Month: July 2025

ଦ୍ଵାଦଶାହା କର୍ମ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଦ୍ଵାଦଶାହା କର୍ମ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ଯାଜପୁର__ ଝାଞିରିମଙ୍ଗଳା ନିକଟସ୍ଥ ପିଠାପୁର ରାଧାକୃଷ୍ଣ ମନ୍ଦୀର ଠାରେ ବରିଷ୍ଠ ସମାଜସେବୀ ଏବଂ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତ ଶରତ ଚନ୍ଦ୍ର ଜେନାଙ୍କ ପରଲୋକରେ ଆଜି ତାଙ୍କର ଦ୍ଵାଦଶାହ କର୍ମ ଉପଲକ୍ଷେ…

କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ବାଧିନ ଫେଡରେସନ ମାନଙ୍କ ମିଳିତ ଧର୍ମଘଟ

କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ବାଧିନ ଫେଡରେସନ ମାନଙ୍କ ମିଳିତ ଧର୍ମଘଟ ଆଜି କେନ୍ଦ୍ରୀୟ ଟ୍ରେଡ ୟୁନୀୟନ୍ ଓ ସ୍ବାଧିନ ଫେଡରେସନ ମାନଙ୍କ ମିଳିତ ଭାବେ ୧୭ଗୋଟି ଦାବୀକୁ ନେଇ ଆଜି ସାରା ଭାରତ ବର୍ଷରେ ଧର୍ମଘଟ ଡାକରା ଦିଆଯାଇଛି। ସେହି…

ଦଶ ଗୋଟି ଟ୍ରେଡ ୟୂନିୟନ ତରଫରୁ ଆଜି ଭାରତ ବନ୍ଦ , ଦେଶ ବ୍ୟାପି ୨୫ କୋଟି ରୁ ଅଧିକ ଶ୍ରମିକ ବନ୍ଦରେ ସାମିଲ

ଦଶ ଗୋଟି ଟ୍ରେଡ ୟୂନିୟନ ତରଫରୁ ଆଜି ଭାରତ ବନ୍ଦ , ଦେଶ ବ୍ୟାପି ୨୫ କୋଟି ରୁ ଅଧିକ ଶ୍ରମିକ ବନ୍ଦରେ ସାମିଲ ଅନୁଗୋଳ : କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଗୁଡିକ ଦେଇଥିବା ବନ୍ଦ୍ ଡାକରା ର ପରିଣାମ ଅନୁଗୋଳ…

ନିର୍ବାଚନ ପୂର୍ବରୁ ନୀତିଶଙ୍କ ମାଷ୍ଟରଷ୍ଟ୍ରୋକ୍: ସରକାରୀ ଚାକିରିରେ ମହିଳାଙ୍କୁ ୩୫ ପ୍ରତିଶତ ସଂରକ୍ଷଣ ଘୋଷଣା

ପାଟନା: ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ମାଷ୍ଟରଷ୍ଟ୍ରୋକ୍ ଖେଳିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟ ବୈଠକରେ ୪୩ଟି ପ୍ରସ୍ତାବକୁ ମଞ୍ଜୁରୀ…

କର୍ମକର୍ତ୍ତାଙ୍କୁ ମନମୋହନଙ୍କ ବଡ଼ ଆହ୍ବାନ: ସଙ୍ଗଠନକୁ ଶକ୍ତିଶାଳୀ କରିବା, ଆମକୁ କେହି ଛୁଇଁ ପାରିବେନି

ଭୂବନେଶ୍ୱର: ଚତୁର୍ଥ ଥର ପାଇଁ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ମନ‌ମୋହନ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି, ବିଜେପି ସରକାର ୨୦୩୬ ମସିହା ବି ଦେଖିବ ୨୦୪୭ ମସିହା ବି ଦେଖିବ। ବିଜେପି ସରକାର ଲମ୍ବା…

ପାରାଦୀପରେ ୪ ବାଂଲାଦେଶୀ ଠାବ

ପାରାଦୀପ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜୋରଦାର ଚାଲିଛି। ଗତ ଆଠ ଦିନ ହେଲା ପାରାଦୀପର ଜର୍ଦାରୀ ପଡାରେ ଆସି ରହୁଥିବା ଏକ ବାଂଲାଦେଶୀ ପରିବାରକୁ ପୋଲିସ ଉଠାଇନେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ…

ଝାରସୁଗୁଡ଼ାରେ ୪୪୪ରୁ ଅଧିକ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅଟକ

ଭୂବନେଶ୍ବର: ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଅବୈଧ ଭାବେ ରହୁଥିବା ୪୪୪ ଜଣରୁ ଅଧିକ ବାଙ୍ଗାଦେଶୀ ଓ ରୋହିଙ୍ଗ୍ୟାଙ୍କୁ ଚିହ୍ନଟ କରାଯାଇଛି। ସମସ୍ତଙ୍କୁ ଅଟକ ରଖାଯାଇଛି। ଝାରସୁଗୁଡ଼ା ପୋଲିସ ସବ ଡିଭିଜନ ଅଂଚଳରର ୧୮୩ ଏବଂ ବ୍ରଜରାଜନଗର ସବ ଡିଭିଜନ…

ଜିଲ୍ଲା ଜେଲରେ ମିଶିବ ୪ଟି ସବ୍ ଜେଲ୍‌

ଭୂବନେଶ୍ୱର: ରାଜ୍ୟ ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ୪ଟି ସବ୍ ଜେଲ୍‌କୁ ବନ୍ଦ କରି ନିକଟସ୍ଥ ଜିଲ୍ଲା ଜେଲରେ ମିଶ୍ରଣ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଯୋଜନାରେ ସଂଶୋଧିତ ସୁବିଧାଗୁଡ଼ିକୁ ନିକଟବର୍ତ୍ତୀ ଜେଲ୍ ସହିତ ମିଶ୍ରଣ କରିବା ଏବଂ…

ସରିଲା ନବଦିନାତ୍ମକ ଯାତ୍ରା; ନୀଳକନ୍ଦରକୁ ବାହୁଡିଲେ ଚତୁର୍ଦ୍ଧାମୂରତୀ

ପୂରୀ: ଶେଷ ହେଲା ନବଦିନ ବ୍ୟାପୀ ଘୋଷଯାତ୍ରା । ମନ୍ଦିର ବାହାରେ ସରିଲା ମହାପ୍ରଭୁଙ୍କ ଲୀଳା ଖେଳା । ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ଫେରିଲେ ଚତୁର୍ଦ୍ଧାମୂରତୀ । ସଂଧ୍ୟା ଧୂପ ସରିବା ପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ।…

ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ଜାରି

ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ଜାରି। ଏବେ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୦୮.୦୪ ଫୁଟ୍‌। ହୀରାକୁଦକୁ ପ୍ରବେଶ କରୁଛି ୨ ଲକ୍ଷ ୩୩ ହଜାର ୮୨୪ କ୍ୟୁସେକ ଜଳ। ନିଷ୍କାସନ ହେଉଛି ୩ ଲକ୍ଷ ୩୨…