Month: April 2026

ଆଜିର ରାଶିଫଳ (୨୬ ଏପ୍ରିଲ ୨୦୨୬, ରବିବାର)

ଜାଗ୍ରତ ଭାରତ ନ୍ୟୂଜ୍ ବିଶେଷ: ଆଜିର ରାଶିଫଳ (୨୬ ଏପ୍ରିଲ ୨୦୨୬, ରବିବାର) ଆଜିର ଦିନଟି ଆପଣଙ୍କ ପାଇଁ କିପରି କଟିବ? ଜାଣନ୍ତୁ ସମସ୍ତ ୧୨ଟି ରାଶିର ଶୁଭ ଫଳାଫଳ, ସମୟ, ରଙ୍ଗ ଏବଂ ସଫଳତା ପାଇଁ ସ୍ୱତନ୍ତ୍ର ପ୍ରତିକାର। ୧.…

ବାଲିଗୁଡ଼ା ବନଖଣ୍ଡ ରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରା ରେ ରଥ ନିର୍ମାଣ ପାଇଁ କାଠ ଗଲା

ବାଲିଗୁଡ଼ା ବନଖଣ୍ଡ ରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରା ରେ ରଥ ନିର୍ମାଣ ପାଇଁ କାଠ ଗଲା ବାଲିଗୁଡା, ତା,୨୫/୦୪:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର କୋଟଗଡ ବନାଞ୍ଚଳରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ରେ ୩…

ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ପାଳିତ

ବୌଦ୍ଧ – ଜିଲ୍ଲା ପ୍ରଶାସନ ବୌଦ୍ଧ ତରଫରୁ ସ୍ଥାନୀୟ ମୂର୍ଶୁଣ୍ଢି ସ୍ଥିତ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ମୁଖ୍ୟଅତିଥି ମାନ୍ୟବର ବିଧାୟକ ବୌଦ୍ଧ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି…

୩ଶହ କ୍ଷମତା ବିଶିଷ୍ଟ ବହୁମୁଖୀ କଲ୍ୟାଣୀମଣ୍ଡପର ଉଦଘାଟନ କେବେ!

୩ଶହ କ୍ଷମତା ବିଶିଷ୍ଟ ବହୁମୁଖୀ କଲ୍ୟାଣୀମଣ୍ଡପର ଉଦଘାଟନ କେବେ! ତାଳଚେର, ୨୫/୦୪ ଗ୍ରାମ୍ୟ ଉନ୍ନୟନ ବିଭାଗ ତାଳଚେର ପୌରପରିଷଦ ମଣ୍ଡାପାଳ ଠାରେ ୩ଶହ କ୍ଷମତା ବିଶିଷ୍ଟ ବହୁମୁଖୀ କୋଠାଘର ନିର୍ମାଣ ଭିତିପ୍ରସ୍ତର ସ୍ଥାପନ ଗତ ତା ୨୬/୧୧/୨୦୨୩ରିଖ ସ୍ୱତନ୍ତ୍ର ଅତିଥି ଢ଼େଙ୍କାନାଳ…

ପୌରପରିଷଦ ମଧ୍ୟରେ ରହିଥିବା ୩ଟି ପାଠାଗାର କାହା ସ୍ୱାର୍ଥପାଇଁ ବନ୍ଦ ହୋଇ ପଡ଼ି ରହିଛି

ପୌରପରିଷଦ ମଧ୍ୟରେ ରହିଥିବା ୩ଟି ପାଠାଗାର କାହା ସ୍ୱାର୍ଥପାଇଁ ବନ୍ଦ ହୋଇ ପଡ଼ି ରହିଛି ।ତାଳଚେର, ୨୫/୦୪ ତାଳଚେର ପୌରପରିଷଦ ମଧ୍ୟରେ ଦୀର୍ଘବର୍ଷରୁ ରହିଥିବା ପୌରପରିଷଦ ପକ୍ଷରୁ ରାମଚନ୍ଦ୍ର ବଜାର, ହାଟତୋଟା ସ୍ଥିତ ପ୍ରଜାମଣ୍ଡଳଭବନ ଓ ନୂଆଁ ବସଷ୍ଟାଣ୍ଡରେ ଦୀର୍ଘବର୍ଷ ହେବ…

‘ବିଶ୍ୱ ମ୍ୟାଲେରିଆ ଦିବସ’ରେ ସୁରକ୍ଷିତ ରହିବା ସହ ସଚେତନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ

ବିଶ୍ୱ ମ୍ୟାଲେରିଆ ଦିବସ’ରେ ସୁରକ୍ଷିତ ରହିବା ସହ ସଚେତନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଡ.ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତିଯେ, ଆମେ ଜିତିବା, ମ୍ୟାଲେରିଆ ହାରିବ ।’ବିଶ୍ୱ ମ୍ୟାଲେରିଆଦିବସ’ ଅବସରରେ ଆସନ୍ତୁଶପଥ ନେବା, ନିଜେ ସଚେତନ…

ପରଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ

ପରଜଙ୍ଗ – ସମୃଦ୍ଧ ଓଡ଼ିଶାର ମୂଳଦୁଆ ହେଉଛି ବିକଶିତ ଗ୍ରାମାଞ୍ଚଳ। ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ରାଜ୍ୟର ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଜନକଲ୍ୟାଣକାରୀ ବ୍ୟବସ୍ଥାକୁ ପ୍ରତିଟି ପଞ୍ଚାୟତରେ ପହଞ୍ଚାଇବା ପାଇଁ ଲୋକଙ୍କ ସରକାର ସଂକଳ୍ପବଦ୍ଧ। “ଆଜି ରାଷ୍ଟ୍ରୀୟ ପଞ୍ଚାୟତିରାଜ…

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ସମୀକ୍ଷା ବୈଠକ ଅନୁଷ୍ଠିତ

ଗଞ୍ଜାମ – ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପର୍ଯ୍ୟଟନ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି…

ଜାତୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନରେ ଅନୁଷ୍ଠିତ

ଖଣ୍ଡପଡ଼ା – ପଞ୍ଚାୟତିରାଜ ଦିବସ ଅବସରରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଖଣ୍ଡପଡା, ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ,…

ମାତୃ, ଶିଶୁ ସ୍ୱାସ୍ଥ୍ୟର ଯତ୍ନ ଓ ସଚେତନତା ଲକ୍ଷ୍ୟରେ ‘ପୋଷଣ ପକ୍ଷୱାଡା’

ମାତୃ, ଶିଶୁ ସ୍ୱାସ୍ଥ୍ୟର ଯତ୍ନ ଓ ସଚେତନତା ଲକ୍ଷ୍ୟରେ ‘ପୋଷଣ ପକ୍ଷୱାଡା’ ନରେନ୍ଦ୍ରପୁର, ୨୫/୦୪/୨୦୨୬- ମାତୃ ଏବଂ ଶିଶୁ ପୁଷ୍ଟିହୀନତା ଦୂର କରିବା ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଏବଂ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ…