‘ଇ-ଲୋକଭବନ ଓଡ଼ିଶା ଆପ୍’ର ଶୁଭାରମ୍ଭ କଲେ ରାଜ୍ୟପାଳ
ଭୁବନେଶ୍ୱର: ଶୁକ୍ରବାର ଦିନ ଲୋକଭବନ ପାଇଁ ସ୍ୱୟଂଚାଳିତ ସାକ୍ଷାତ ବ୍ୟବସ୍ଥା (Automated Appointment System)- ” ଇ-ଲୋକଭବନ ଓଡ଼ିଶା ଆପ୍” ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି l ଏହା ରାଜ୍ୟପାଳଙ୍କ ସେକ୍ରେଟାରୀଏଟ ସହିତ ନାଗରିକଙ୍କ…
