Month: May 2026

‘ଫ୍ଲୋ’ ମିଟର ବିନା ଜଳ ଶୋଷୁଛନ୍ତି ଶିଳ୍ପସଂସ୍ଥାନଦୀରୁ ମନଇଚ୍ଛା ଶୋଷୁଛନ୍ତି ପାଣି ଏଥିରେ ଲାଗୁନି ରୋକ୍‌

‘ଫ୍ଲୋ’ ମିଟର ବିନା ଜଳ ଶୋଷୁଛନ୍ତି ଶିଳ୍ପସଂସ୍ଥାନଦୀରୁ ମନଇଚ୍ଛା ଶୋଷୁଛନ୍ତି ପାଣି ଏଥିରେ ଲାଗୁନି ରୋକ୍‌ତାଳଚେର, ୨୧/୦୫ ସାଧାରଣ ଜନତା ପାଣି ପାଇଁ ଡ଼ହକବିକଳ ହେଉଥିବା ବେଳେ ତାଳଚେର ଅଂଚଳରେ ରହିଥିବା ବିଭିନ୍ନ କଳକାରଖାନାକୁ ବ୍ରାହ୍ମଣୀ ନଦୀରୁ ବଡ଼ବଡ଼ ହୋମପାଇପ୍ ଦ୍ୱାରା…

ୱାର୍ଡ଼ ନଂ-୧୧ ବସ୍ତିରେ ଥିବା କମ୍ୟୁନିଟ୍ ସେଟଂର ଗୃହ କାହା ସ୍ୱାର୍ଥରେ

ୱାର୍ଡ଼ ନଂ-୧୧ ବସ୍ତିରେ ଥିବା କମ୍ୟୁନିଟ୍ ସେଟଂର ଗୃହ କାହା ସ୍ୱାର୍ଥରେତାଳଚେର, ୨୧/୦୫ ତାଳଚେର ପୌରପରିଷଦ ୱାର୍ଡ଼ ନଂ-୧୧ଚାଳିଆକୂଟ୍ଟା ବସ୍ତିରେ ରହିଥିବା କମ୍ୟୁନିଟ୍ ସେଟଂର ଘର କାହା ସ୍ୱାର୍ଥରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ସରକାରଙ୍କ ପକ୍ଷରୁ ଲୋକଙ୍କ…

ମଣିଷ-ହାତୀ ସଂଘର୍ଷକୁ ହ୍ରାସ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

ଅନୁଗୋଳ – ମଣିଷ-ହାତୀ ସଂଘର୍ଷକୁ ହ୍ରାସ କରିବା ପାଇଁ ପ୍ରୟାସକୁ ସୁଦୃଢ଼ କରିବା ପାଇଁ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, RCCF ଅନୁଗୋଳ, DFO ଅନୁଗୋଳ, ରେଞ୍ଜ ଅଧିକାରୀ, ବନପାଳ ଏବଂ କ୍ଷେତ୍ର ଅଧିକାରୀମାନଙ୍କ ସହିତ ଏକ…

ସାମଗ୍ରୀ ଗୁଡିକର ପୂର୍ବ ନିର୍ଧାରିତ ମୂଲ୍ୟ ଏମ ଆର ପି କୁ ରଦ୍ଧ କରି ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାମଗ୍ରୀ ବିକ୍ରି ପାଇଁ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ଦାବି

ସାମଗ୍ରୀ ଗୁଡିକର ପୂର୍ବ ନିର୍ଧାରିତ ମୂଲ୍ୟ ଏମ ଆର ପି କୁ ରଦ୍ଧ କରି ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାମଗ୍ରୀ ବିକ୍ରି ପାଇଁ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ଦାବି। ଭବାନୀପାଟଣା (ଜାଗ୍ରତ ଭାରତ)ଦିନକୁ ଦିନ ସାମଗ୍ରୀ ଗୁଡିକର ଅହେତୁକ…

ଅନୁଗୋଳରେ ଅସମ୍ଭାଳ ତାତି ଓ ଗୁଳୁଗୁଳି: ନାମକୁ ମାତ୍ର ଜଳଛତ୍ର, ଶୁଖିଲା ପଡ଼ିଛି ମାଠିଆ

ଅନୁଗୋଳରେ ଅସମ୍ଭାଳ ତାତି ଓ ଗୁଳୁଗୁଳି: ନାମକୁ ମାତ୍ର ଜଳଛତ୍ର, ବଅଁରପାଳ ବ୍ଲକ ଅଫିସ ସାମ୍ନାରେ ଶୁଖିଲା ପଡ଼ିଛି ମାଠିଆ ଅନୁଗୋଳ / ବଅଁରପାଳ: ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶିଳ୍ପନଗରୀ ଅନୁଗୋଳରେ ତାତି ଓ ଗୁଳୁଗୁଳି…

ଅନୁଗୋଳ ସମେତ ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ଅସ୍ତବ୍ୟସ୍ତ ଜନଜୀବନ

ଅନୁଗୋଳ ସମେତ ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ଅସ୍ତବ୍ୟସ୍ତ ଜନଜୀବନ​ରାଜ୍ୟରେ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ଖରା ଓ ଉତ୍ତପ୍ତ ଗୁଳୁଗୁଳି। ଅନୁଗୋଳ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ (Heatwave) ଜାରି ରହିଛି, ଯାହା…

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଭବାନୀପାଟଣା (ଜାଗ୍ରତ ଭାରତ ) ୨୦.୦୫.୨୦୨୬ – କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟlଳୟସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି…

ବିଶିଷ୍ଟ କଳାକାର ଜଗନ୍ନାଥ ରାଉତ ଙ୍କ ପରଲୋକ

ବିଶିଷ୍ଟ କଳାକାର ଜଗନ୍ନାଥ ରାଉତ ଙ୍କ ପରଲୋକଭଟଲି :- ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଡବଲଙ୍ଗ ଗ୍ରାମର ବରିଷ୍ଠ ଭାଗବତ ମେଳା କଳାକାର ଓ କରମ ସାନି କଳାକାର ତଥା ରେଡ଼ିଓ ପ୍ରେମୀ ଜଗନ୍ନାଥ ରାଉତ ଙ୍କ ଗତ ରାତି…

ଅନୁଗୋଳ ଜିଲ୍ଲାର ଟପର ସୁଶ୍ରୀ ପିନାଲି ପ୍ରିୟଦର୍ଶିନୀ ସାହୁ

ଅନୁଗୋଳ ଜିଲ୍ଲା ର ଟପର ହେଲେ କଣିହାଁ ବ୍ଲକ ବଇଣ୍ଡା ଗାଁ ର ଝିଅ ସୁଶ୍ରୀ ପିନାଲି ପ୍ରିୟଦର୍ଶିନୀ ସାହୁ +୨ବିଜ୍ଞାନ ରେ ୫୮୩ନମ୍ବର ରଖିଛନ୍ତି । Post Views: 19

ଅନୁଗୋଳ – ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ

ଅନୁଗୋଳ -ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ । ସକାଳୁ ଆମ୍ବ ଗୋଟାଇବାକୁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଛି। ଫଳରେ ଦୁଇଟି ସ୍ଥାନରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଅନୁଗୁଳ ବନାଞ୍ଚଳ ପୁରୁଣାଗଡ ସେକସନ ବନ୍ତଳା ଥାନା…