Month: January 2026

ଭିଜିଲାନ୍ସ ଜାଲରେ SCB ଆସୋସିଏଟ୍‌ ପ୍ରଫେସର

ଭିଜିଲାନ୍ସ ଜାଲରେ ପଡିଲେ ଏସସିବି ମେଡିକାଲର ଡାକ୍ତର ସନାତନ ବେହେରା। ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଲେ। ଗୁରୁବାର ଅପରାହ୍ନରେ ତାଙ୍କ ନିକଟରୁ ୨,୬୩,୦୦୦ ଟଙ୍କା ସନ୍ଦେହଜନକ ନଗଦ ଅର୍ଥ ଜବତ କରାଯାଇଛି। ହେପାଟୋଲୋଜି ବିଭାଗର ସହକାରୀ…

ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ଯାଣ ସମିତି, ମହିଳା ଆରୋଗ୍ୟ ସମିତି ଓ ଜନ ଆରୋଗ୍ୟ ସମିତି ସମାବେଶ ଆୟୋଜିତ

ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ଯାଣ ସମିତି, ମହିଳା ଆରୋଗ୍ୟ ସମିତି ଓ ଜନ ଆରୋଗ୍ୟ ସମିତି ସମାବେଶ ଆୟୋଜିତ ଅନୁଗୋଳ ସ୍ଥାନୀୟ ସଭାଘର ଠାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ଯାଣ ସମିତି, ମହିଳା ଆରୋଗ୍ୟ ସମିତି ଓ ଜନ ଆରୋଗ୍ୟ ସମିତି…

ମହାମହିମ ରାଷ୍ଟ୍ରପତିଙ୍କ ଯାଜପୁର ଗସ୍ତପାଇଁ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଓ ଯାନବାହାନ ଚଳାଚଳ କଟକଣା

ମହାମହିମ ରାଷ୍ଟ୍ରପତିଙ୍କ ଯାଜପୁର ଗସ୍ତପାଇଁ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଓ ଯାନବାହାନ ଚଳାଚଳ କଟକଣା ବିଞ୍ଝାରପୁର ଆଡୁ ଯେଉଁ ଯାନବାହନଗୁଡିକ କଟକ ଯିବେ, ସେହି ଗାଡ଼ି ସବୁ ରସିକ ଛକରୁ ଅଳକୁଣ୍ଡ, ପ୍ରୀତିପୁର ଭାୟା ରାମବାଗ ଛକରେ ବାହାରି ରିଙ୍ଗ ରୋଡ…

କାଙ୍କଡପାଳ ସେବା ସମବାୟ ସମିତି ଲିଂର ୪ର୍ଥ ଧାନମଣ୍ଡି

କାଙ୍କଡପାଳ ସେବା ସମବାୟ ସମିତି ଲିଂର ୪ର୍ଥ ଧାନମଣ୍ଡି ଢେଙ୍କାନାଳ,୩୦/୧: ସଦର ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ପଂଚାୟତର କାଙ୍କଡପାଳ ସେବା ସମବାୟ ସମିତି ନିଃ ଦ୍ବାରା ୪ର୍ଥ ଧାନମଣ୍ଡି ଅନୁଷ୍ଠିତ ହୋଇଯାଇଅଛି । ସଭାପତି ରମଣି ରଞ୍ଜନ ଦାସ କହିଛନ୍ତି ଯେ,…

ହୀରାସାଗର ପୋଖରୀ ଦକ୍ଷିଣପଟ ଗୌରାଙ୍ଗ ମହାପ୍ରଭୁଙ୍କ ମନ୍ଦିରରେ ଅହୋରାତ୍ର ନାମଯଜ୍ଞ

ହୀରାସାଗର ପୋଖରୀ ଦକ୍ଷିଣପଟ ଗୌରାଙ୍ଗ ମହାପ୍ରଭୁଙ୍କ ମନ୍ଦିରରେ ଅହୋରାତ୍ର ନାମଯଜ୍ଞ ଢେଙ୍କାନାଳ,୩୦/୧: କରୁଣା ବରୁଣାଳୟ ନନ୍ଦନନ୍ଦନଙ୍କ ଅପାର କୃପାରୁ ହୀରାସାଗର ପୋଖରୀର ଦକ୍ଷିଣପଟ ହୁଡାରେ ଶ୍ରୀ ଶ୍ରୀ ଷଡଭୁଜ ଗୌରାଙ୍ଗ ମହାପ୍ରଭୁଙ୍କର ମନ୍ଦିର ପ୍ରାଙ୍ଗଣରେ ଅଦ୍ୟ ଶୁକ୍ରବାର ଅହୋରାତ୍ର ନାମଯଜ୍ଞ ଅନୁଷ୍ଠିତ…

ବିଧାୟକ ସୁଧୀର ପାଟ୍ଟଯୋଷୀ ଙ୍କ କରକମଳରେ ସେତୁ ଯୋଜନାରେ ଦୁଇଟି ସେତୁ ଏଵଂ ଚାରି ଗୋଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ

ବିଧାୟକ ସୁଧୀର ପାଟ୍ଟଯୋଷୀ ଙ୍କ କରକମଳରେ ସେତୁ ଯୋଜନାରେ ଦୁଇଟି ସେତୁ ଏଵଂ ଚାରି ଗୋଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ଧର୍ମଗଡ଼ (ଜାଗ୍ରତ ଭାରତ)ତା ୩୦/୧/୨୬ ସେତୁ ଯୋଜନାରେ ଦୁଇଟି ସେତୁ ଏଵଂ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ଚାରୀଗୋଟି ଗୁରୁତ୍ୱପୂର୍ଣ୍ଣ…

ଆଜିର ରାଶିଫଳ (Daily Horoscope)

ଜାଗ୍ରତ ଭାରତ ନ୍ୟୁଜ୍ ଶୈଳୀରେ ଆଜି, ଶନିବାର, ୩୧ ଜାନୁଆରୀ ୨୦୨୬ ର ରାଶିଫଳ ଏଠାରେ ପ୍ରସ୍ତୁତ କରାଯାଇଛି। ଆଜିର ଦିନଟି ଶନିଦେବଙ୍କ ଆରାଧନାର ଦିନ, ତେଣୁ ସତର୍କତା ଓ ଭକ୍ତିର ସହ ଦିନଟିକୁ ଅତିବାହିତ କରନ୍ତୁ। ​📅 ଆଜିର ରାଶିଫଳ…

ତୁରଙ୍ଗ ସରକାରୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ତୁରଙ୍ଗ ସରକାରୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକ ଅନ୍ତର୍ଗତ ତୁରଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନକଟି କାନି ଗ୍ରାମ ପଞ୍ଚାୟତ ସମ୍ମୁଖରେ ୩ଦଫା ଦାବି ଅନିର୍ଦିଷ୍ଟ କାଳ ନେଇ ଗଣ ଧାରଣା

ନକଟି କାନି ଗ୍ରାମ ପଞ୍ଚାୟତ ସମ୍ମୁଖରେ ୩ଦଫା ଦାବି ଅନିର୍ଦିଷ୍ଟ କାଳ ନେଇ ଗଣ ଧାରଣା,ଗୋଲାମୁଣ୍ଡା/୩୦/୧/୨୬/(ଦୈନିକ ଆଶା,)ନକଟିକାନି ଗ୍ରାମ ପଞ୍ଚାୟତ ସମ୍ମୁଖରେ ଶତାଧିକ ବୃଦ୍ଧ ବୃଦ୍ଧା ଲୋକ ଧାରଣା ଦେଖିବାକୁ ମିଳିଥିଲା, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା…

ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସହୀଦ ଦିବସ ପାଳିତ

ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସହୀଦ ଦିବସ ପାଳିତ। ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସହୀଦ ଦିବସ ଜିଲ୍ଲାକାର୍ଯ୍ୟାଳୟ ସମ୍ମିଳନୀକକ୍ଷରେ ପାଳନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଜିଲ୍ଲା ପ୍ରଶାସନର ବିଭିନ୍ନ…

You missed