Month: April 2026

ଦଧିବାମନ ମନ୍ଦିର ର ନୂତନ ଟ୍ରଷ୍ଟ ବୋର୍ଡ଼ ଗଠନ

ଦଧିବାମନ ମନ୍ଦିର ର ନୂତନ ଟ୍ରଷ୍ଟ ବୋର୍ଡ଼ ଗଠନଭଟଲି (ଅଭିମନ୍ୟୁ ପଧାନ ) : – ଭଟଲି ସ୍ଥିତ ଶ୍ରୀ ଦବାମନ ସ୍ଵାମୀଙ୍କ ମନ୍ଦିର ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ । ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରେ ଏହି…

ସାଧ୍‌ଭୀ ସୈଲ୍‌ ପିନ୍ଧିଲେ ‘ଫେମିନା ମିସ୍‌ ଇଣ୍ଡିଆ ୨୦୨୬’ ମୁକୁଟ

ସାଧ୍‌ଭୀ ସୈଲ୍‌ ପିନ୍ଧିଲେ ‘ଫେମିନା ମିସ୍‌ ଇଣ୍ଡିଆ ୨୦୨୬’ ମୁକୁଟ ଭୁବନେଶ୍ୱର: ଗୋଆର ଝିଅ ସାଧ୍‌ଭୀ ସତୀଶ ସୈଲ୍‌ (Sadhvi Satish Sail) ଚଳିତ ବର୍ଷର ସମ୍ମାନଜନକ ‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲ୍ଡ ୨୦୨୬’ (Femina Miss India World 2026)…

ପୁରୀରେ ପ୍ରତିଷ୍ଠା ହେବ ଖାଦ୍ୟ ପରୀକ୍ଷାଗାର

ଭୁବନେଶ୍ବର: ଆଗାମୀ ୬ମାସ ମଧ୍ୟରେ ପୁରୀରେ ଖାଦ୍ୟ ପରୀକ୍ଷାଗାର (ଫୁଡ୍ ଟେଷ୍ଟିଂ ଲ୍ୟାବ୍) ପ୍ରତିଷ୍ଠା ହେବ। ଏଥିପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଦେଶର ୧୧ଟି ତୀର୍ଥ ସ୍ଥାନରେ ଫୁଡ଼ ଲ୍ୟାବ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି…

କୃଷିଭବନଠାରେ ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର: ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ସ୍ଥାନୀୟ କୃଷିଭବନ ଅଡିଟୋରିଅମ ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ଗୋପାଳନ, କୁକୁଡ଼ା ଓ ଛେଳିମେଣ୍ଢା ପାଳନ ଆଦି ମାଧ୍ୟମରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମତ୍ସ୍ୟ…

NIA ର ବଡ଼ କାର୍ଯ୍ୟାନୁଷ୍ଠାନ: ୩୦ ବର୍ଷ ପୁରୁଣା ମାମଲାରେ ଜମ୍ମୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ଗିରଫ

ନୁଆଦିଲ୍ଲୀ: ଜମ୍ମୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ଶବ୍ବୀର ଅହମ୍ମଦ ଶାହଙ୍କୁ ଶୁକ୍ରବାର ସନ୍ଧ୍ୟାରେ (୧୭ ଏପ୍ରିଲ, ୨୦୨୬) ଏକ ପୁରୁଣା ମାମଲା ସହିତ ଜଡିତ ଜାତୀୟ ତଦନ୍ତ ସଂସ୍ଥା (NIA) ଗିରଫ କରିଛି। ଏହି କାର୍ଯ୍ୟାନୁଷ୍ଠାନ ୩୦ ବର୍ଷ ପୁରୁଣା ମାମଲା…

ପୁଣି ହର୍ମୁଜ୍ ପ୍ରଣାଳୀ ବନ୍ଦ କଲା ଇରାନ: ଆମେରିକା ଉପରେ ଆଣିଲା ଯୁଦ୍ଧବିରତି ଉଲ୍ଲଂଘନ ଅଭିଯୋଗ

ଇରାନ ପୁଣି ଥରେ ହର୍ମୁଜ୍ ପ୍ରଣାଳୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥକୁ ପୁନଃ ଖୋଲିବା ପାଇଁ ପୂର୍ବ ନିଷ୍ପତ୍ତିକୁ ଇରାନ ପ୍ରତ୍ୟାହାର କରିଛି। ଇରାନ ମଧ୍ୟ ଆମେରିକାକୁ ଯୁଦ୍ଧବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି। ଯେପର୍ଯ୍ୟନ୍ତ ଆମେରିକା…

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଇନ୍ଫୋଭେଲି-ll, ଖୋର୍ଦ୍ଧାଠାରେ ‘ୱେ-ଟ୍ରାକ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’ର ଅତ୍ୟାଧୁନିକ ମାନୁଫାକ୍ଚରିଙ୍ଗ୍ ୟୁନିଟ୍‌ର ଶୁଭ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ମାଟିରୁ ଓଡ଼ିଆ ଉଦ୍ୟୋଗୀଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ବ୍ରାଣ୍ଡ୍ ଆଜି ସ୍ମାର୍ଟ ଇନଫ୍ରାସ୍ଟ୍ରକ୍ଚର୍…

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର: ୧୯ରୁ ୨୪ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମଲହରୀ ଅନୁଭୂତି ହେବ । ଏଥିପାଇଁ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ସ୍କୁଲକୁ ଛୁଟି ଘୋଷଣା କରାଯାଇ ଥିଲା । ପ୍ରଥମେ ବଲାଙ୍ଗିର, ପରେ ସୁବର୍ଣ୍ଣପୁର, କଳାହାଣ୍ଡି ଏବଂ ଏବେ ବୌଦ୍ଧ ଜିଲ୍ଲାରେ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ୍ ସ୍ୱତନ୍ତ୍ର: ଆଜିର ରାଶିଫଳ (୧୯ ଏପ୍ରିଲ ୨୦୨୬, ରବିବାର) ପାଠକବନ୍ଧୁମାନଙ୍କ ପାଇଁ ଜାଗ୍ରତ ଭାରତ ନ୍ୟୁଜ୍ ପକ୍ଷରୁ ଆଜିର ଦିନଟି କିପରି କଟିବ, କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଏବଂ କେଉଁ ପ୍ରତିକାର ଦ୍ୱାରା ଶୁଭ…

ଭାରତୀୟ ଟ୍ୟାଙ୍କର ଉପରେ ଗୁଳିମାଡ଼ ନେଇ ଇରାନ ରାଷ୍ଟ୍ରଦୂତଙ୍କୁ ସମନ କଲା ଭାରତ

ନୂଆଦିଲ୍ଲୀ: ଓମାନ ଉପକୂଳ ତଥା ହର୍ମୁଜ୍ ପ୍ରଣାଳୀ (Strait of Hormuz) ନିକଟରେ ଏକ ଭାରତୀୟ ତୈଳ ଟ୍ୟାଙ୍କର ଉପରେ ଇରାନୀ ସେନା ଗୁଳିମାଡ଼ କରିଥିବା ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଗମ୍ଭୀର ଘଟଣାକୁ ଭାରତ ସରକାର ଦୃଢ଼…