Month: May 2026

ନାବାଳିକାର ହତ୍ୟାରେ ତାମିଲନାଡୁରେ ଉତ୍ତେଜନା: ମୁଖ୍ୟମନ୍ତ୍ରୀ ବିଜୟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀi – ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ସୁଲୁର ଅଞ୍ଚଳରେ ୧୦ ବର୍ଷର ଝିଅର ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଚକିତ କରିଛି। ଗୁରୁବାର ସନ୍ଧ୍ୟାରୁ ନିଖୋଜ ଥିବା ଝିଅଟି ଶୁକ୍ରବାର କନ୍ନମପାଲୟମ ହ୍ରଦ ନିକଟରେ କ୍ଷତାତ ଅବସ୍ଥାରେ ମୃତଦେହ ମିଳିଥିଲା। ପୋଲିସ…

ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍, ୬ ଜଣ ଦେହଜୀବୀଙ୍କ ସହ ୫ ଗ୍ରାହକ ଗିରଫ

ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍ । ଜଟଣୀ ସ୍ଥିତ ସାଇବିହାର ଅଞ୍ଚଳରେ ଏକ ଘରେ ସେକ୍ସ ରାକେଟ୍ ଚାଲୁଥିବାବେଳେ ଦେହଜୀବୀଙ୍କ ସହ ଗ୍ରାହକଙ୍କୁ ମାଡ଼ି ବସିଲା ପୋଲିସ୍ । ଘର ଭିତରୁ ୬ ଜଣ ଦେହଜୀବୀଙ୍କ ସମେତ ୫ ଜଣ ଗ୍ରାହକଙ୍କୁ…

ମେ ୨୫ ଓ ୨୬ ଏସବିଆଇ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ଭୁବନେଶ୍ୱର, ୨୩/୦୫ : ସର୍ବଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି । ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ଦେଶବ୍ୟାପୀ ଏସବିଆଇ ବ୍ୟାଙ୍କ କର୍ମଚାରୀ ସଂଘ ଧର୍ମଘଟ…

ରୋଢାସର ଗ୍ରାମବାସୀଙ୍କ ପକ୍ଷରୁ ବିଶ୍ବଶାନ୍ତି ମହାଜଜ୍ଞ

ରୋଢାସର ଗ୍ରାମବାସୀଙ୍କ ପକ୍ଷରୁ ବିଶ୍ବଶାନ୍ତି ମହାଜଜ୍ଞ ଅନୁଗୋଳ – Date -22/05/26 ତାଳଚେର ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ରୋଢାସର ଗ୍ରାମରେ ପ୍ରତି ବିଶ୍ୱଶାନ୍ତି ଉଦେଶ୍ୟରେ ମହାଜଜ୍ଞ କରାଯାଇଥାଏ। କିନ୍ତୁ ପ୍ରତି ଦଶବର୍ଷ ଅନ୍ତରେ ଅନୁଗୋଳ ଜିଲ୍ଲାର କୋଣଅନୁକୋଣ ରୁ ପାଖାପାଖି…

ମଣିପୁରରେ ବିପୁଳ ପରିମାଣର ଲୁଟ୍ ଅସ୍ତ୍ରଶସ୍ତ୍ର ଜବତ,୪ ଗିରଫ

ଇମ୍ଫାଲ:ମଣିପୁରରେ ଅବୈଧ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଏବଂ ବିଦ୍ରୋହୀ କାର୍ଯ୍ୟକଳାପ ବିରୁଦ୍ଧରେ ଏକ ବଡ଼ ସଫଳତା ମିଳିଛି ।ମଣିପୁରରେ ସୁରକ୍ଷା ବାହିନୀ ଏକ ମିଳିତ ଅଭିଯାନରେ ଏକ ବଡ଼ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି । ୬୭ଟି ଅସ୍ତ୍ରଶସ୍ତ୍ର ଏବଂ…

କଟକରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଗାଡ଼ି ଉପରକୁ ବୋତଲ ମାଡ଼

କଟକ: ରାଜ୍ୟ ରାଜନୀତିରେ ପୁଣି ଥରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳିଛି। କଟକ ଜିଲ୍ଲାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଗାଡ଼ିକୁ ଲକ୍ଷ୍ୟ କରି କିଛି ଦୁର୍ବୃତ୍ତ ବୋତଲ ମାଡ଼ କରିଥିବା ନେଇ ଖବର ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ…

ଏବୋଲା ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର: ଏବୋଲା ଭାଇରସ୍ ନେଇ ବିଶ୍ୱସ୍ତରରେ ଚିନ୍ତା ବଢୁଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ସତର୍କତା ବଢାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଆଲର୍ଟ ଜାରି କରାଯାଇଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ମଧ୍ୟରେ କଡ଼ା ନଜର ରଖାଯାଇଛି…

ମେ ମାସରେ ୩ୟ ଥର ପାଇଁ ଇନ୍ଧନ ମୂଲ୍ୟ ବୃଦ୍ଧି;ପେଟ୍ରୋଲ ୮୭ ପଇସା ଏବଂ ଡିଜେଲ ୯୧ ପଇସା

ନୁଆଦିଲ୍ଲୀ:ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣିଥରେ ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୭ ପଇସା ଏବଂ ଡିଜେଲ ୯୧ ପଇସା ମହଙ୍ଗା ହୋଇଛି। ସୂଚନାଥାଉକି, ମେ ମାସରେ ତୃତୀୟ ଥର ପାଇଁ ଇନ୍ଧନ ମୂଲ୍ୟ ବୃଦ୍ଧି…

ମୋଦିଙ୍କୁ ଝାଲମୁଢି ଖୁଆଇଥିବା ଦୋକାନୀକୁ ଜୀବନରୁ ମାରିଦେବାକୁ ଧମକ, ଭୟଭୀତ ପରିବାର

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢି ଦେଇଥିବା ବ୍ୟକ୍ତିଙ୍କୁ ହତ୍ୟା ଧମକ ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଦୋକାନରୁ ଝାଲମୁଢି ଖାଇଥିବାରୁ ସୋସିଆଲ ମିଡିଆରେ ଯେଉଁ ଲୋକପ୍ରିୟତା ମିଳିଥିଲା, ଆଉ ଏବେ ତାଙ୍କୁ ଏବଂ ପରିବାର ଲୋକଙ୍କୁ…

ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟେକ ଯାନିଯାତ୍ରା ଓ ଉତ୍ସବ ପ୍ରତ୍ୟେକ ଓଡ଼ିଶାବାସୀ ଓ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ହେବାକୁ ଥିବା ସ୍ନାନଯାତ୍ରା, ରଥଯାତ୍ରା, ଆଡ଼ପ ମଣ୍ଡପ ବିଜେ, ବାହୁଡ଼ା ଯାତ୍ରା, ସୁନାବେଶ,…