Month: May 2026

ଓଡ଼ିଶା – ଆଇପିଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୁଲିସ ପ୍ରଶାସନକୁ ଆହୁରି ସୁଦୃଢ଼ ଓ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟପାଳଙ୍କ ଆଦେଶକ୍ରମେ ଗୃହ ବିଭାଗର ଅତିରିକ୍ତ ଶାସନ…

ଆସନ୍ତା ଜୁନ ୧୮ରେ ୨୪ ରାଜ୍ୟସଭା ଆସନରେ ନିର୍ବାଚନ

ନୁଆଦିଲ୍ଲୀ: ଦଶଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ଜୁନ ୧୮ରେ ଭୋଟଗ୍ରହଣ କରାଯିବ ବୋଲି ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଉକ୍ତ ଦିନ ଅପରାହ୍ଣ ୫ଟା ଫଳାଫଳ ଘୋଷଣା କରାଯିିବ। ଜୁନ ୨୧ରୁ ଜୁଲାଇ ୧୯…

ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ ଇରାନୀ ଆତଙ୍କବାଦୀ ଅଲ-ସାଦି !

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଛି। ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡସ୍ କର୍ପସ୍ (IRGC) ଦ୍ୱାରା ତାଲିମପ୍ରାପ୍ତ ଜଣେ କମାଣ୍ଡର ଇଭାଙ୍କାକୁ ଟାର୍ଗେଟ କରିଥିଲେ। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ…

୧୯ତମ ଜାତୀୟ ରୋଜଗାର ମେଳା: ୫୧ ହଜାରରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୯ତମ ଜାତୀୟ ରୋଜଗାର ମେଳାର ଅଂଶସ୍ୱରୂପ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବନିଯୁକ୍ତ ଯୁବକଯୁବତୀମାନଙ୍କୁ ୫୧,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଦେଶବ୍ୟାପୀ ୪୭ଟି ସ୍ଥାନରେ ଏକକାଳୀନ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ,…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକା ବିଦେଶ ମନ୍ତ୍ରୀ

ନୁଆଦିଲ୍ଲୀ: ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।ବିଦେଶ ମନ୍ତ୍ରୀ ରୁବିଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିରକ୍ଷା, ରଣନୀତିକ ପ୍ରଯୁକ୍ତି, ବ୍ୟବସାୟ ଓ ନିବେଶ, ଊର୍ଜା ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଓ ନାଗରିକ ସମ୍ପର୍କ ସମେତ ବିଭିନ୍ନ…

ଭାରତ ବିଶ୍ୱର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ହେବ – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ମୁମ୍ବାଇ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତର ପ୍ରତିରକ୍ଷା କ୍ଷେତ୍ରର ବ୍ୟାପକ ପ୍ରସାର ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଆଗାମୀ ୨୫ ରୁ ୩୦ ବର୍ଷ ମଧ୍ୟରେ ବିଶ୍ୱର ସର୍ବବୃହତ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜ୍ର ସମସ୍ତ ପାଠକ ଓ ଦର୍ଶକବନ୍ଧୁଙ୍କୁ ନମସ୍କାର। ଆଜି ୨୪ ମେ ୨୦୨୬, ରବିବାର। ଆସନ୍ତୁ ଜାଣିବା ଆଜିର ଦିନଟି ଆପଣଙ୍କ ପାଇଁ କେମିତି ରହିବ, ଆପଣଙ୍କର ଶୁଭ ସଂଖ୍ୟା, ଶୁଭ ରଙ୍ଗ, ଶୁଭ ସମୟ ଏବଂ ଦିନଟିକୁ…

ବଡ଼ବିଲ ଲାଇଟ୍ ହାଉସ୍ ପକ୍ଷରୁ ଏକଦିବସୀୟ ନିଯୁକ୍ତି ମେଳା ଆୟୋଜିତ

ବଡ଼ବିଲ ଲାଇଟ୍ ହାଉସ୍ ପକ୍ଷରୁ ଏକଦିବସୀୟ ନିଯୁକ୍ତି ମେଳା ଆୟୋଜିତ। ବଡ଼ବିଲ୍ ସହରର ବଡ଼ବିଲ୍ ଶିଳ୍ପ ତାଲିମ୍ କେନ୍ଦ୍ର (ITI )ପରିସର ମଧ୍ୟରେ ଥିବା Barbil Lighthouse ପକ୍ଷରୁ ଏକ ଦିବସୀୟ ବୃହତ ନିଯୁକ୍ତି ମେଳା (Job Fair) ଅତ୍ୟନ୍ତ ସଫଳତାର…

ଆରିୟାକମ୍ପାନୀର ଖଣିଜ ପଦାର୍ଥ ଅନଲୋଡ ସମୟରେ, ଗ୍ଲୋବାଲ୍ ଆସୋଷିଏଟ ଲୋଡର ଧକ୍କାରେ ଶ୍ରମିକ ଗୁରୁତର

ଆରିୟାକମ୍ପାନୀର ଖଣିଜ ପଦାର୍ଥ ଅନଲୋଡ ସମୟରେ, ଗ୍ଲୋବାଲ୍ ଆସୋଷିଏଟ ଲୋଡର ଧକ୍କାରେ ଶ୍ରମିକ ଗୁରୁତର। ଆରିୟା ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀର ଖଣିଜ ପଦାର୍ଥ ଅନ୍ ଲୋଡ୍ ସମୟରେ, ଗ୍ଲୋବାଲ ଆସୋସିଏଟ ର ଲୋଡର ଧକ୍କାରେ କାର୍ଯ୍ୟରତ ଶ୍ରମିକ ଗୁରୁତର। କେନ୍ଦୁଝର…

ରେଙ୍ଗାଳୀ ଦକ୍ଷିଣପାଶ୍ୱର୍ କେନାଲ ହେଉନି ସଫେଇ, ପ୍ରଚୁର ମାତ୍ରାରେ ପ୍ରଦ୍ୟୁଷିତ ଜଳ ନାହିଁ ନାହିଁରେ ଲୋକେ କରୁଛନ୍ତି ବ୍ୟବହାର!

ରେଙ୍ଗାଳୀ ଦକ୍ଷିଣପାଶ୍ୱର୍ କେନାଲ ହେଉନି ସଫେଇ, ପ୍ରଚୁର ମାତ୍ରାରେ ପ୍ରଦ୍ୟୁଷିତ ଜଳ ନାହିଁ ନାହିଁରେ ଲୋକେ କରୁଛନ୍ତି ବ୍ୟବହାର! ତାଳଚେର, ୨୩/୦୫ ତାଳଚେର ସହର ମଧ୍ୟଦେଇ ଯାଇଥିବା ଜଳସେଚନ ବିଭାଗର ଦକ୍ଷିଣପାଶ୍ୱର୍ ରେଙ୍ଗାଳୀ ମୁଖ୍ୟ କେନାଲ ଏବେ ପ୍ରଚୁର ମାତ୍ରାରେ ପ୍ରଦ୍ୟୁଷିତ…