Month: August 2025

ପୁଣି ବିମାନବନ୍ଦରରୁ ୮ କୋଟି ଟଙ୍କାର ମାରିଜୁଆନା ଜବତ

ପୁଣି ବିମାନବନ୍ଦରରୁ ୮ କୋଟି ଟଙ୍କାର ମାରିଜୁଆନା ଜବତ ଭୂବନେଶ୍ବର, ୦୩/୦୮ : ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ମାରିଜୁଆନା ଜବତ । ଯାହାର ମୂଲ୍ୟ ୮ କେଜିର ମାରିଜୁଆନା । ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା…

ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃ ବିୟୋଗ : ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର, ୦୨/୦୮ : ଦିଗପହଣ୍ଡି ବିଧାୟକ ତଥା ଓଲିଉଡ୍‌ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃ ବିୟୋଗ ଘଟିଛି। ସିଦ୍ଧାନ୍ତଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…

ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଜିଲ୍ଲା ସମ୍ମେଳନ

ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଜିଲ୍ଲା ସମ୍ମେଳନ ବରଗଡ଼:୨/୪(ପବିତ୍ର ମେହେର) ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଶ୍ରୀ ସାଇ ମନ୍ଦିର ପରିସରରେ ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସନନ୍ଵୟ ସମିତି,ବରଗଡ଼ ପକ୍ଷରୁ ଶିକ୍ଷକ…

ହାତୀ ଆକ୍ରମଣରେ ମୃତ ପରିବାରକୁ ଭେଟିଲେ ପ୍ରାକ୍ତନ ସାଂସଦ

ହାତୀ ଆକ୍ରମଣରେ ମୃତ ପରିବାରକୁ ଭେଟିଲେ ପ୍ରାକ୍ତନ ସାଂସଦ ହିନ୍ଦୋଳ: ଗତକାଲି ସନ୍ଧ୍ୟାରେ ନିଜ ଚାଷ ଜମିକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶୀକାର ହୋଇଥିଲେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଟାଙ୍ଗିଶାଳ ଗ୍ରାମର ସୁଧାକର ସାମଲ । ହାତୀଟି ଅତି ନୃଶଂସ…

ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ

ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ ଢ଼େଙ୍କାନାଳ, ତା. ୦୨.୦୭.୨୦୨୫- ଆଜି ଅପରାହ୍ନରେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲଠାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେଷଣ ୟୁନିଟ, ଢ଼େଙ୍କାନାଳ ପକ୍ଷରୁ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ମୁଖ୍ୟଅତିଥି…

ଗବେଷକ ବିଭୂତି ସାହୁଙ୍କ ପରଲୋକ

ଗବେଷକ ବିଭୂତି ସାହୁଙ୍କ ପରଲୋକ ତାଳଚେର(ତା-୦୨/୦୮/୨୦୨୫)-ତାଳଚେରର ବିଶିଷ୍ଟ ଗବେଷକ ବିଭୂତି ଭୂଷଣ ସାହୁ (୬୬ ବର୍ଷ)ଙ୍କର ଆଜି ମଧ୍ୟ।।ହ୍ନ ୧ଘଟିକା ସମୟରେ ପରଲୋକ ହୋଇଯାଇଛି । କିଛିଦିନ ଧରି ସେ ଅସୁସ୍ଥ ଥାଇ ନିଜ ବାସଗୃହରେ ଚିକିତ୍ସିତ ହେଉଥିଲେ । ଆଜି…

ଚୋରି ହୋଇଥିବା କାର୍ ଉଦ୍ଧାର ୩ଗିରଫ

ଚୋରି ହୋଇଥିବା କାର୍ ଉଦ୍ଧାର ୩ଗିରଫ ତାଳଚେର, ୦୨/୦୮ ଗତ ୧୯/୦୭/୨୦୨୫ ଦିନ ଅଭିଯୋଗକାରୀ ସୁଜିତ ସିଂହ ଯାହାଙ୍କ ଘର ବହ୍ଲର ଗ୍ରାମରେ ଅଟେ । ତାଳଚେର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କ ମାରୁତି ସୁଜିକି ଡ଼ିଜିଆଇଆର…

ଚନ୍ଦନକାଠ ଜବତ ୨ଗିରଫ

ଚନ୍ଦନକାଠ ଜବତ ୨ଗିରଫ ତାଳଚେର, ୦୨/୦୮ ଗତ ଗୁରୁବାର ଦିନ ବିଶେଷ ସୂତ୍ରରୁ ତାଳଚେର ଟାଉନ ପୋଲିସ୍ ଖବର ପାଇ ସୁନା ଖଣି ଗ୍ରାମର ଭାଗିରଥି ମହାରଣା ଓ ତାଙ୍କ ପୁତ୍ର ପିଙ୍କୁ ମହାରଣା ଚନ୍ଦନକାଠ ଚୋରୀକରି ବେଆଉନଭାବେ ଘର ଭିତରେ…

ଅବସର ଗ୍ରହଣପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦୁଃଖ ନୂତନ ପେନସନ୍ ନୀତିକୁ ଘୋର ନିନ୍ଦା

ଅବସର ଗ୍ରହଣପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦୁଃଖ ନୂତନ ପେନସନ୍ ନୀତିକୁ ଘୋର ନିନ୍ଦା ତାଳଚେର, ୦୨/୦୮ ନେତାମନ୍ତ୍ରୀ ସମାଜସେବାରେ ନିୟୋଜିତ ହୋଇ ୫ବର୍ଷ ବିତେଇବା ପରେ ସେମାନେ ଲକ୍ଷାଧିକ ଟଙ୍କା ଦରମା ସହିତ ମୋଟାଅଙ୍କର ପେନସନ୍ ପାଇ ଆସୁଥିବା ବେଳେ ଶିକ୍ଷକ,…

କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

କ୍ଲଷ୍ଟର ସ୍ତରୀୟ ବୈଠକ ତାଳଚେର, ୦୨/୦୮ ଆଜି ତାଳବେଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟ କ୍ଲୋଷ୍ଟୋର ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ ବାଲୁଙ୍ଗା ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଏସସିଇଆରଟିଙ୍କ ନିର୍ଦ୍ଦେଶକ୍ରେମ ଶିଶୁବାଟ୍ଟିକା, ଏଫଏଲଏନ, ବହୁଶ୍ରେଣୀ ଶିକ୍ଷକ କାର୍ଯ୍ୟ…

You missed