ମା’ସେବକ ସଂଘ ପକ୍ଷରୁ ନବବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ
ମା’ସେବକ ସଂଘ ପକ୍ଷରୁ ନବବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ତାଳଚେର, ୦୩/୦୧ ତାଳଚେର ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖ ୪ନମ୍ବର ୱାର୍ଡ଼ ବିରାଦରପଡ଼ା ସାହି ଆନୁକୂଲ୍ୟରେ ନବବର୍ଷ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତାଳଚେର ପୌରପରିଷଦ ନିର୍ବାହୀ…
