ବଡ଼ବିଲ ପୋଲିସ୍ ଦ୍ବାରା ସାଇବର ଠକ ଗିରଫ,ତାର ରହିଛି ଚାଇନା ଲିଙ୍କ୍
କେନ୍ଦୁଝର ଜିଲ୍ଲାର ବଡ଼ବିଲ ପୋଲିସ୍ କୁ ମିଳିଛି ବଡ଼ ସଫଳତା ।ବଡ଼ବିଲ ପୋଲିସ୍ ଦ୍ବାରା ସାଇବର ଠକ ଗିରଫ ତାର ରହିଛି ଚାଇନା ଲିଙ୍କ୍ । ବଡ଼ବିଲ ଆରକ୍ଷୀ ଅଧିକ୍ଷକଙ୍କ ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ସାଇବର…
