Month: May 2026

ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ କାଟ ନେଇ ନିର୍ଦ୍ଦେଶ ଜାରି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ କାଟ ନେଇ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଏନେଇ ପ୍ରଶାସନକୁ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେପରିକି ବୈଠକ, ସମୀକ୍ଷା ପ୍ରଶିକ୍ଷଣ, କାର୍ମଶାଳା…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜ୍‌ର ସମସ୍ତ ପାଠକ ଓ ଦର୍ଶକ ବନ୍ଧୁମାନଙ୍କୁ ସୁପ୍ରଭାତ! ଆଜି ୨୨ ମଇ ୨୦୨୬, ଶୁକ୍ରବାର। ଆସନ୍ତୁ ଜାଣିବା ଆଜିର ଦିନଟି ଆପଣଙ୍କ ପାଇଁ କେମିତି ରହିବ, ଆପଣଙ୍କ ପାଇଁ ଶୁଭ ରଙ୍ଗ, ଶୁଭ ସଂଖ୍ୟା, ଶୁଭ ସମୟ…

୨୪ ମେ ରେ ଆପ୍ ର ନିର୍ବାଚନୀ ପ୍ରସ୍ତୁତି ବୈଠକ, ଯୋଗଦେବେ ଆପ୍ ନେତା ସଞ୍ଜୟ ସିଂହ

୨୪ ମେ ରେ ଆପ୍ ର ନିର୍ବାଚନୀ ପ୍ରସ୍ତୁତି ବୈଠକ, ଯୋଗଦେବେ ଆପ୍ ନେତା ସଞ୍ଜୟ ସିଂହ ଢେଙ୍କାନାଳ: ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ ଓଡ଼ିଶାରେ ସମସ୍ତ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ପଞ୍ଚାୟତ ଏବଂ…

ଜୁନ୍‌ରେ ଫ୍ରାନ୍ସରେ ଜି୭ ସମ୍ମିଳନୀରେ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି!

ଇରାନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଖୁବ ଶୀଘ୍ର ଏକ ବୈଠକ ହେବାର ସମ୍ଭାବନା ରହିଛି। ଏହା ଆସନ୍ତାମାସରେ ଫ୍ରାନ୍ସରେ ହେବାକୁ ଥିବା G-7 ଶିଖର ସମ୍ମିଳନୀ ସମୟରେ ହୋଇପାରେ| ଟ୍ରମ୍ପଙ୍କ…

ଅବତରଣ ବେଳେ ଦିଲ୍ଲୀ-ବେଙ୍ଗାଲୁରୁ ବିମାନରେ ବାଜିଲା ମାଡ଼ ; ଯାତ୍ରୀ ସୁରକ୍ଷିତ

ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ବୁଧବାର ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏହାର ପଛପଟ ମାଡ଼ ହୋଇଯାଇଥିଲା। ଫଳରେ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯିବା ସହିତ ବିମାନ ଚଳାଚଳ ବାତିଲ…

ପିସିସି ପକ୍ଷରୁ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରନ୍ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିିତ ହୋଇଯାଇଛି । ସକାଳେ କଂଗ୍ରେସ ନେତୃବୃନ୍ଦ ଭୁବନେଶ୍ୱର ରାଜୀବ ଭବନ…

ଟିଟିଲାଗଡ଼ ଏଆରସିଏସ ଅଫିସ୍‌ର ସିନିୟର୍ ଆସିଷ୍ଟାଣ୍ଟ ଭିଜିଲାନ୍ସ ଜାଲରେ; ଅଫିସରେ ଭିଜଲାନ୍ସ ଚଢ଼ାଉ

ଵଲାଙ୍ଗୀର: ବଲାଙ୍ଗିର ଜିଲା ଟିଟିଲାଗଡ଼ ARCS ଅଫିସରେ ଭିଜଲାନ୍ସ ଚଢ଼ାଉ । ARCS ଅଫିସର ସିନିୟର୍ ଆସିଷ୍ଟାଣ୍ଟ ଅନିଲ୍ ପଣ୍ଡାଙ୍କୁ ଧରିଲା ବଲାଙ୍ଗୀର,ସୋନପୁର ଭିଜିଲାନ୍ସ ଟିମ୍ । ସୂଚନା ଅନୁଯାୟୀ ARCS ଅଫିସର ଜଣେ ପୂର୍ବତନ କର୍ମଚାରୀଙ୍କ ବକେୟା ଦରମା କରାଇ…

ଘୂର୍ଣ୍ଣିଝଡ ମୃତ୍ୟୁ: ସିଏମଆରଏଫରୁ ୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡରେ ୩ ମୃତ ପରିବାରକୁ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଗଭୀର ଶୋକ ପ୍ରକାଶ କରିଛନ୍ତି…

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬: ଡିଜିପିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ : ଆସନ୍ତା ଜୁଲାଇ ୧୬ ତାରିଖରେ ପୁରୀରେ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଐତିହାସିକ ମହାପର୍ବକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ…

ୱାର୍ଡ଼ ନଂ-୧୧ ବସ୍ତିରେ ଥିବା କମ୍ୟୁନିଟ୍ ସେଟଂର ଗୃହ କାହା ସ୍ୱାର୍ଥରେ

ୱାର୍ଡ଼ ନଂ-୧୧ ବସ୍ତିରେ ଥିବା କମ୍ୟୁନିଟ୍ ସେଟଂର ଗୃହ କାହା ସ୍ୱାର୍ଥରେତାଳଚେର, ୨୧/୦୫ ତାଳଚେର ପୌରପରିଷଦ ୱାର୍ଡ଼ ନଂ-୧୧ଚାଳିଆକୂଟ୍ଟା ବସ୍ତିରେ ରହିଥିବା କମ୍ୟୁନିଟ୍ ସେଟଂର ଘର କାହା ସ୍ୱାର୍ଥରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ସରକାରଙ୍କ ପକ୍ଷରୁ ଲୋକଙ୍କ…