Month: December 2025

ମାଓବାଦିଙ୍କ ନାମରେ (ଧରାଇଦେଲେ)ପୁରସ୍କାର ଘୋଷଣା କରିଛି ବୌଦ୍ଧ ପୁଲିସ

ଭୁବନେଶ୍ବର: ୧୮ ମାଓବାଦୀଙ୍କ ପାଇଁ ୮ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ବୌଦ୍ଧ ପୁଲିସ। ଯେଉଁମାନେ ଏହି ମାଓବାଦୀମାନଙ୍କୁ ଧରାଇ ଦେବେ ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ବୌଦ୍ଧ ଜିଲା ପୁଲିସ ପକ୍ଷରୁ କୁହାଯାଇଛି।…

ଶନିବାର ଭୁବନେଶ୍ୱରରେ ଯୁବ କଂଗ୍ରେସର ବିକ୍ଷୋଭ ଓ ଅଣ୍ଡାମାଡ

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ଗର୍ଜିଲା ଯୁବ କଂଗ୍ରେସ । ଭୁବନେଶ୍ୱରରେ ଯୁବ କଂଗ୍ରେସର ବିକ୍ଷୋଭ ଓ ଅଣ୍ଡାମାଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ପୁଲିସ ସେମାନଙ୍କୁ ଅଟକାଇବାରୁ କଂଗ୍ରେସ କର୍ମୀ ମାନେ…

ହାଇଦ୍ରାବାଦ ସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଷ୍ଟାଚୁ ଅଫ ଇକ୍ୟୁଆଲିଟି ବୁଲିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାଇଦ୍ରାବାଦରେ ଅବସ୍ଥିତ ଷ୍ଟାଚୁ ଅଫ ଇକ୍ୟୁଆଲିଟି ପରିଦର୍ଶନ କରି ଜଗଦଗୁରୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କୁ ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ…

ନକ୍ସଲ ସଂଗଠନର ୪୧ ସଦସ୍ୟଙ୍କ ଆତ୍ମସମର୍ପଣ

ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ମାଲକାନଗିରି ଜିଲ୍ଲା ମାଓ ସଂଗଠନର ୪୧ ଜଣ ସକ୍ରିୟ ନକ୍ସଲ ଦଳ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ହତିଆର ସହ ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ଦିନ ଧରି ଏମାନେ ମାଓ…

ମୃତକ ଝିଅର ବାପା ମା ଯୌତୁକ ଜନିତ ବଧୂ ହତ୍ୟା ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ

ସାଲେପୁର: ଏଇ ବର୍ଷେ ତଳେ ଝିଅ ପ୍ରେମ ବିବାହ କରିଥିଲା । କିନ୍ତୁ ଏବେ ତା ମରଶରୀର ପଡ଼ିଛି । ଝିଅକୁ ଯୌତୁକ ଆଣ କହି ଶାଶୁଘର ଲୋକେ ଧମକ ଦେଉଥିଲେ । ଝିଅକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ…

ରେଞ୍ଜରଙ୍କ ଘରେ ଭିଜିଲାନସ ରେଡ୍

ଜଗତସିଂହପୁର : ରେଞ୍ଜରଙ୍କ ଘରେ ଭିଜିଲାନସ ରେଡ୍ । ଏକାସଙ୍ଗେ ୫ଟି ସ୍ଥାନରେ ରେଡ୍। ଜଗତସିଂହପୁର ବନବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନ ଓ କାର୍ଯ୍ୟାଳୟ ସମେତ ଏକାସଙ୍ଗେ…

ଉତ୍କଳ ଯାଦବ ମହାସଭାର ଉପସଭାପତିଙ୍କ ଗୋଡ଼ ଭାଙ୍ଗିବା ପରେ ସମବେଦନା ଜଣାଇବା ପାଇଁ ଶୁଭେଚ୍ଛୁଙ୍କ ଭିଡ

ଉତ୍କଳ ଯାଦବ ମହାସଭାର ଉପସଭାପତୀଙ୍କ ଗୋଡ଼ ଭାଙ୍ଗିବା ପରେ ସମବେଦନା ଜଣାଇବା ପାଇଁ ଶୁଭେଚ୍ଛୁଙ୍କ ଭିଡ ରାଜକନିକା – ରାଜକନିକା ବ୍ଲକ ଅନ୍ତର୍ଗତ ବଳରାମପୁର ପଞ୍ଚାୟତର ସାତଭାୟା ଗ୍ରାମର ଉତ୍କଳ ଯାଦବ ମହାସଭାର ଉପ ସଭାପତି ତଥା ରାଜକନିକା ବ୍ଲକ ର…

ସ୍କୁଲରେ ସାଇନବୋର୍ଡ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇଜଣ ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବଡ଼ଭୁଣ୍ଡୁରେ ଥିବା ଏକ ସରକାରୀ ସ୍କୁଲରେ ସାଇନବୋର୍ଡ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି।ତେବେ ଶୁକ୍ରବାର ଅପରାହ୍ନରେ ସ୍କୁଲ କ୍ୟାମ୍ପସ ଭିତରେ କିଛି ଛାତ୍ର…

ନୂଆପାଟଣା ଯୁବରାଜ କ୍ରିକେଟ କ୍ଲବ ଦ୍ୱାରା ଷଷ୍ଠ ତମ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ନୂଆପାଟଣା ଯୁବରାଜ କ୍ରିକେଟ କ୍ଲବ ଦ୍ୱାରା ଷଷ୍ଠ ତମ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ। ହିନ୍ଦୋଳ :20/12/2025ଢେଙ୍କାନାଳ ଜିଲ୍ଲା ରାସୋଳ ପଂଚାୟତ ନୂଆପାଟଣା ସ୍କୁଲ ଖେଳ ପଡିଆଠାରେ ଯୁବରାଜ କ୍ରିକେଟ କ୍ଲବର ଷଷ୍ଠ ତମ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଆଜିର…

ବାଲିଗୁଡ଼ାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ବାଲିଗୁଡ଼ାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ବାଲିଗୁଡା, (ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ତିନି ଦିନିଆ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୫ ଉଦଘାଟିତ ହୋଇଯାଇଛି।…