିଜୟୀ ହୋଇଛି। ନ୍ୟୁଜିଲାଣ୍ଡକୁ ୪ ୱିକେଟ୍ ହରାଇ ଚମ୍ପିଆନ ହୋଇଛି ଭାରତ। ଗୋଟିଏ ଓଭର ତଥା ୬ ବଲ ହାତରେ ଥାଇ ନ୍ୟୁଜିଲାଣ୍ଡର ୨୫୨ ରନ…

ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର୍ ପକ୍ଷରୁ ନବୀନ ଜିନ୍ଦଲଙ୍କ ଜନ୍ମଦିନ, ଫିଟନିସ୍ ଦିବସ ଭାବେ ପାଳିତ

ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର୍ ପକ୍ଷରୁ ନବୀନ ଜିନ୍ଦଲଙ୍କ ଜନ୍ମଦିନ, ଫିଟନିସ୍ ଦିବସ ଭାବେ ପାଳିତ – ସ୍ଥାନୀୟ ସଂପ୍ରଦାୟ ପାଇଁ କଲ୍ୟାଣକାରୀ ପଦକ୍ଷେପ – ସାମୁଦାୟିକ ସୁବିଧାକୁ ସମାଜ ପାଇଁ ସମର୍ପିତ ଅନୁଗୁଳ, ୦୯ ମାର୍ଚ୍ଚ : ଜିନ୍ଦଲ ଷ୍ଟିଲ୍…

ସୁଭଦ୍ରା ଯୋଜନାର ୨ୟ କିସ୍ତି ପ୍ରଦାନ

ସୁଭଦ୍ରା ଯୋଜନାର ୨ୟ କିସ୍ତି ପ୍ରଦାନ । ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅନୁଗୋଳ,ତା.୦୮.୦୩:- ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମପୁଆ ଠାରେ ରାଜ୍ୟର ୧କୋଟି ୬୪…

ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ

ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ ବାଲିଗୁଡା, (ସୁଶୀଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ନୂଆସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ “ଆମ ସଂସ୍କୃତି ଓ ଆମ ଖେଳନା” କାର୍ଯ୍ୟକ୍ରମ…