ବେଟିଂ ଆପ୍ ମାମଲାରେ ଫସିଲେ ରୈନା, ଧାଓ୍ବନ: ୧୧.୧୪ କୋଟିର ସମ୍ପତ୍ତି ଜବତ
ବେଟିଂ ଆପ୍ ଆର୍ଥିକ ଅନିୟମିତତା ମାମଲାରେ ଫସିଗଲେ କ୍ରିକେଟର ସୁରେଶ ରୈନା ଏବଂ ଶିଖର ଧାଓ୍ବନ। ପ୍ରବ’ର୍ତ୍ତନ ନିର୍ଦେଶାଳୟ (ଇଡି) ଏହି ମାମଲାରେ ଉଭୟଙ୍କର ୧୧ କୋଟି ୧୪ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଗୁରୁବାର ଆଟାଚ କରିଛି। ଜବତ ସମ୍ପତ୍ତି ମଧ୍ୟରେ…
