Month: April 2026

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କ ୨୯ତମ ବୋର୍ଡ ବୈଠକ

ଭୁବନେଶ୍ୱର: ଓଡିଶାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ କରୁଥିବା ବିଦ୍ୟୁତ ଶକ୍ତି ବିତରଣ କମ୍ପାନୀ (ଡିସ୍କମ୍‌)ମାନଙ୍କର ୨୯ ତମ ବୋର୍ଡ ବୈଠକ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ପୃଥକ୍ ପୃଥକ୍ ଭାବେ ଅନୁଷ୍ଠିତ ହୋଇଯାଇଛି…

୨୪ ଓ ୨୫ରେ ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମହିଳା ଆକ୍ରୋଶ ସମ୍ମିଳନୀ: ଡା.ଐଶ୍ଚର୍ଯ୍ୟା ବିଶ୍ୱାଳ

ଭୁବନେଶ୍ୱର: ନାରୀଶକ୍ତି ବନ୍ଦନ ଅଧିନିୟମକୁ ସଂସଦରେ ପାରିତ କରିବାରେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀମାନେ ପ୍ରତିବନ୍ଧକ ସାଜିଥିଲେ । ସେମାନେ ଏହି ବିଲ୍ ବିରୋଧରେ ଭୋଟିଂଦେଇ ରାଜନୀତିିିିିିିିିିିିିିିିିିିି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀ ଚାହୁଁ ନଥିବା ସ୍ପଷ୍ଟ କରିଛନ୍ତି । ମହିଳାମାନଙ୍କୁ ସଶକ୍ତ କରିବା…

ଆଜିର ରାଶିଫଳ

ଆଜି ଶୁକ୍ରବାର, ୨୦୨୬ ଏପ୍ରିଲ ୨୪ ତାରିଖ। ଜାଗ୍ରତ ଭାରତ ନ୍ୟୂଜ୍‌ର ପାଠକମାନଙ୍କ ପାଇଁ ପ୍ରତିକାର ସହ ଆଜିର ରାଶିଫଳ ନିମ୍ନରେ ପ୍ରଦାନ କରାଗଲା:​♈ ମେଷ (Aries)​ଆଜି ଦିନଟି ଆପଣଙ୍କ ପାଇଁ କର୍ମଚଞ୍ଚଳ ରହିବ। ନୂତନ କାର୍ଯ୍ୟ କରିବା ପାଇଁ ସୁଯୋଗ…

ଘର ଘର ବୁଲି ଶିକ୍ଷକ ଙ୍କ ଜାତୀୟ ଜନଗଣନା!

ଘର ଘର ବୁଲି ଶିକ୍ଷକ ଙ୍କ ଜାତୀୟ ଜନଗଣନା! କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ରେ ଶିକ୍ଷକ ମାନଙ୍କ ଦ୍ଵାରା ଘର ଘର ବୁଲି ଜନଗଣନା କରୁଥିବାବେଳେ, ପିଳିକିଆ ପଂଚାୟତ ଅନ୍ତର୍ଗତ, ପିଳିକିଆ, ବାଲିଛଡା, ଗାଙ୍ଗପୁର, ଗ୍ରାମରେ ଜନଗଣନା ଶିକ୍ଷକ ମାନେ…

ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ ବାଲିଗୁଡା, ତା, ୨୩/୦୪:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନାର ଲାଇନପଡା ଫାଣ୍ଡି କୁସୁମେଣ୍ଡି ଗ୍ରାମପଞ୍ଚାୟତର ବୁଡ଼େଡି ଠାରେ ଚଳିତ ମାସ…

ପଶ୍ଚିମବଙ୍ଗ – ୯୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ସୂଚନା

2026 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୁଣି ଥରେ ଦେଶର ଦୃଷ୍ଟି ଆକର୍ଷଣ କରିଛି। ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସା, ବୋମାମାଡ଼, ସଂଘର୍ଷ ଖବର ଆସିଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ପ୍ରାୟ ୯୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ…

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଓଏଏସ ସ୍ତରରେ ଅଦଳ ବଦଳ । ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରାକଶ ପାଇଛି । ଏନେଇ ଜାରି ବିଜ୍ଞପ୍ତି ଅନୁସାରେ , 1. ରତ୍ନାକର ସାହୁଙ୍କୁ ଜାତୀୟ ସ୍ବାସ୍ଥ୍ୟ ମିଶନ୍ (NHM)ର…

ଦିଲ୍ଲୀରୁ ସିମଲା ସିଫ୍ଟ ହେଲା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ୧୭୫ ବର୍ଷ ପୁରୁଣା ଘରେ ରହିବେ ରାଷ୍ଟ୍ରପତି

ଦିଲ୍ଲୀରୁ ସିମଲାକୁ ସିଫ୍ଟ ହେଲେ ରାଷ୍ଟ୍ରପତି । ଏଥିପାଇଁ ଦିଲ୍ଲୀର ରାଷ୍ଟ୍ରପତି କାର୍ଯ୍ୟାଳୟ ସିମଲାକୁ ସିଫ୍ଟ କରିଦିଆଯାଇଛି । ୬ ଦିନ ପାଇଁ ଦିଲ୍ଲୀରେ ହେଉଥିବା ସମସ୍ତ କାର୍ଯ୍ୟ ଏବେ ସିମଲା କରାଯିବ । ତେବେ ଏଥିପାଇଁ ହିମାଚଳ ସରକାର ରାଷ୍ଟ୍ରପତିଙ୍କ…

ମୁର୍ଶିଦାବାଦରେ ଭୋଟିଂ ବେଳେ ସଂଘର୍ଷ, ଟିଏମସି ସମର୍ଥକ ପୋଲିସ ଏବଂ ହୁମାୟୁନ କବିରଙ୍କ ସହ ହାତାହାତି

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଭୋଟିଂ ଜାରି ରହିଛି । ବେଙ୍ଗଲରେ ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାରେ ଥିବା ୧୫୨ଟି ଆସନ ଲାଗି ମତଦାନ ଚାଲିଛି । ଏଥିଲାଗି ମୋଟ ୪୪,୩୭୬ଟି ପୋଲିଂ ଷ୍ଟେସନ କରାଯାଇଛି । ପ୍ରଥମ…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ; ବିଜେପି ପ୍ରାର୍ଥୀଙ୍କୁ ଟିଏମସି କର୍ମୀଙ୍କ ଆକ୍ରମଣ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ କୁମାରଗଞ୍ଜ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ସରକାରଙ୍କୁ ତୃଣମୂଳ କଂଗ୍ରେସ ସମର୍ଥକମାନେ ଆକ୍ରମଣ କରିଛନ୍ତି। ଯାହାର ଭିଡ଼ିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।ଅଭିଯୋଗ ଅନୁସାରେ ମତଦାନ କେନ୍ଦ୍ର ନିକଟରେ ଟିଏମସି କର୍ମୀମାନେ…