Month: March 2026

କେନ୍ଦୁଝର ଜଙ୍ଗଲ ନିଆଁରେ ବଳିପଡିଲା ୩ଜଣ ବନ କର୍ମଚାରୀଙ୍କ ଚାକିରୀ

କେନ୍ଦୁଝର ଜଙ୍ଗଲ ନିଆଁରେ ବଳିପଡିଲା ୩ଜଣ ବନ କର୍ମଚାରୀଙ୍କ ଚାକିରୀ କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ଲାଗିଲା ଜଙ୍ଗଲରେ ନିଆଁ କେନ୍ଦୁଝର ଜଙ୍ଗଲ ନିଆରେ ବଳିପଡିଲା ୩ଜଣ ବନ କର୍ମଚାରୀଙ୍କ ଚାକିରୀ । କେନ୍ଦୁଝର ଜିଲ୍ଲାର ମୋଟ ୪୫୨ଟି ସ୍ଥାନର…

୬୯ ମଣ୍ଡି ନୋଡାଲ ଅଫିସର୍‌ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ

ନୋଡାଲ ଅଫିସରଙ୍କ ମାସକର ଦରମା । ଧାନ କିଣା ସେଣ୍ଟରରେ ମନ ଇଚ୍ଛା ରହିଲେ ଅନୁପସ୍ଥିତ । ଆଉ ତା ଫଳ ସ୍ୱରୁପ ମାସକର ଦରମା ବନ୍ଦ । ଜଗତସିଂହପୁର ଜିଲ୍ଲାରେ ଥିବା ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଉପରେ ହୋଇଛି…

ଆଉ ୪ ଜିଲ୍ଲାରେ ଖୋଲିବ ଚାଉଳ ଏଟିଏମ

ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜିଲ୍ଲାରେ ଖୋଲିବ ଚାଉଳ ଏଟିଏମ । ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖିଛନ୍ତି । କହିଛନ୍ତି, ଝାରସୁଗୁଡା, ନବରଙ୍ଗପୁର, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାରେ ଖୋଲିବ ।…

ହଟିବ କାଠ ଓ କୋଇଲା ଚୁଲା କଟକଣା

ଭୁବନେଶ୍ୱର: ବାୟୁ ପ୍ରଦୂଷଣ ରୋକିବାକୁ ଲାଗୁ କଟକଣା ହଟାଇବ ବିଏମସି । ରାଜଧାନୀରୁ କାଠ ଓ କୋଇଲା ଚୁଲା ବ୍ୟବହାର କଟକଣା ହଟିବ । ଏନେଇ ସୂଚନା ଦେଲେ ବିଏମସି ମେୟର ସୁଲୋଚନା ଦାସ । ବ୍ୟବସାୟୀମାନେ କାଠ ଓ କୋଇଲା…

ଜଙ୍ଗଲ ନିଆଁ: ୩ ବନ କର୍ମଚାରୀ ନିଲମ୍ବିତ

କେନ୍ଦୁଝର: କର୍ତ୍ତବ୍ୟରେ ଅବହେଳା ପାଇଁ ତିନି ଜଣ ବନ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । କେନ୍ଦୁଝର ବନବିଭାଗ ମୁଖ୍ୟାଳୟରେ ଅନୁପସ୍ଥିତି ଏବଂ ଓଡିଶାରେ ଅଗ୍ନି ପରିଚାଳନାରେ ଅବହେଳା ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଗାଁ ଫରେଷ୍ଟର ବିଶ୍ୱରଞ୍ଜନ ମିଶ୍ର ଏବଂ…

ଭିଜିଲାନ୍ସ ଜାଲରେ ତହସିଲଦାର ପ୍ରସନ୍ନ ସାମନ୍ତରାୟ

କଟକ: ଭିଜିଲାନ୍ସ ଜାଲରେ ତହସିଲଦାର । ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡା ତହସିଲଦାର । ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କର ଘରେ ଭିଜିଲାନ୍ସର ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢାଉ କରାଯାଇଛି । ଭୁବନେଶ୍ୱର,…

ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ମାଗିଲା ଏନସିଇଆରଟି

ନ୍ୟାୟପାଳିକା ଉପରେ ଏକ ବିବାଦୀୟ ଅଧ୍ୟାୟ ସହିତ ଏକ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ଉପରେ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ନିଷେଧ ଲଗାଇବାର ଦୁଇ ସପ୍ତାହ ପରେ, ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (ଏନସିଇଆରଟି) ଆଜି ଏକ ନିଃସର୍ତ୍ତ ସାର୍ବଜନୀନ କ୍ଷମା…

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ମହାମହୀମ ରାଷ୍ଟ୍ରପତିଙ୍କ ନିକଟକୁ ସ୍ମାରକ ପତ୍ର ପଠାଇଲେ

ଭୁବନେଶ୍ୱର: ମଙ୍ଗଳବାର ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ପ୍ରଦେଶ ମହିଳା କଂଗ୍ରେସର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଏଡିଏମଙ୍କ ଜରିଆରେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଇସ୍ତଫା ଦାବିକରି ମହାମହୀମ ରାଷ୍ଟ୍ରପତିଙ୍କ ନିକଟକୁ ଏକ…

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ କ୍ୟାବିନେଟ୍ ଅନୁମୋଦନ

ପି ଏନ୍ ୩ ଅଧୀନରେ ଅନୁମୋଦନ ଆବଶ୍ୟକ କରୁଥିବା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ନିବେଶ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ପ୍ରଦାନ କରିବା ପାଇଁ ଏଫଡିଆଇନୀତିରେ ପରିବର୍ତ୍ତନକୁ ଅନୁମୋଦନ କରିଛିକ୍ୟାବିନେଟ୍ ଏଫଡିଆଇନୀତିରେ ସଂଶୋଧନର ଲକ୍ଷ୍ୟ ହେଉଛି ଷ୍ଟାର୍ଟଅପ୍ ଏବଂ ଡିପ୍ ଟେକ୍ ପାଇଁ…

ବାଂଲାଦେଶକୁ ସାହା ହେଲା ଭାରତ, ବାଂଲାଦେଶକୁ ପଠାଇଲା ୫୦୦୦ ଟନ୍‌ ଡିଜେଲ

ବାଂଲାଦେଶକୁ ସାହା ହୋଇଛି ଭାରତ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ସଙ୍କଟରେ ପଡ଼ିଥିବା ବାଂଲାଦେଶକୁ ସହାୟତାର ହାତ ବଢ଼ାଇଛନ୍ତି ଭାରତ ସରକାର। ମଧ୍ୟପ୍ରାଚ୍ୟ ଯୁଦ୍ଧ ବିଶ୍ୱ ଶକ୍ତି ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ବାଂଲାଦେଶ ସ୍ଥିତି ବେହାଲ ହୋଇଛି। ଏପରି…