ଅନ୍ତର୍ଜାତୀୟ ମହିଳା ଦିବସ ଶାନ୍ତି ତପୋବନ ଆଶ୍ରମରେ ପାଳିତ
ଅନ୍ତର୍ଜାତୀୟ ମହିଳା ଦିବସ ଶାନ୍ତି ତପୋବନ ଆଶ୍ରମରେ ପାଳିତ ବରଗଡ:୮/୩(ପବିତ୍ର ମେହେର )ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଉତ୍ସବ ସଂଯୁକ୍ତ ଯୁବ ସଂଗଠନ ଆନୁକୂଲ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଶାନ୍ତ ପରିବେଷ୍ଟିନି ଶାନ୍ତି ତପୋବନ ଆଶ୍ରମ, ଚକରକେନ୍ଦ ଛକ, ବରଗଡ ପରିସରରେ ପାଳିତ…
