ଜଗନ୍ନାଥଷ୍ଟିଲ କମ୍ପାନୀର ଆଇରନପ୍ଲେଟ ରାସ୍ତାରେ ପଡ଼ିବାରୁ ଲୋକେ ଦୁର୍ଘଟଣା ଗ୍ରସ୍ତ
ଜଗନ୍ନାଥଷ୍ଟିଲ କମ୍ପାନୀର ଆଇରନପ୍ଲେଟ ରାସ୍ତାରେ ପଡ଼ିବାରୁ ଲୋକେ ଦୁର୍ଘଟଣା ଗ୍ରସ୍ତ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଜଗନ୍ନାଥ ଷ୍ଟିଲ କମ୍ପାନୀରୁ ପରିବହନ ହେଉଥିବା ଆଇରନପ୍ଲେଟ୍ ବଡ଼ବିଲ ପୌରାଞ୍ଚଳ ଭିନ୍ନ ଭିନ୍ନ ସ୍ଥାନରେ ଅହେତୁକ…
