Month: January 2026

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ୧୫ ନିର୍ଦ୍ଦେଶନାମା ଜାରି

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ୧୫ ନିର୍ଦ୍ଦେଶନାମା ଜାରି ଭୁବନେଶ୍ବର: ଓଡ଼ିଶାରେ ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାରି କରିଛନ୍ତି ୧୫ ଦଫା ନିର୍ଦ୍ଦେଶନାମା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ପ୍ରଦାନ କଲେ ୧୫ ଦଫା ନିର୍ଦ୍ଦେଶାବଳୀ।…

ଜନ୍ମ ମାଟିରେ ଯୁବ ବୈଜ୍ଞାନିକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଜନ୍ମ ମାଟିରେ ଯୁବ ବୈଜ୍ଞାନିକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଯାଜପୁର – ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ହଳଦୀଡିହ ପଞ୍ଚାୟତର ଫଳପୁର ଠାରେ ଥିବା ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀରେ ପୃର୍ବତନ ପ୍ରଧାନ ଶିକ୍ଷକ ନିରଞ୍ଜନ ସାମଲ ଓ ମାତା ନିରୋଦ ବାଳା…

କାର୍ଯ୍ୟ ଆରମ୍ଭ କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଲୋକସେବା ଭବନରେ ରଖିଲେ ପ୍ରଥମ ପ୍ରତିକ୍ରିୟା

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇଏଏସ ଅଧିକାରୀ ଅନୁ ଗର୍ଗ । ୧୯୯୧ବ୍ୟାଚର ଆଇଏଏସ ଅଧିକାରୀ ଅନୁ ଗର୍ଗ । ଓଡ଼ିଶାର ପ୍ରଥମ ମହିଳା ଚିଫ ସେକ୍ରେଟାରୀ ଭାବେ ଇତିହାସ ରଚିଛନ୍ତି । ବିଦାୟୀ ମୁଖ୍ୟ…

୪ଟି ନୂତନ ଶ୍ରମ ସଂହିତା ପାଇଁ ଡ୍ରାପ୍ଟ ନିୟମାବଳୀ ଅଧିସୂଚନା ଜାରି କଲେ କେନ୍ଦ୍ର ସକରାର

କେନ୍ଦ୍ର ସରକାର ୪ଟି ନୂତନ ଶ୍ରମ ସଂହିତା ପାଇଁ ଡ୍ରାପ୍ଟ ନିୟମାବଳୀ ଅଧିସୂଚନା ଜାରି କରିଛନ୍ତି। ଏହି ୪ଟି ଶ୍ରମ ସଂହିତା ହେଉଛି ମଜୁରୀ ସଂହିତା-୨୦୧୯, ଶିଳ୍ପ ସମ୍ପର୍କ ସଂହିତା-୨୦୨୦, ସାମାଜିକ ସୁରକ୍ଷା ସଂହିତା-୨୦୨୦ ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ…

ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ । ଆସନ୍ତା ମାର୍ଚ୍ଚ ମାସରେ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ପିସିସି ସଭାପତି ଭକ୍ତଚରଣ ଦାସ ଏହି ବଡ଼ ସୂଚନା ଓଡ଼ିଶାବାସୀଙ୍କୁ ଦେଇଛନ୍ତି । ୨୦୨୬ କଂଗ୍ରେସ ପାଇଁ ସମ୍ଭାବନାର ବର୍ଷ…

ନୂଆବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନୁଆବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି । ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ…

ପାର୍କ ଏକ୍ସପ୍ରେସ 100% ନିରାମିଷ ଖାଦ୍ୟ ଷ୍ଟଲ ଉଥଘାଟିତ ପାର୍କ ଏକ୍ସପ୍ରେସ ଉଦଘାଟିତ

ପାର୍କ ଏକ୍ସପ୍ରେସ 100% ନିରାମିଷ ଖାଦ୍ୟ ଷ୍ଟଲ ଉଦଘାଟିତ ପାର୍କ ଏକ୍ସପ୍ରେସ ଉଦଘାଟିତ କଟକ, ୧।୧: ମର୍କତ ନଗର ସେକ୍ଟର ୧୨ ରେ ଥିବା ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଅତ୍ୟାଧୁନିକ ରେଷ୍ଟୁରାଣ୍ଟ ପାର୍କ ଏକ୍ସପ୍ରେସ ଇଂରାଜୀ ନୂଆ ବର୍ଷରେ ଉଦଘାଟିତ…

କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ନୂଆ ବର୍ଷ ଥିବାରୁ ବିଶେଷ ପୂଜର୍ଚ୍ଚନା

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ନୂଆ ବର୍ଷ ଥିବାରୁ ବିଶେଷ ପୂଜର୍ଚ୍ଚନା କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ପହିଲି ଭୋଗ,ବଲ୍ଲଭ ଭୋଗ ଲାଗି କରାଯାଇଥିଲା,…

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେଲା ପ୍ରଦୂଷଣ ପ୍ରମାଣପତ୍ର (ପିୟୁସିସି

ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣପତ୍ର (ପିୟୁସିସି) ବିନା ନୋ ଫୁଏଲ’ ନୀତି ଲାଗୁ କରିବା ପାଇଁ ସମୟସୀମାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବୁଧବାର ଦିନ ସୂଚନା ଦେଇଛନ୍ତି।ତେବେ ଗାଡ଼ି ଚାଳକ ମାନଙ୍କୁ…

ତାନଶ୍ରୀ ପାଣିଗ୍ରାହୀଙ୍କୁ ସ୍ଵଭାଵ କବି ସ୍ମୃତି ସମ୍ମାନ

**ତାନଶ୍ରୀ ପାଣିଗ୍ରାହୀଙ୍କୁ ସ୍ଵଭାଵ କବି ସ୍ମୃତି ସମ୍ମାନ **କଳା ଶିକ୍ଷା ସାହିତ୍ୟ ସଂସ୍କୃତିର ଅନନ୍ୟ ମାଟି ହେଉଛି କେନ୍ଦୁଝର l ସୁନ୍ଦର ମୋ ଭାଷା ସାହିତ୍ୟ, ଜମ୍ଭରା, କେନ୍ଦୁଝର, ଓଡିଶାଙ୍କ ଦ୍ୱାରା ଆୟୋଜିତ ଚତୁର୍ଦ୍ଦଶ ଅନନ୍ୟା ମହୋତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି…