Month: February 2026

ବାର୍ଷିକ କ୍ରୀଡା ଉଦ୍ଘାଟନୀ ଉତ୍ସବ ଢେଙ୍କାନାଳ ଷ୍ଟାଡିଅମ ପ୍ରାଙ୍ଗଣରେ ଖୁବ୍ ଆକର୍ଷଣୀୟ ଭାବେ ପାଳନ

ଅଦ୍ୟ ତା ୧୩/୦୨/୨୦୨୬ ରିଖ ଶୁକ୍ରବାର ପି. ଏମ୍.ଶ୍ରୀ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ତା’ର ବାର୍ଷିକ କ୍ରୀଡା ଉଦ୍ଘାଟନୀ ଉତ୍ସବ ଢେଙ୍କାନାଳ ଷ୍ଟାଡିଅମ ପ୍ରାଙ୍ଗଣରେ ଖୁବ୍ ଆକର୍ଷଣୀୟ ଭାବେ ପାଳନ କରିଛି l ଏହି ଉତ୍ସବରେ ଜିଲ୍ଲା କ୍ରୀଡା…

ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ପାଇଁ ଆସନ୍ତା ୧୬ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର, ୧୩/୦୨ : ଓଡ଼ିଶା ବିଧାନସଭାର ଆଗାମୀ ବଜେଟ୍ ଅଧିବେଶନର ପ୍ରସ୍ତୁତି ପାଇଁ ଆସନ୍ତା ୧୬ ତାରିଖ ପୂର୍ବାହ୍ନ ୧୧:୩୦ ରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ମୋହନ…

ହାଇକୋର୍ଟଙ୍କ ଉଦ୍‌ବେଗ: ଓଡ଼ିଶା ପାଇଁ ମାତ୍ର ଗୋଟିଏ ଖାଦ୍ୟ ପରୀକ୍ଷାଗାର

କଟକ: ରାଜ୍ୟରେ ଖାଦ୍ୟ ସୁରକ୍ଷା ଓ ଜନସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ଅଭାବକୁ ନେଇ ହାଇକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ୪ କୋଟି ୭୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଓଡ଼ିଶା ପାଇଁ ମାତ୍ର ଗୋଟିଏ ଖାଦ୍ୟ ପରୀକ୍ଷାଗାର (ଫୁଡ୍‌…

ତାଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ଚିକିତ୍ସା ଦାବିରେ ଆସନ୍ତା ଫେବୃଆରୀ ମାସ ୧୮ରିଖରେ ବିଧାନସଭା ସମ୍ମୁଖରେ ଗଣଧାରଣା

ତାଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ଚିକିତ୍ସା ଦାବିରେ ଆସନ୍ତା ଫେବୃଆରୀ ମାସ ୧୮ରିଖରେ ବିଧାନସଭା ସମ୍ମୁଖରେ ଗଣଧାରଣା ଅନୁଗୋଳ ଜିଲ୍ଲା ତାଳଚେର ଠାରେ ଉତ୍କଳ ସମାଜ(ଗିରିଶ ଚନ୍ଦ୍ର ସାମଲ) ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ କଲେଜରେ ଅନ୍ତଃ…

ଜାତୀୟ କଂଗ୍ରେସ ର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ଜାତୀୟ କଂଗ୍ରେସ ର କର୍ମୀ ସମ୍ମିଳନୀ ଅନୁଷ୍ଠିତ। କଳାହାଣ୍ଡି..୧୩/୨) ଜୁନାଗଡ ବ୍ଲକ ଅନ୍ତର୍ଗତ ପିଲିକିଆ ପଞ୍ଚାୟତ ର ଧାନ ମଣ୍ଡି ଠାରେ, ଭାରତିୟ ଜନତା ପାର୍ଟି ସରକାରର ଅପାରଗତା ସାସନ ଯୋଗୁଁ ଆଜି ଏକ ଜୁନ ସ୍ତରିୟ କର୍ମି ସମ୍ବିଲନି ଜାତୀୟ…

ଭାରସାମ୍ୟ ହରାଇ ଓଲଟିଲା ବିଲାତି ବୋଝେଇ ପିକପ୍ ଭ୍ୟାନ

ଭାରସାମ୍ୟ ହରାଇ ଓଲଟିଲା ବିଲାତି ବୋଝେଇ ପିକପ୍ ଭ୍ୟାନ ବଡ଼ବିଲ:କେନ୍ଦୁଝର ଜିଲ୍ଲା ଖଣିଜ କ୍ଷେତ୍ର ତଥା ବଡ଼ବିଲ ସଂଲଗ୍ନ ବଲାଣି ଥାନା ଅନ୍ତର୍ଗତ ରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଏକ ବିଲାତି ବୋଝେଇ ପିକଅପ ଗାଡ଼ି। ଯାହାକି ସୂଚନା ରହିଛି…

ରେଳଧାରଣା ପାର୍ କଲେ ଚାରି ଟିକିଆ ହାତୀପଲ, ହାତୀଙ୍କ ପାଇଁ ଅଟକିଲା ମାଲବାହି ଟ୍ରେନ

ରେଳଧାରଣା ପାର୍ କଲେ ଚାରି ଟିକିଆ ହାତୀପଲ, ହାତୀଙ୍କ ପାଇଁ ଅଟକିଲା ମାଲବାହି ଟ୍ରେନ। କେନ୍ଦୁଝର ଜିଲ୍ଲା ଯୋଡ଼ା-ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଆଜି ଏକ ଅଭୂତପୂର୍ବ ଘଟଣା ଘଟିଛି। ବାମେବାରି ଥାନା ନମିରା ନିକଟସ୍ତ ବେଡ଼ାବନ୍ଧା (ବେଡା ବନ୍ଧ) ନିକଟରେ ଏକ…

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଫାଲଗୁନ ମାସର କୁମ୍ଭ ସଂକ୍ରାନ୍ତି ଏବଂ ପଙ୍କ ଉଦ୍ଧାର ଏକାଦଶୀ ନୀତି ପାଳନ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଫାଲଗୁନ ମାସର କୁମ୍ଭ ସଂକ୍ରାନ୍ତି ଏବଂ ପଙ୍କ ଉଦ୍ଧାର ଏକାଦଶୀ ନୀତି ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର…

ଈଶାନ୍‌-ହାର୍ଦ୍ଦିକଙ୍କ ବିସ୍ଫୋରଣ ପରେ ବରୁଣଙ୍କ ଘାତକ ବୋଲିଂ; ନାମ୍ବିଆ ବିପକ୍ଷରେ ଭାରତର ବଡ଼ ବିଜୟ

ନୁଆଦିଲ୍ଲୀ: ଈଶାନ୍ କିଶନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ ବରୁଣ ଚକ୍ରବର୍ତ୍ତୀଙ୍କ ଘାତକ ବୋଲିଂ ବଳରେ ଭାରତ ଚଳିତ ଟି-୨୦ ବିଶ୍ୱକପ୍‌ର ଗ୍ରୁପ୍‌-ଏ’ ମ୍ୟାଚ୍‌ରେ ନାମ୍ବିୟାକୁ ୯୨ ରନ୍‌ର ଚମତ୍କାର ବିଜୟ ହାସଲ କରିଛି। ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ…

ଦୂରଦର୍ଶନର ଲୋକପ୍ରିୟ ଆଙ୍କର ସରଳା ମାହେଶ୍ବରୀଙ୍କ ନିଧନ

ଦୁରଦର୍ଶନର ଲୋକପ୍ରିୟ ଖବର ପାଠିକା ସରଳା ମାହେଶ୍ୱରୀଙ୍କ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁକୁ ଟିଭି ସାମ୍ବାଦିକତାର ଏକ ସ୍ବର୍ଣ୍ଣିମ ଯୁଗର ଅନ୍ତ ବୋଲି ପ୍ରଶଂସକ କହିଛନ୍ତି। ଅଖିଳ ଭାରତୀୟ ମହିଳା କଂଗ୍ରେସ ସୋସିଆଲ ମିଡିଆ ଏକ୍ସରେ ସରଳାଙ୍କୁ ମନେ ପକାଇଛି।ପୋଷ୍ଟରେ ଲେଖାଯାଇଛି,…