ବରଗଡରେ ୨୨ ତାରିଖ ଯାଏ ଶିକ୍ଷାନୁଷ୍ଠାନ ଛୁଟି
ବରଗଡରେ ୨୨ ତାରିଖ ଯାଏ ଶିକ୍ଷାନୁଷ୍ଠାନ ଛୁଟିବରଗଡ:୧୯/୦୪/୨୦୨୬(ପବିତ୍ର ମେହେର)ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ରବିବାର ପ୍ରକାଶିତ ବିଜ୍ଞପ୍ତି (ନଂ-୧୩/ଆରଇଏସ/୨୦୨୬) ଅନୁଯାୟୀ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଜିଲାର ସ୍କୁଲ, କଲେଜ, ଅଙ୍ଗନୱାଡି କେନ୍ଦ୍ର ଏବଂ ବୈଷୟିକ ଅନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରାଯାଇଛି…
