Month: December 2025

ଆମ ବସ୍ ଧକ୍କାରେ ଯୁବକ ମୃତ

ଆମ ବସ୍ ଧକ୍କାରେ ଯୁବକ ମୃତ ଭୁବନେଶ୍ବର: ଆମ ବସ୍ ଧକ୍କାରେ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି। ଭୁବବେଶ୍ବର ବାଣୀବିହାର ସତ୍‌ସଙ୍ଗ ବିହାର ସମ୍ମୁଖରେ ଘଟିଛି ଦୁର୍ଘଟଣା। ସ୍ଥାନୀୟ ଲୋକଙ୍କ ଦ୍ବାରା ଆମ ବସ୍ ଅଟକ ରଖା ଯାଇଥିଲା। ଘଟଣାସ୍ଥଳରେ…

ଫେବ୍ରୁଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା

ଫେବ୍ରୁଆରୀରେ ହେବ ମାଟ୍ରିକ୍‌ ପରୀକ୍ଷା। ସକାଳ ୯ଟାରୁ ସାଢ଼େ ୧୧ଟା ଯାଏଁ ଚାଲିବ ପରୀକ୍ଷା। ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଧିକ ୧୫ ମିନିଟ୍‌। ମାର୍ଚ୍ଚ ୨ ଯାଏଁ ଚାଲିବ ମାଟ୍ରିକ୍‌ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ…

ଅତାବିରା ମାଟିର ସେନା ପକ୍ଷରୁ ବନ ମହୋତ୍ସବ ଓ ନର ନାରାୟଣ ସେବା”

“ଅତାବିରା ମାଟିର ସେନା ପକ୍ଷରୁ ବନ ମହୋତ୍ସବ ଓ ନର ନାରାୟଣ ସେବା” ବରଗଡ଼:-୦୫.୧୨.୨୦୨୫(ପବିତ୍ର ମେହେର)ବରଗଡ଼ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ନର ନାରାୟଣ ସେବା ଅନୁଷ୍ଠିତ ହୋଇଯାଇଛି। ସେ ଦୁର୍ଗମ ଅଞ୍ଚଳ ଆଉ କେଉଁଠି ନୁହଁ,ସେଇଟା ହେଉଛି ଅତାବିରା ଏନ୍.ଏ.ସି. ୱାର୍ଡନମ୍ବର…

୬୯ତମ ରାଜ୍ୟସ୍ତରୀୟ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ ନବରଙ୍ଗପୁର ହେଲା ବିଜେତା ଯମୁନାବତୀ ଗଣ୍ଡ ଶ୍ରେଷ୍ଠ ଖେଳାଳି ଭାବେ ହେଲେ ପୁରସ୍କୃତମ୍ୟାନ ଅଫ ଦି ମ୍ୟାଚ୍ ହେଲେ ଗଙ୍ଗାବତୀ ଗଣ୍ଡ

୬୯ତମ ରାଜ୍ୟସ୍ତରୀୟ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ ନବରଙ୍ଗପୁର ହେଲା ବିଜେତା ଯମୁନାବତୀ ଗଣ୍ଡ ଶ୍ରେଷ୍ଠ ଖେଳାଳି ଭାବେ ହେଲେ ପୁରସ୍କୃତମ୍ୟାନ ଅଫ ଦି ମ୍ୟାଚ୍ ହେଲେ ଗଙ୍ଗାବତୀ ଗଣ୍ଡ ଭବାନୀପାଟଣା,୦୫/୧୨: ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ୬୯ତମ ରାଜ୍ୟସ୍ତରୀୟ ୧୭ବର୍ଷରୁ…

ମୌଳିକ ସୁବିଧା ରୁ ବଞ୍ଚିତ କୁମ୍ଭାର ସାହି ବାସିନ୍ଦା : ରାସ୍ତା ଓ ପାନୀୟ ଜଳ ମୁଖ୍ୟ ସମସ୍ୟା: ପ୍ରତିକାର ପାଇଁ ଦାବୀ

ମୌଳିକ ସୁବିଧା ରୁ ବଞ୍ଚିତ କୁମ୍ଭାର ସାହି ବାସିନ୍ଦା : ରାସ୍ତା ଓ ପାନୀୟ ଜଳ ମୁଖ୍ୟ ସମସ୍ୟା: ପ୍ରତିକାର ପାଇଁ ଦାବୀ ବାଲିଗୁଡା, ତା, ୦୫/୧୨:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି…

ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ବନ୍ଧୁକ ସମେତ ଅନେକ ମାଓ ସାମଗ୍ରୀ ଜବତ

ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ବନ୍ଧୁକ ସମେତ ଅନେକ ମାଓ ସାମଗ୍ରୀ ଜବତ ବାଲିଗୁଡ଼ା, ତା, ୦୫/୧୨: (ସୁଶୀଳ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲ୍ଲା ବେଲଘର-କୋଟଗଡ଼ ଥାନା ସିମାନ୍ତରେ ମାଓ ଗତିବିଧି ଦେଖାଦେଇଛି । ଏସ୍ଓଜି ଏବଂ…

ଜିଲ୍ଲା ସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ

ଜିଲ୍ଲା ସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ ଢ଼େଙ୍କାନାଳ, ତା. ୦୫.୧୧.୨୦୨୫- ବିଶ୍ଵ ମୃତ୍ତିକା ଦିବସ ପାଳନ ଅବସରରେ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ…

ଜନତା ହାଇସ୍କୁଲରେ ରଙ୍ଗୋଲୀ ଓ ଝୋଟି ପ୍ରତିଯୋଗିତା

*ଜନତା ହାଇସ୍କୁଲରେ ରଙ୍ଗୋଲୀ ଓ ଝୋଟି ପ୍ରତିଯୋଗିତା* ବରଗଡ:୫/୧୨(ପବିତ୍ର ମେହେର) ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ମାଣବସା ଗୁରୁବାର ଉପଲକ୍ଷେ ଛାତ୍ରୀମାନଙ୍କ ମଧ୍ୟରେ ଏକ ରଙ୍ଗୋଲୀ ଓ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ଭାରପ୍ରାପ୍ତ…

ପଳାସ ସରପଞ୍ଚ ଙ୍କୁ ମାଡ଼ ଅଭିଯୋଗ, ଥାନାରେ ମାମଲା

ପଳାସ ସରପଞ୍ଚ ଙ୍କୁ ମାଡ଼ ଅଭିଯୋଗ, ଥାନାରେ ମାମଲା ରିପୋର୍ଟର : କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ୱର ସୁନାନୀ ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ପଳାସ ପଂଚାୟତ ର ସରପଞ୍ଚ ପ୍ରଭାକର…

ବନ୍ୟ ଘୁଷୁରୀ ମାଂସ ଜବତ – ଜଣେ ବ୍ୟକ୍ତିଙ୍କୁ ଗିରଫ

ବନ୍ୟ ଘୁଷୁରୀ ମାଂସ ଜବତ – ଜଣେ ବ୍ୟକ୍ତିଙ୍କୁ ଗିରଫ ଅନୁଗୋଳ – ଡିସେମ୍ବର ୦୫, ୨୦୨୫ ସକାଳ ପ୍ରାୟ ୯:୩୦ ସମୟରେ, ଆଠମଲ୍ଲିକ ବନ ବିଭାଗ ଅଧୀନରେ ଥିବା ଜରପଡ଼ା ରେଞ୍ଜ ଏବଂ ଆଠମଲ୍ଲିକ ବନ ବିଭାଗ ଅଧୀନରେ ଥିବା…