Month: November 2025

ଧୀରଜଲାଲ କଲେଜରେ ଜିଲ୍ଲାସ୍ତରୀୟ ରେଡକ୍ରସ ଶିବିର ଉଦଯାପିତ

ଧୀରଜଲାଲ କଲେଜରେ ଜିଲ୍ଲାସ୍ତରୀୟ ରେଡକ୍ରସ ଶିବିର ଉଦଯାପିତ ରାଇରଙ୍ଗପୁର – ଆଙ୍କର: ମୟୂରଭଞ୍ଜ ଜିଲ୍ଲା ବହଳଦାସ୍ଥିତ ଧୀରଜଲାଲ କଲେଜରେ ଗତ ୧୪ ତାରିଖ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ ରେଡକ୍ରସ ଶିବିର ଉଦଯାପିତ ହୋଇଯାଇଛି।କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ମୋତିଲାଲ ମହାନ୍ତଙ୍କ ସଭାପତିତ୍ବରେ ଉଦଯାପନୀ…

ଏକଦିବସୀୟ ଆକଳନ ଶିବିର

ଏକଦିବସୀୟ ଆକଳନ ଶିବିର ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ବିଜାତଳା, ଜାମଦା ଓ ରାଇରଙ୍ଗପୁର ଦିବ୍ଯାଙ୍ଗ ପିଲାମାନଙ୍କୁ ନେଇ ଉପକରଣ ପାଇବା ପାଇଁ ଯୋଗ୍ଯ ବିବେଚିତ ଦିବ୍ଯାଙ୍ଗ ଛାତ୍ରଛାତ୍ରୀ ଆସିଥିଲେ I…

ସୁରକ୍ଷା ଓ ଅଧିକାର କୁ ନେଇ ଏକ ମହା ଅଭିଯାନ

ଅନୁଗୋଳ- ତା 18/11/2025 ରିଖ ମଙ୍ଗଳ ବାର ଦିନ, ଟାଟା ଷ୍ଟିଲ ଆସ୍ପେୟାର ଆନୁକୁଲ୍ୟରେ, ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକର, ନୁଆହତା ପଞ୍ଚାୟତ ଅନ୍ତର୍ଗତ ତାଳବାହାଳ ଗ୍ରାମରେ ଶିଶୁ ସୁରକ୍ଷା ଓ ଅଧିକାର କୁ ନେଇ ଏକ ମହା ଅଭିଯାନ କରା…

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ବରଗଡ଼ର କଂସ ଭୂମିକାରେ ଅଭିନୟ କରିବା ପାଇଁ ସୁଶୀଳ ମେହେର ମନୋନୀତ

* *ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ବରଗଡ଼ର କଂସ ଭୂମିକାରେ ଅଭିନୟ କରିବା ପାଇଁ ସୁଶୀଳ ମେହେର ମନୋନୀତ::* ବରଗଡ:୧୮/୧୧(ପବିତ୍ର ମେହେର)ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚଳିତ ବର୍ଷ ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଳ ମେହେର କଂସ ଭୂମିକାରେ ଅଭିନୟ କରିବା ପାଇଁ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି ଆଜିର ରାଶିଫଳ — 21 ନଭେମ୍ବର 2025(ଶୁଭ ସଂଖ୍ୟା • ଶୁଭ ରଙ୍ଗ • ଶୁଭ ସମୟ • ପ୍ରତିକାର ସହିତ) ♈ ମେଷ (Aries)ଆଜିର ଦିନ: ନୁତନ କାର୍ଯ୍ୟରେ ସଫଳତା ମିଳିବ। ପରିବାରରେ ଖୁସିର…

ଜାତୀୟ ସଂହତି, ଭାଇଚାରାର ବାର୍ଷା ନେଇ ଏକତା ପଦଯାତ୍ରା

ଜାତୀୟ ସଂହତି, ଭାଇଚାରାର ବାର୍ଷା ନେଇ ଏକତା ପଦଯାତ୍ରା ଅନୁଗୋଳ,ତା.୧୯.୧୧:- ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀପାଳନ ଅବସରରେ କ୍ରୀଡା ଓ ଯୁବ ସେବା ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଅନୁଗୋଳ ଷ୍ଟାଡିୟମ ଠାରୁ…

୨୧ ତମ ପିଏମ୍ କିଷାନ୍ ସମ୍ମାନନିଧି କିସ୍ତି ପ୍ରଦାନ

*୨୧ ତମ ପିଏମ୍ କିଷାନ୍ ସମ୍ମାନନିଧି କିସ୍ତି ପ୍ରଦାନ* ପିଏମ୍ କିସାନ୍ ସମ୍ମାନନିଧି ର ୨୧ ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଡିବିଟି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର କୋଏମ୍ବାଟୁର୍ ଠାରୁ ୧୯ ତାରିଖ ବୁଧବାର…

ନକଲି-ମୃତ ଭୋଟରଙ୍କୁ ଚିହ୍ନଟ ପାଇଁ ଏଆଇର ସାହାଯ୍ୟ ନେବ ECI

ନକଲି କିମ୍ବା ମୃତ ଭୋଟରଙ୍କୁ ବାଦ୍ ଦେବା ପାଇଁ ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ସମୟରେ ନିର୍ବାଚନ ଆୟୋଗ କୃତ୍ରିମ ବୁଦ୍ଧିମତା (ଏଆଇ) ଭିତ୍ତିକ ଯାଞ୍ଚ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛନ୍ତି ବୋଲି ମଙ୍ଗଳବାର ଜଣେ ବରିଷ୍ଠ…

ଭାରତକୁ ଆସିଲା ଅନମୋଲ ବିଷ୍ଣୋଇ, ଗିରଫ କଲା NIA

ଭାରତ ଆସିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋଇ। ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସର ଭାଇ ଅନମୋଲକୁ ବହିଷ୍କାର କରିଥିଲା ଆମେରିକା। ଦିଲ୍ଲୀରେ ପହଞ୍ଚିବା ପରେ ତାକୁ ବିଧିବଦ୍ଧ…

ସତ୍ୟସାଇ ବାବାଙ୍କ ବାଣୀରେ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ ହୋଇଥିଲା’

ସମସ୍ତଙ୍କୁ ଭଲ ପାଅ । ସମସ୍ତଙ୍କ ସେବା କର । ଏହା ହିଁ ଭାରତୀୟ ସଂସ୍କୃତିର ମୂଳମନ୍ତ୍ରୀ । ସତ୍ୟସାଇ ବାବାଙ୍କ ବାଣୀରେ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ ହୋଇଥିଲା । ସମାଜର ସାମଗ୍ରିକ ବିକାଶ ପାଇଁ ସେ ନେଇଥିବା…