ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗଡ଼ ଦୁଦୁରକୋଟରେ ମା ବାଉତି ମନ୍ଦିର ନୂତନ ମନ୍ଦିର ପ୍ରତିଷ୍ଠା ହୋଇ ଯାଇଛି
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗଡ଼ ଦୁଦୁର କୋଟ ରେ ମା ବାଉତି ମନ୍ଦିର ନୂତନ ମନ୍ଦିର ପ୍ରତିଷ୍ଠା ହୋଇ ଯାଇଛି ଦୀର୍ଘ ତିନି ଦିନ ବ୍ୟାପି ଏହି ଉତ୍ସବ ମହା ସମାରୋହରେ ପାଳିତ ହୋଇଛି. ପ୍ରଥମ ଦିବସରେ ଶ୍ରଦ୍ଧାଳୁ ମାନେ…
