Month: November 2025

ବନ ବିଭାଗ ଦ୍ୱାରା ନାଗ ସାପ ଉଦ୍ଧାର

ଛେଣ୍ଡିପଦା – ଅକ୍ଟୋବର 6, 2025 ରେ, ଛେଣ୍ଡିପଦା ରେଞ୍ଜ ଅନ୍ତର୍ଗତ କୋଶଳା ସେକ୍ସନର ଫରେଷ୍ଟ ଗାର୍ଡଙ୍କୁ ସିମିଳିସାହି ଗ୍ରାମରୁ ଏକ ଜରୁରୀ ଫୋନ୍ ଆସିଥିଲା, ଯେଉଁଥିରେ ଏକ ନାଗ ସାପର ଉପସ୍ଥିତି ବିଷୟରେ ସୂଚନା ଦିଆଯାଇଥିଲା। ଦ୍ରୁତ ଗତିରେ କାର୍ଯ୍ୟ…

ଅସହାୟ ବନ୍ଧୁ ଫାଉଣ୍ଡେସନ ଅନୁଗୋଳ ପକ୍ଷରୁ ସଂଗଠନ ଉଦଘାଟନ ସହ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ

ଅସହାୟ ବନ୍ଧୁ ଫାଉଣ୍ଡେସନ ଅନୁଗୋଳ ପକ୍ଷରୁ ସଂଗଠନ ଉଦଘାଟନ ସହ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତବଅଁରପାଳ,୦୭/୧୧ : ବଅଁରପାଳ ବ୍ଳକ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମ ପଞ୍ଚାୟତ ସିଦ୍ଧେଶ୍ୱର ଓ ଐଶିନେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୁଧବାର…

ଲଗାତାର ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସରେ ଆୟକର ଚଢାଉ

ଭୁବନେଶ୍ୱର: ଲଗାତାର ଭାବେ ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସରେ ଆୟକର ଚଢାଉ ହୋଇଛି । ଏହି ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ନଗଦ ଅଢେଇ କୋଟି ଟଙ୍କା ଜବତ କରାଯାଇଛି । ଉତ୍କଳ ବିଲ୍ଡର୍ସର ୪ଜଣ ନିର୍ଦ୍ଦେଶକଙ୍କୁ ଆଜି…

ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା ଦେଖି ଅଟକାଇଲେ ଜଗନ୍ନାଥ ମନ୍ଦିର ପୋଲିସ୍

ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା ପୁରୀ: ପୁରୀ ଶ୍ରୀମନ୍ଦିରକୁ ପୁଣି ଚଷମାରେ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ କଲେ ଜଣେ ଶ୍ରଦ୍ଧାଳୁ। ସଂପୃକ୍ତ ଶ୍ରଦ୍ଧାଳୁଙ୍କୁ ଜଗମୋହନ ମନ୍ଦିର ପାଖରେ ଅଟକାଇଲେ ଜଗନ୍ନାଥ ମନ୍ଦିର ପୋଲିସ୍। ଶ୍ରଦ୍ଧାଳୁ ଜଣଙ୍କ ଅହମ୍ମଦାବାଦର ଭରତ ପାଣ୍ଡିଆ। ଶ୍ରଦ୍ଧାଳୁ…

ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଇଂଜିନିୟର ମହାକୁମ୍ଭ

ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେଉଛି ଭାରତୀୟ ରୋଡ କଂଗ୍ରେସ ବା ଆଇଆରସି ସମ୍ମିଳନୀ। ଏଥିରେ ଦେଶ ତଥା ବିଦେଶରୁ ଶହଶହ ଇଂଜିନିୟର ଯୋଗଦେବେ। ୧୯୩୪ ମସିହାରୁ ଆଇଆରସି ଗଠନ ହୋଇଥିବାବେଳେ ଏଯାବତ୍ ଓଡ଼ିଶାରେ ଆଇଆର୍‌ସିର ୫ଟି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି।…

ଡିସେମ୍ବର ୧୨ରୁ ଓଡିଶା ଦେଶୀମେଳା ଓ ଶୀତବସ୍ତ୍ର ପ୍ରଦର୍ଶନୀ ଆରମ୍ଭ

ଡିସେମ୍ବର ୧୨ରୁ ଓଡିଶା ଦେଶୀମେଳା ଓ ଶୀତବସ୍ତ୍ର ପ୍ରଦର୍ଶନୀ ଆରମ୍ଭ ସବୁବର୍ଷ ଭଳି ଏବର୍ଷ ମଧ୍ୟ ଭୁବନେଶ୍ୱରର ରସୁଲଗଡ ଦୁର୍ଗା ପଡିଆରେ ମେଘା ସପିଙ୍ଗ ବଜାର ତରଫରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଦେଶୀ ମେଳା ଓ ଶୀତ ବସ୍ତ୍ର ପ୍ରଦର୍ଶନୀ।ଆସନ୍ତା…

ଓଡିଶା ବନାଞ୍ଚଳ ଉନ୍ନୟନ ସମିତିର ୩୭ତମ ପରିଚାଳନା ବୈଠକ

ଭୁବନେଶ୍ୱର: ଓଡିଶା ବନାଞ୍ଚଳ ଉନ୍ନୟନ ସମିତିର ୩୭ତମ ପରିଚାଳନା ବୈଠକ ଗୃହ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍” ର ୧୫୦ ବର୍ଷ ପୂର୍ତ୍ତି

ଆଜିର ଏହି ଐତିହାସିକ ଦିନଟି, ଆମ ପାଇଁ ଏକ ମହାସଙ୍କଳ୍ପର କ୍ଷଣ । ଯେଉଁ ଚିରନ୍ତନ ବାଣୀ “ବନ୍ଦେ ମାତରମ୍” ଭାରତକୁ ଏକ ଅଖଣ୍ଡ ଶକ୍ତି ଭାବରେ ଦେଖିବାର ସ୍ୱପ୍ନ ସଞ୍ଚାର କରିଥିଲା, ଆଜି ତା’ର ୧୫୦ ବର୍ଷ ପୂର୍ତ୍ତି ।…

ଆଜିର ରାଶିଫଳ – ୭ ନଭେମ୍ବର ୨୦୨୫ (ଶୁକ୍ରବାର)ଜାଗ୍ରତ ଭାରତ ନ୍ୟୁଜ୍ ପକ୍ଷରୁ ଆଜିର ଭାଗ୍ୟ ଫଳ 🌺

🌞 ଆଜିର ରାଶିଫଳ – ୭ ନଭେମ୍ବର ୨୦୨୫ (ଶୁକ୍ରବାର)ଜାଗ୍ରତ ଭାରତ ନ୍ୟୁଜ୍ ପକ୍ଷରୁ ଆଜିର ଭାଗ୍ୟ ଫଳ ସହ ଆପଣଙ୍କୁ ଶୁଭେଚ୍ଛା 🌺 ♈ ମେଷ (Aries)ଆଜି ନୂତନ ଯୋଜନା ଆରମ୍ଭ ପାଇଁ ଉପଯୁକ୍ତ ସମୟ। ଆର୍ଥିକ ଦିଗରେ ଉନ୍ନତି…

ନୌସେନାରେ ଆଉ ଏକ ସ୍ୱଦେଶୀ ଶକ୍ତି

ନୂଆଦିଲ୍ଲୀ : ଭାରତୀୟ ନୌସେନା ଏହାର ନୌସେନାରେ ଆଉ ଏକ ସ୍ୱଦେଶୀ ଶକ୍ତି ଯୋଡିବାକୁ ହୋଇଛି। ଗୁରୁବାର ଦିନ, ନୌସେନାର ତୃତୀୟ ସର୍ଭେ ଜାହାଜ (SVL) ଶ୍ରେଣୀର ଜାହାଜ, INS ଇକ୍ଷକକୁ କୋଚିର ଦକ୍ଷିଣ ନୌସେନା କମାଣ୍ଡରେ ଆନୁଷ୍ଠାନିକ ଭାବରେ ନିୟୋଜିତ…