ଭାରତୀୟ ରିଅଲ ଇଷ୍ଟେଟ୍ ଡେଭେଲପର୍ସ ଓଡ଼ିଶାର ଅଭିବୃଦ୍ଧିରେ ଯୋଗଦାନ ଜାରି ରଖନ୍ତୁ: ରାଜ୍ୟପାଳ
ଭୂବନେଶ୍ୱର: ଭାରତୀୟ ରିଅଲ ଇଷ୍ଟେଟ୍ ଡେଭଲପର୍ସ କ୍ରେଡାଇ ଓଡ଼ିଶାର ଅଭିବୃଦ୍ଧିରେ ଯୋଗଦାନ ଜାରି ରଖିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି। ଆଜି ଭୁବନେଶ୍ୱରଠାରେ ଭାରତୀୟ ରିଅଲ ଇଷ୍ଟେଟ୍ ଡେଭେଲପର୍ସର ଜାତୀୟସ୍ତରୀୟ ଏକ୍ସଟ୍ରାଅର୍ଡିନାରୀ ଜେନେରାଲ ବଡି – ୨୦୨୫ରେ…
