Month: November 2025

ନିର୍ବାଚନ ପୂର୍ବରୁ ଶାହାଙ୍କ ଦୃଢ଼ୋକ୍ତି, କହିଲେ ବିହାରରେ ଏନ୍ ଡି ଏ ଭଲ ସ୍ଥିତିରେ

ବିହାରରେ ଗୁରୁବାର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏକ ସାକ୍ଷାତକାରରେ ଶାସକ ଏନ୍‌ଡିଏ ରାଜ୍ୟରେ ସ୍ପଷ୍ଟ ଏବଂ ସହଜ ବିଜୟ ହାସଲ କରିବ ବୋଲି ଦୃଢ଼ୋକ୍ତି କରିଛନ୍ତି ।…

ନ୍ୟୁୟର୍କର ମେୟର ହେଲେ ଭାରତୀୟ ବଂଶୋଦ୍ଭବ

ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଜୋହରାନ ମମ୍‌ଦାନୀ। ନ୍ୟୁୟର୍କ ମେୟର ପଦ ପାଇଁ ଡେମୋକ୍ରାଟିକ୍ ପାର୍ଟିରୁ ନିର୍ବାଚନ ଲଢ଼ି ବିଜୟ ହେଲେ ଜୋହରାନ୍। ଏହି ବିଜୟ ସହିତ ଜୋହରାନ ନ୍ୟୁୟର୍କର ପ୍ରଥମ ଭାରତୀୟ-ଆମେରିକୀୟ ମୁସଲିମ ମେୟର ହୋଇଛନ୍ତି। ୩୪ବର୍ଷୀୟ ଜୋହରାନ ପୂର୍ବତନ…

ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଜିଉ ଭଜନ ସନ୍ଧ୍ୟା ଦ୍ଵାରା ଭଜନ ପରିବେଷଣ

ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜିଉ ମନ୍ଦିର ପ୍ରାଙ୍ଗଣ ରେ ଥିବା ଭଜନ ମଣ୍ତପ ଠାରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଜିଉ ଭଜନ ସନ୍ଧ୍ୟା ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା।…

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବଡ଼ବିଲ ପୌରାଞ୍ଚଳରେ ସମୂହ ବୋଇତ ବନ୍ଦାଣ ଉତ୍ସବ ପାଳନ

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବଡ଼ବିଲ ପୌରାଞ୍ଚଳରେ ସମୂହ ବୋଇତ ବନ୍ଦାଣ ଉତ୍ସବ ପାଳନ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇଯାଇଛି।…

ଅନୁଗୋଳ ବନବିଭାଗ ଦ୍ୱାରା ବେଆଇନ୍ ସାଗୁଆନ କାଠ ଜବତ

୪ ନଭେମ୍ବର, ୨୦୨୫ ଦିନ ପ୍ରାୟ ସନ୍ଧ୍ୟା ୫.୦୦ ଟା ସମୟରେ, ଏକ ନିୟମିତ ପାଟ୍ରୋଲିଂ ସମୟରେ, ଛେଣ୍ଡିପଦା ରେଞ୍ଜ ଅନ୍ତର୍ଗତ ରାଇଝରଣ ସେକ୍ସନର କର୍ମଚାରୀମାନେ ଦୁର୍ଗାପୁର ବିଟର କୋରଡା ଗ୍ରାମର ଏକ ଆମ୍ବ ବଗିଚା ନିକଟରେ ବେଆଇନ କାଠ କାଟିବା…

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

ଭୁବନେଶ୍ବର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ଆଜି ଧର୍ମ ମାସ କାର୍ତ୍ତିକ ଓ ପଞ୍ଚୁକର ଶେଷ ଦିନ। ଭୁବନେଶ୍ବର ବିନ୍ଦୁ ସାଗରରେ ଭୋର୍ ରୁ ଡଙ୍ଗା ବସାଇଲେ ଶହ ଶହ ଶ୍ରଦ୍ଧାଳୁ। ବିଭିନ୍ନ…

ନଦୀ କୂଳରୁ କ୍ଷତବିକ୍ଷତ ଶବ ଉଦ୍ଧାର ଘଟଣାରେ ଛଅ ଜଣଙ୍କୁ ଗିରଫ କରିଛି ପୋଲିସ

ନଦୀ କୂଳରୁ କ୍ଷତବିକ୍ଷତ ଶବ ଉଦ୍ଧାର ଘଟଣାରେ ଛଅ ଜଣଙ୍କୁ ଗିରଫ କରିଛି ପୋଲିସ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଇଚିଣ୍ଡା ଅରଡେଇ ନଦୀ କୂଳରେ ସୋମବାର ଜଣେବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବ୍ୟକ୍ତି ଜଣଙ୍କୁ ପିଟିପିଟି ହତ୍ୟା…

ଆଜିର ରାଶିଫଳ – ୫ ନଭେମ୍ବର ୨୦୨୫ (ବୁଧବାର)ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି

🌞 ଆଜିର ରାଶିଫଳ – ୫ ନଭେମ୍ବର ୨୦୨୫ (ବୁଧବାର)ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି ♈ ମେଷ (Aries): ଆଜି ଆପଣଙ୍କ ଉତ୍ସାହ ଓ ପରିଶ୍ରମ ସଫଳତା ଆଣିବ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହ ସମ୍ପର୍କ ସୁଧାରିବ। ନୂଆ ଯୋଜନାରେ ଲାଭ…

ଓଡ଼ିଆ ଅସ୍ମିତାକୁ ସାହିତ୍ୟ ଓ ସଂସ୍କୃତି ବଞ୍ଚାଇ ରଖିଛି, ବାଲିଯାତ୍ରା ସାହିତ୍ୟ ଆସରରେ ମତ ପ୍ରକାଶ

ଓଡ଼ିଆ ଅସ୍ମିତାକୁ ସାହିତ୍ୟ ଓ ସଂସ୍କୃତି ବଞ୍ଚାଇ ରଖିଛି, ବାଲିଯାତ୍ରା ସାହିତ୍ୟ ଆସରରେ ମତ ପ୍ରକାଶ କୁଚିଣ୍ଡା :୪/୧୨: କଟକ ପରି କୁଚିଣ୍ଡାସ୍ଥିତ ସଇଡ଼ାର ଭେଡେନ ନଦୀର କୁଳେ ବାଲିଯାତ୍ରା ମହୋତ୍ସବ ବିଗତ ବାଇଶ ବର୍ଷ ଧରି ଆୟୋଜିତ ହୋଇ ଆସୁଅଛି…

କଳିଙ୍ଗ ବାଲିଯାତ୍ରା ଉଦଘାଟିତ

କଳିଙ୍ଗ ବାଲିଯାତ୍ରା ଉଦଘାଟିତ ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପରେ ଆରମ୍ଭ ହେଲା କଳିଙ୍ଗ ବାଲିଯାତ୍ରା। ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉପସ୍ଥିତ ଥିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ, ସାଂସଦ ବିଭୁ ତରାଇ ଓ ବିଧାୟକ ରମାକାନ୍ତ…