Month: September 2025

ରୁଚିଦା ହାଇସ୍କୁଲରେ ଯକ୍ଷ୍ମା ନିରାକରଣ ସଚେତନତା କାର୍ଯ୍ୟକ୍ରମ

*ରୁଚିଦା ହାଇସ୍କୁଲରେ ଯକ୍ଷ୍ମା ନିରାକରଣ ସଚେତନତା କାର୍ଯ୍ୟକ୍ରମ* ବରଗଡ:୨/୯(ପବିତ୍ର ମେହେର) ଜିଲ୍ଲା ସ୍ବାସ୍ଥ୍ୟ ସମିତି ବରଗଡ ଆନୁକୂଲ୍ୟରେ ଜିଲ୍ଲା ଯକ୍ଷ୍ମା ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାରେ ଯକ୍ଷ୍ମା ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ସାଗରିକା ଲେଡିଜ୍ କ୍ଲବ୍ ସାଂସ୍କୃତିକ ଭାବ ସହିତ ତୀଜ ଉତ୍ସବ ପାଳନ କଲା

ସାଗରିକା ଲେଡିଜ୍ କ୍ଲବ୍ ସାଂସ୍କୃତିକ ସଭାବ ସହିତ ତୀଜ ଉତ୍ସବ ପାଳନ କଲା ତାଳଚେର – ଏନ୍ ଟି ପି ସି ତାଳଚେର ଥର୍ମାଲର ସାଗରିକା ଲେଡିଜ୍ କ୍ଲବ୍ 30 ଅଗଷ୍ଟ 2025 ରେ ମହାନ ଉତ୍ସାହ ଏବଂ ସାଂସ୍କୃତିକ ଭାବନା…

ଭଟଲିରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଭଟଲି

ଭଟଲିରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଭଟଲି ଭଟଲି ପଞ୍ଚାୟତ ସମିତି ସଭାଗୃହ ରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାପାଳ ଆଦିତ୍ୟ ଗୋୟଳ ଉପସ୍ଥିତ ରହି ଲୋକମାନଙ୍କ ବିଭିନ୍ନ ସମସ୍ୟା ସମାଧାନର ଦିଗ ଉପରେ…

ରାଜଧାନୀରେ ପ୍ରତିଷ୍ଠା ହେବ ଡପଲର ରାଡାର ସିଷ୍ଟମ

ରଜଧାନୀରେ ଡପଲର ରାଡାର ସିଷ୍ଟମ ପ୍ରତିଷ୍ଠା ହେବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଖୁବଶୀଘ୍ର ବାଲେଶ୍ଵର ଓ ସମ୍ବଲପୁରରେ ରାଡାର ସିଷ୍ଟମ କାର୍ଯ୍ୟକ୍ଷମ ହେବ । ବାଲେଶ୍ବର ଓ ସମ୍ବଲପୁରରେ ଭିତ୍ତିଭୂମି କାର୍ଯ୍ୟ ସରିଛି ।…

ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି, ବିହାର SIR ପରେ ପ୍ରତ୍ୟେକ ଭୋଟରଙ୍କୁ ମିଳିବ ନୂତନ ଭୋଟର ପରିଚୟପତ୍ର

ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟ ସମାପ୍ତ ହେବା ପରେ ନିର୍ବାଚନ କମିଶନ ରାଜ୍ୟର ସମସ୍ତ ଭୋଟରଙ୍କୁ ନୂତନ ଭୋଟର ପରିଚୟପତ୍ର ପ୍ରଦାନ କରିବାକୁ ଯୋଜନା କରୁଛନ୍ତି। ରବିବାର (ଅଗଷ୍ଟ 31, 2025) ଦିନ ଅଧିକାରୀମାନେ ଏହି…

ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ପାଇଁ ଆବେଦନ ୮କୁ ବୃଦ୍ଧି

ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ରହିଥିଲା। ସାମ୍ବାଦିକଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଆବେଦନର ଶେଷ ତାରିଖକୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।…

କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଦେହାନ୍ତ :ସମଗ୍ର ଅଞ୍ଚଳ ରେ ଶୋକର ଛାୟା

କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଦେହାନ୍ତ :ସମଗ୍ର ଅଞ୍ଚଳ ରେ ଶୋକର ଛାୟା ବାଲିଗୁଡା ,(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଏସ. କୁମାର ନ୍ୟୁଜ ଏଜେନ୍ସି ର ପ୍ରତିଷ୍ଠାତା ସୁରେନ୍ଦ୍ର କୁମାର ପାଣିଗ୍ରାହୀ…

“ବିପର୍ଯ୍ୟସ୍ତ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟ ହାତଠାରି ଡାକୁଛି ବିଭିନ୍ନ ସଂକ୍ରମଣକୁ”

“ବିପର୍ଯ୍ୟସ୍ତ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟ ହାତଠାରି ଡାକୁଛି ବିଭିନ୍ନ ସଂକ୍ରମଣକୁ” “ଭଦ୍ରାସାହି ଛକରେ କୁଢ଼ କୁଢ଼ ଆବର୍ଜନା”ଦୁର୍ଗନ୍ଧରେ ଫାଟି ପଡୁଛି ଅଞ୍ଚଳ” ସମ୍ପ୍ରତି ଏବେ କ୍ରମାଗତ ଭାବେ ବର୍ଷା ହୋଉଥିବାବେଳେ ମ୍ୟାଲେରିଆ, ଡେଙ୍ଗୁ, ଚିକୁନ ଗୁନିଆ ଭଳି ବିଭିନ୍ନ ସଂକ୍ରାମକ ରୋଗ…

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜାତୀୟ ପୋଷଣ ସପ୍ତାହ ୨୦୨୫ ଆରମ୍ଭ

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜାତୀୟ ପୋଷଣ ସପ୍ତାହ ୨୦୨୫ ଆରମ୍ଭ ୧ ସେପ୍ଟେମ୍ବର, ଅନୁଗୁଳ:ଜିନ୍ଦଲ ଷ୍ଟିଲର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ଜିଲ୍ଲାର ନତଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ମହିତଳା ଗ୍ରାମରେ ଏକ ଉଦଘାଟନୀ କାର୍ଯ୍ୟକ୍ରମ ସହିତ ଜାତୀୟ…

ପରିବେଶ କୁ ସନ୍ତୁଳିତ ରଖିବାକୁ ଜୟଶ୍ରୀରାମ ପିପୁଲସେବା ଟ୍ରଷ୍ଟ ପକ୍ଷରୁ ଏକ ଛୋଟ ପ୍ରୟାସ

ପରିବେଶ କୁ ସନ୍ତୁଳିତ ରଖିବାକୁ ଜୟଶ୍ରୀରାମ ପିପୁଲସେବା ଟ୍ରଷ୍ଟ ପକ୍ଷରୁ ଏକ ଛୋଟ ପ୍ରୟାସ କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଖଣି ଉତ୍ତୋଳନ ପାଇଁ ଲକ୍ଷ ଲକ୍ଷ ଗଛକୁ କାଟି ପଦା କରୁଥିବା…

You missed