ଅଚଳ ଗୃହ: ବିଧାନସଭା ବାହାରେ ଧାରଣା ଦେଲେ ବିଜେଡ଼ି ଓ କଂଗ୍ରେସ
ଅଚଳ ଗୃହ: ବିଧାନସଭା ବାହାରେ ଧାରଣା ଦେଲେ ବିଜେଡ଼ି ଓ କଂଗ୍ରେସ ଭୂବନେଶ୍ୱର: ଆରମ୍ଭ ଦିନରୁ ଅଚଳ ଚାଲିଛି ଗୃହ। ଆଜିବି ସମାନ ସ୍ଥିତି। ଆଜି ବି ଚାଲି ପାରିଲା ନାହିଁ ବିଧାନସଭା । ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ମୁଲତବୀ…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ ଏଜ୍ୟୁକିଟିଭ ଅଫିସର
ଭୂବନେଶ୍ୱର, ୨୫/୦୩ : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସୋରଡା- ଖୋର୍ଦ୍ଧା ମ୍ୟୁନିସିପାଲଟି ଅଫିସରେ କାର୍ଯ୍ୟରତ ଏକଜ୍ୟୁକିଟିଭ ଅଫିସର ସୂର୍ଯ୍ୟ ମଣୀ ପାଟ୍ଟଯୋଶୀଙ୍କ ଘରେ ରେଡ୍ ହୋଇଛି । ସୋରଡା ସ୍ଥିତ ତିନୋଟି ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ ।…
୨ଦିନିଆ ଓଡ଼ିଶା ଗସ୍ତ ସାରି ଆଜି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି
ଭୂବନେଶ୍ବର, ୨୫/୦୩ : ଆଜି ନୂଆଦିଲ୍ଲୀ ଫେରି ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସକାଳ ୯ଟା ସମୟରେ ରାଷ୍ଟ୍ରପତି ରାଜଭବନରୁ ବାହାରି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଓ…
ବୃଦ୍ଧି ହେବନି ବିଜୁଳି ଦର : ଓଇଆରସି
ଭୂବନେଶ୍ବର,୨୫/୩ : ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ଚଳିତବର୍ଷ କୌଣସି ବିଦ୍ୟୁତ୍ ଦେୟ ବୃଦ୍ଧି ପାଇବ ନାହିଁ। ୨୦୨୫-୨୬ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିଛି। ଏଥିନେଇ ସୋମବାର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ପକ୍ଷରୁ ଏ ସଂକ୍ରାନ୍ତରେ…
ବିଜୁଳି ଖୁଣ୍ଟକୁ ପିଟିଲା ହାଇୱା, ବଡ଼ବିଲ ସହରରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ
ବିଜୁଳି ଖୁଣ୍ଟକୁ ପିଟିଲା ହାଇୱା, ବଡ଼ବିଲ ସହରରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ କେନ୍ଦୁଝର ଜିଲ୍ଲା ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ସହରର ଭୋଳା ଗ୍ୟାରେଜ ନିକଟରେ ସୋମବାର ରାତି ଏକ ହାଇୱା ବିଜୁଳି ଖୁଣ୍ଟକୁ…
କୁଲାଡ଼ ମଙ୍ଗଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
କୁଲାଡ଼ ମଙ୍ଗଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ :.ଗତ ରବିବାର ଦିନ ସନ୍ଧ୍ୟାରେ କୁଲାଡ଼ ଗ୍ରାମରେ ୨୭ତମ ମା ମଙ୍ଗଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି, ଏଥିରେ ଅନୁଷ୍ଠାନର ସଭାପତି ପ୍ରକାଶ ବେହେରା ସଭାପତିତ୍ୱ କରିଥିବା ବେଳେ…
ଅର୍ଡାବାହାଲ ଇଂରଜୀ ମାଧ୍ୟମ ସ୍କୁଲ୍ ର ବାର୍ଷିକ ଉତ୍ସବ ପାଳିତ
ଅର୍ଡାବାହାଲ ଇଂରଜୀ ମାଧ୍ୟମ ସ୍କୁଲ୍ ର ବାର୍ଷିକ ଉତ୍ସବ ପାଳିତ କୁଚିଣ୍ଡା,୨୪/୦୩. କୁଚିଣ୍ଡା ବ୍ଲକ ଅର୍ଡାବାହାଲ ସ୍ଥିତ ଶାନ୍ତି ନାରାୟଣ ଇଂରେଜୀ ମାଧ୍ୟମ ସ୍କୁଲ୍ ର ଦ୍ୱାଦଶ ତମ ବାର୍ଷିକ ଉତ୍ସବ ସମାରୋହର ସହ ପାଳିତ ହୋଇ ଯାଇଛି । ଅନୁଷ୍ଠାନ…
କାଶିପାଲି ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ
କାଶିପାଲି ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅଦ୍ୟ ତା ୨୪/୦୩/୨୦୨୫ ସୋମବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ଦ୍ବାରୀ ଗ୍ରାମପଞ୍ଚାୟତର କାଶିପାଲି ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଭଟଲି ବିଧାନ ସଭା…
