Month: February 2026

ଅପରେସନ ସାଇବର କବଚ: ୧୮୧୧୯ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୨୬୨ ଜଣ ଅଭିଯୁକ୍ତ ଗିରଫ

ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏସ୍‌.ପି.…

କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଫାଲଗୁନ ମାସର ପାପନାଶିନୀ ଏକାଦଶୀ ନୀତି ପାଳନ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଫାଲଗୁନ ମାସର ପାପନାଶିନୀ ଏକାଦଶୀ ନୀତି ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର,ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ…

ଆଜିର ରାଶିଫଳ

ଆଜି ଶନିବାର, ୨୮ ଫେବୃଆରୀ ୨୦୨୬। ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକ ଓ ଦର୍ଶକଙ୍କ ପାଇଁ ଆଜିର ଦିନଟି କିପରି ରହିବ, ଆସନ୍ତୁ ଜାଣିବା: ​🐏 ମେଷ (Aries) ​🐂 ବୃଷ (Taurus) ​👨‍👧‍👦 ମିଥୁନ (Gemini) ​🦀 କର୍କଟ…

ନିଶା ମୁକ୍ତ ଭାରତ ଅଭିଯାନ ସଚେତନତା ତଥା କର୍ମଶାଳା ଆୟୋଜିତ

ନିଶା ମୁକ୍ତ ଭାରତ ଅଭିଯାନ ସଚେତନତା ତଥା କର୍ମଶାଳା ଆୟୋଜିତ ଅନୁଗୋଳ,୨୭.୦୨ : ଜିଲ୍ଲା ପ୍ରଶାସନ ତରଫରୁ “ନିଶା ମୁକ୍ତ ଭାରତ ଅଭିଯାନ” ଅଧୀନରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥ ସହ…

ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରିଲେ ରେ ଚାଷୀ

ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରିଲେ ରେ ଚାଷୀ ଭଟଲି (ଅଭିମନ୍ୟୁ ପଧାନ):-ବିଦ୍ୟୁତ ବିଭ୍ରାଟ ଏବଂ ଲାଇନ ବିଲ ଅସୁଳିର ସମାଧାନ ପାଇଁ ଆଜି ଥବିର ସାହୁଙ୍କ ନେତୃତ୍ୱ ରେ କୃଷକ ପରିବାର ଏସ ଡି ଓ ଙ୍କ ସହିତ ଆଲୋଚନା କରିବା…

କର୍ମାଠ ଗାଁରେ ଶୋହଲ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି

କର୍ମାଠ ଗାଁରେ ଶୋହଲ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଖଣ୍ଡର ଗୋଲାମୁଣ୍ଡା ବ୍ଲକ .ଅଧିନସ୍ଥ ରେଙ୍ଗ ସାପାଲି. ଗ୍ରାମପଞ୍ଚାୟତର କର୍ମାଠ ଗ୍ରାମରେ ଶୋହଲପ୍ରହର ନାମ ଯଞଆୟୋଜିତ ହୋଇଛି। ଏଥିନିମନେ ମଙ୍ଗଲବାରଦିନ ଦିବା ତିନି ଘଣ୍ଟା ସମୟରେ…

ସ୍ଥାନୀୟ ଯୁବକଙ୍କ ଉନ୍ମୂତ କାଣ୍ଡ, ସୁରକ୍ଷାକର୍ମୀକୁ ଧକ୍କାଦେଇ କ୍ଷତାକ୍ତ କଲା

ସ୍ଥାନୀୟ ଯୁବକଙ୍କ ଉନ୍ମୂତ କାଣ୍ଡ, ସୁରକ୍ଷାକର୍ମୀକୁ ଧକ୍କାଦେଇ କ୍ଷତାକ୍ତ କଲା। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ସ୍ଥାନୀୟ ଯୁବକ ବେପରୁଆ ଢ଼ଙ୍ଗରେ ଗାଡ଼ି…

ବଲାଣି ଥାନା ଅନ୍ତର୍ଗତରେ ଉତ୍ତେଜନା ସ୍ଥାନୀୟ ବାସିନ୍ଦା ମାନଙ୍କ ଦ୍ବାରା ଥାନା ଘେରାଉ

ବଲାଣି ଥାନା ଅନ୍ତର୍ଗତରେ ଉତ୍ତେଜନା ସ୍ଥାନୀୟ ବାସିନ୍ଦା ମାନଙ୍କ ଦ୍ବାରା ଥାନା ଘେରାଉ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି। କୌଣସି ନା କୌଣସି କାରଣରୁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ ଓ…

ରାଜଧାନୀ ଭୁବନେଶ୍ୱରରେ ନିର୍ମାଣ ହେବ ଜନ ଆଶ୍ରୟ ଭବନ

ରାଜଧାନୀ ଭୁବନେଶ୍ୱରରେ ନିର୍ମାଣ ହେବ ଜନ ଆଶ୍ରୟ ଭବନ । ମାଷ୍ଟର କ୍ୟାଣ୍ଟିନ ଛକରେ ୫ ଏକର ଜମିରେ ନିର୍ମାଣ ହେବ । ଏନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭିନ୍ନ ଜିଲ୍ଲାରୁ ରାଜଧାନୀ ଆସୁଥିବା ଲୋକେ ଏଠାରେ…

“ଭୁଲିଯାଅ ସବୁ ଭେଦଭାବ, ହୋଲିରେ ଖେଳିବା ପ୍ରେମର ରଙ୍ଗ: ଜାଗ୍ରତ ଭାରତ ନ୍ୟୂଜର ବିଶେଷ ରିପୋର୍ଟ”

ଓଡ଼ିଶାର ପାରମ୍ପରିକ ସଂସ୍କୃତି ଓ ଗଣପର୍ବକୁ ଆଧାର କରି ଜାଗ୍ରତ ଭାରତ ନ୍ୟୂଜ ର ଏକ ବିଶେଷ ରିପୋର୍ଟ ନିମ୍ନରେ ପ୍ରସ୍ତୁତ କରାଗଲା: ​ବିଶେଷ ରିପୋର୍ଟ: ଓଡ଼ିଶାରେ ଫଗୁ ଦଶମୀ ଓ ହୋଲିର ଆଧ୍ୟାତ୍ମିକ ପରମ୍ପରା ​ ​ଓଡ଼ିଶାର ବାର ମାସରେ…