Month: July 2025

ସମୂହ ଛୁଟି ଆନ୍ଦୋଳନକୁ ସ୍ଥଗିତ ରଖିଲା ଓଏଏସ୍ ସଂଘ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଏଏସ୍ ସଂଘ । ସାମୂହିକ ଛୁଟି ନିଷ୍ପତ୍ତି ସ୍ଥଗିତ । ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମରାଯିବା ଘଟଣାରେ ସାମୂହିକ ଛୁଟି ନିଷ୍ପତ୍ତିକୁ ସାମୟିକ ସ୍ଥଗିତ ରଖିଛି ସଂଘ । ଗତକାଲି ରାତିରେ OAS ସଂଘ ସହ ଆଲୋଚନା…

ଆଜିଠୁ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୧୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା

ଆଜିଠୁ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା । ରାଜ୍ୟରେ ମୋଟ ୯୮ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା । ୩୨୩୨ ଛାତ୍ରଛାତ୍ରୀ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା । ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । Post Views: 20

ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ହେବାକୁ ଯାଉଛି ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ନେଇ ଅନେକ ଥର ବିବୃତ୍ତି ଆସିଛି। ଆମେରିକା ରାଷ୍ଟ୍ରପତି ନିଜେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ବହୁତ ଭଲ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ଏବେ ପୁଣି ଥରେ ଏହି ଦୃଢ଼ ସମ୍ପର୍କକୁ ହ୍ୱାଇଟ୍…

ବିଏମସି ଆକ୍ରମଣ ଘଟଣା: କାଲିଠୁ ସମୂହ ଛୁଟିରେ ଯିବାକୁ ଓଏଏସ ଅଧିକାରୀଙ୍କ ନିଷ୍ପତ୍ତି

ଭୂବନେଶ୍ବର:ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ । ସୋମବାର ଅଭିଯୋଗ ଶୁଣାଣି ଚାଲିଥିବାବେଳେ ୫ ଜଣ ଦୁର୍ବୃତ୍ତ ଜୋର ଜବରଦସ୍ତ ଧଶେଇ ପଶି ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଏହି ଘଟଣାର…

ବିଷାକ୍ତ ଛତୁ ଖାଇ ୮ ଅସୁସ୍ଥ, ଏମକେସିଜି ମେଡିକାଲ ସ୍ଥାନାନ୍ତର

ଵ୍ରହ୍ମପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୮ ଅସୁସ୍ଥ। ଗଞ୍ଜାମ ବ୍ଳକ ସାତୁଳି ଗ୍ରାମର ଗୋଟିଏ ପରିବାର ବିଲରେ ଫୁଟିଥିବା ଛତୁ ଖାଇ ୮ ଜଣ ଅସୁସ୍ଥ। ୮ଜଣଙ୍କୁ ପ୍ରଥମେ ନିକଟସ୍ଥ ଖଣ୍ଡିଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ…

ବଅଁରପାଳ ପୁଲିସ ଦ୍ଵାରା ୫୦ ଗ୍ରାମ ରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ ସହ ୩ ଗିରଫ

ବଅଁରପାଳ ପୁଲିସ ଦ୍ଵାରା ୫୦ ଗ୍ରାମ ରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ ସହ ୩ ଗିରଫ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଆଲୁମିନିୟମ ପାର୍କ ଅଞ୍ଚଳରେ ଗତ ରାତି ପ୍ରାୟ ୯ ଘଟିକା ବେଳେ ଥାନା ପକ୍ଷରୁ ରାତ୍ରୀ…

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଗୋଳ ଜିଲ୍ଲାପାଳ ଶ୍ରୀ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ବଅଁରପାଳ ବ୍ଳକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ…