Month: April 2026

ଅନୁଗୁଳ ବନ ବିଭାଗରେ ବନ କର୍ମଚାରୀଙ୍କ ପାଇଁ ଆଗ୍ନେୟାସ୍ତ୍ର ତାଲିମ

ଅନୁଗୁଳ ବନ ବିଭାଗରେ ବନ କର୍ମଚାରୀଙ୍କ ପାଇଁ ଆଗ୍ନେୟାସ୍ତ୍ର ତାଲିମ ୨୩ ଏପ୍ରିଲ ୨୦୨୬ ସକାଳ ପ୍ରାୟ ୦୮:୪୭ ସମୟରେ, ଅନୁଗୁଳ ଡିଭିଜନର ଅସ୍ତ୍ରଶସ୍ତ୍ର ନିରୀକ୍ଷକ, ଅବସରପ୍ରାପ୍ତ ଶ୍ରୀ ଗଗନେଶ୍ୱର ବେହେରାଙ୍କ ନେତୃତ୍ୱରେ କଣିହାଁ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଏକ ଆଗ୍ନେୟାସ୍ତ୍ର…

ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ ସମ୍ପର୍କିତ…

ପରିବର୍ତ୍ତନ ପାଇଁ ବିପୁଳ ଭୋଟିଂ: ଶାହ

ନୁଆଦିଲ୍ଲୀ: ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ ଅମିତ ଶାହ ପ୍ରେସମିଟ କରି ରେକର୍ଡ ଭୋଟିଂ ପାଇଁ ବେଙ୍ଗଲବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶାହ । ପଶ୍ଚିମବଙ୍ଗରେ ହଟିବେ ଦିଦି, ଆସିବ ବିଜେପି ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ…

ଅସହ୍ୟ ଗରମ: ୬ ଜିଲାକୁ ହିଟ୍ ୱେଭ୍ ପାଇଁ ସତର୍କ ଜାରି !

ଭୁବନେଶ୍ୱର : ରାଜ୍ୟରେ ବଢୁଛି ଖରା। ଅସ୍ତବ୍ୟସ୍ତ ଜନ ଜୀବନ। ଡହଡହ ଖରାକୁ ଅସହ୍ୟ ଗରମ। ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ। ଏଥିପାଇଁ ୬ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ହିଟ୍ ୱେଭ୍ ପାଇଁ ସତର୍କ ସୂଚନା ଜାରି…

ସରକାରୀ ଯୋଜନାରେ ବଡ଼ ସଂସ୍କାର: ବନ୍ଦ ହେବ ଅକାମୀ ଯୋଜନା

ଭୁବନେଶ୍ୱର : ସରକାରୀ ଯୋଜନାରେ ହେବ ବଡ ପରିବର୍ତ୍ତନ। ଅକାମୀ ଯୋଜନା ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୩ ରୁ ୪ ବର୍ଷ ଧରି କୌଣସି ବଜେଟ୍ ବରାଦ ପାଇନଥିବା ଯୋଜନା ହେବ ବନ୍ଦ। କେବଳ ନାମମାତ୍ର ବରାଦ…

“ଗୋଡଭଗାରେ ହନୁଆଁପାଟ ଆଞ୍ଚଳିକ ଉନ୍ନୟନ କମିଟୀ ଗଠିତ”

“ଗୋଡଭଗାରେ ହନୁଆଁପାଟ ଆଞ୍ଚଳିକ ଉନ୍ନୟନ କମିଟୀ ଗଠିତ” ବରଗଡ:୨୩/୪(ପବିତ୍ର ମେହେର) ଗୋଡଭଗା ଅଞ୍ଚଳର ସାମଗ୍ରିକ ବିକାଶ ତଥା ଅଞ୍ଚଳର ଉନ୍ନୟନ କାର୍ଯ୍ୟର ତଦାରଖ ପାଇଁ ସତୀଜୋର ହନୁଆଁପାଠ ପୀଠରେ ଗୋଡଭଗା ଆଞ୍ଚଳିକ ଉନ୍ନୟନ କମିଟୀ ଗଠନ ହୋଇଯାଇଛି । ଗୋଡଭଗା ଅଞ୍ଚଳର…

ଓଡ଼ିଶା ରାଜ୍ୟ କୃଷକ ସଂଗଠନର ନୂତନ କର୍ମକର୍ତ୍ତା

ଓଡ଼ିଶା ରାଜ୍ୟ କୃଷକ ସଂଗଠନର ନୂତନ କର୍ମକର୍ତ୍ତା ବରଗଡ:୨୩/୪(ପବିତ୍ର ମେହେର) ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରାର ଆଗାମୀ ୨ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ବୀରେନ୍ଦ୍ର କରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅତାବିରା ବଜାର ପ୍ରାଙ୍ଗଣରେ ହୋଇଥିବା କମିଟିରେ…

୧୧ ଜିଲ୍ଲାରେ ୧୮ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, ୩୮୭୭ କୋଟି ଟଙ୍କା ନିବେଶ

ରାଜ୍ୟର ୧୧ ଜିଲ୍ଲାରେ ୧୮ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ। ୩୮୭୭ କୋଟି ଟଙ୍କା ହେବ ନିବେଶ । ୭୫୬୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟସ୍ତରୀୟ ସିଙ୍ଗଲ୍ ​​​​​​​ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୪୬ ତମ ବୈଠକରେ ଏହି ଶିଳ୍ପ ପ୍ରକଳ୍ପକୁ…

ସରିଲା କ୍ୟାବିନେଟ ବୈଠକ, ୮ଟି ପ୍ରସ୍ତାବରେ ବାଜିଲା ମୋହର

ସରିଲା କ୍ୟାବିନେଟ ବୈଠକ ୮ଟି ପ୍ରସ୍ତାବରେ ବାଜିଲା ମୋହର । ଶିଳ୍ପରୁ ଆରମ୍ଭ କରି ଡିଜିଟାଲ୍ ଗଭର୍ନାନ୍ସ, ପରିବହନରୁ ଲୋକସେବା ସମସ୍ତ କ୍ଷେତ୍ରରେ ନିଆଯାଇଛି ପଦକ୍ଷେପ। ବଲାଙ୍ଗୀରରେ ସୁତା ଉତ୍ପାଦନ କାରଖାନା ସ୍ଥାପନକୁ ମଞ୍ଜୁରି । M/s Shree Ambica Cotspin…

‘ମୁଁ ଝାଲମୁଡି ଖାଇଲି, କିନ୍ତୁ ଟିଏମସିକୁ ଲାଗିଲା ରାଗ’,

ନୁଆଦିଲ୍ଲୀ,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ନାଦିଆ ଜିଲାରେ ତୃଣମୂଳ କଂଗ୍ରେସ ଏବଂ ମମତା ବାନାର୍ଜୀଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ନାଦିଆରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ‘ମୁଁ ଝାଲମୁଡି…