ସୁନ୍ଦରଗଡର ସଂସ୍କୃତି, ପରମ୍ପରା ମହାନ: ରାଷ୍ଟ୍ରପତି
ଭୁବନେଶ୍ୱର: ଷ୍ଟିଲ ସିଟି ରାଉରକେଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ପରେ ରଖିଲେ ଅଭିଭାଷଣ । ରାଷ୍ଟ୍ରପତି କହିଛନ୍ତି, ଓଡିଶାର ସଂସ୍କୃତି ଓ ପରମ୍ପରା ମହାନ । ସୁନ୍ଦରଗଡର କଳା ସଂସ୍କୃତି ଓଡିଶାକୁ ପରିପୂର୍ଣ୍ଣ କରିଛି ।…
