Month: May 2026

କଣ ଚାଲିଛି ଏହିଠି, ହଉଛି କଣ, କଣପାଇଁ ସାମୁହିକ ଭାବେ ୱାର୍ଡ ସଦସ୍ୟ ଇସ୍ତଫା ଦେଲେ

କଣ ଚାଲିଛି ଏହିଠି, ହଉଛି କଣ, କଣପାଇଁ ସାମୁହିକ ଭାବେ ୱାର୍ଡ ସଦସ୍ୟ ଇସ୍ତଫା ଦେଲେ କେନ୍ଦୁଝରଜିଲ୍ଲା ଚମ୍ପୁଆ ଉପଖଣ୍ଡରେ ଚାଲିଛି କଣ, କଣ ଏହିଠି ନିର୍ବାଚିତ ଜନ ପ୍ରତିନିଧିଙ୍କ ମୂଲ୍ୟବୋଧ କିଛି ନାହିଁ, କଣ ପାଇଁ ସମୂହ ଇସ୍ତଫା ଦେଲେ…

ଚମ୍ପୁଆ ରେଞ୍ଜରେ ୧୦ଟିକିଆ ହାତୀ ପଲଙ୍କ ଉତ୍ପାତ୍, ଉଜାଡ଼ିଲେ ତରଭୁଜ ଚାଷ

ଚମ୍ପୁଆ ରେଞ୍ଜରେ ୧୦ଟିକିଆ ହାତୀ ପଲଙ୍କ ଉତ୍ପାତ୍, ଉଜାଡ଼ିଲେ ତରଭୁଜ ଚାଷ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ଜଙ୍ଗଲି ହାତୀପଲଙ୍କ ଉତ୍ପାତ୍ ଚରମ ସୀମାରେ ପହଞ୍ଚିଲାଣି। କେନ୍ଦୁଝର ଜିଲ୍ଲା ଚମ୍ପୁଆରେଞ୍ଜ ଅଞ୍ଚଳରେ ୧୦ଟିକିଆ ହାତୀପଲଙ୍କ ଉପଦ୍ରବ ଚଳାଇଥିବା…

ସୋମନାଥ ସ୍ୱାଭିମାନ ପର୍ବ ଅନୁଷ୍ଠିତ

ସୋମନାଥ ସ୍ୱାଭିମାନ ପର୍ବ ଅନୁଷ୍ଠିତ ଢେଙ୍କାନାଳ : ୧୧/୦୫- ସୋମନାଥ ମନ୍ଦିରର ବିଧ୍ୱଂସ ଲୀଳାର ୧୦୦୦ ବର୍ଷ ପୂର୍ତ୍ତି ଅବସରରେ “ସୋମନାଥ ସ୍ୱାଭିମାନ ପର୍ବ” ଆଜି ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ କପିଳାସ ଠାରେ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି…

ବିଦୁତ୍ ବିଭାଗର ଠିକା କର୍ମଚାରୀ ଏବଂ ବିଏ କର୍ମଚାରୀ ଙ୍କ ଛୋଟେଇ ବନ୍ଦ୍ ଅଭିଯୋଗ ରେ ଅଫିସ୍ ଘେରାଉ।

ବିଦୁତ୍ ବିଭାଗର ଠିକା କର୍ମଚାରୀ ଏବଂ ବିଏ କର୍ମଚାରୀ ଙ୍କ ଛୋଟେଇ ବନ୍ଦ୍ ଅଭିଯୋଗ ରେ ଅଫିସ୍ ଘେରାଉ। କେନ୍ଦୁଝ୍ରର ଜିଲା ଯୋଡ଼ା ବିଦୂତ୍ ଡ଼ିଭିଜନ କାର୍ଯ୍ୟାଳୟ ରେ ୮ଦଫା ଦାବିରେ ବିଏ ଏବଂ ଠିକା କର୍ମଚାରୀ ଙ୍କ ଆନ୍ଦୋଳନ ଜୋର୍…

ପେଟ୍ରୋଲିୟମ ଉତ୍ପାଦ ଅଭାବ ନାହିଁ: ରାଜନାଥ

ନୁ ଆଦିଲ୍ଲୀ: ଦେଶରେ ପେଟ୍ରୋଲିୟମ ଉତ୍ପାଦର ଅଭାବ ନାହିଁ । ଆଇଜିଓଏମ ପରେ ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବ୍ୟବହାର କମାଇବାକୁ ଅନ୍ୟ ଦେଶ ନିଷ୍ପତ୍ତି ନେଇଛନ୍ତି ଭାରତ କରିନି । ଭାରତ ପାଖରେ ୬୦ ଦିନର…

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ଜାତୀୟସ୍ତରରେ ସମ୍ମାନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ)ର ସଫଳ କାର୍ଯ୍ୟାନ୍ୱୟନ ଏବଂ ଗ୍ରାମୀଣ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଓଡ଼ିଶାକୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ମଧ୍ୟପ୍ରଦେଶର ସିହୋରଠାରେ ମେ ୧୦ ତାରିଖରେ…

ଦୋହରିଘାଟ-ମାଉ-ଅଉନରିହାର ପାସେଞ୍ଜର ଟ୍ରେନର ଶୁଭାରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ

କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦୋହରିଘାଟ-ଅଉନରିହାର ପାସେଞ୍ଜର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଉତ୍ତର ପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ…

ସୋମନାଥ ଅମୃତ ମହୋତ୍ସବରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସୋମନାଥ ଅମୃତ ମହୋତ୍ସବରେ ଯୋଗ ଦେଇଛନ୍ତି। ଶ୍ରୀ ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସୋମନାଥ ମନ୍ଦିର ପରିସରରେ ଏକ…

ପୂର୍ବତନ ମନ୍ତ୍ରୀ ସୁଜିତ ବୋଷ ଗିରଫ

ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ସୁଜିତ ବୋଷଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ପୌର ନିଯୁକ୍ତି ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନିଲଣ୍ଡରିଂ ମାମଲାରେ ଇଡି ଏହି ଗିରଫ କରିଛି। ବୋଷ ଆଜି ପୂର୍ବାହ୍ଣ ୧୦ଟାରେ ଇଡିର କୋଲକାତା ଜୋନାଲ…

ଆଇଆଇଟି ବମ୍ବେରେ ଦେଶର ପ୍ରଥମ କାର୍ବନ କ୍ୟାପଚର ଲ୍ୟାବ୍‌ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ମୁମ୍ବାଇ: ଭାରତର ପ୍ରଥମ ‘ଇଣ୍ଟିଗ୍ରେଟେଡ୍ କାର୍ବନ କ୍ୟାପଚର, ୟୁଟିଲାଇଜେସନ୍ ଏଣ୍ଡ୍ ଷ୍ଟୋରେଜ୍ (ସିସିୟୁଏସ)’ ଫିଲ୍ଡ ଲାବୋରେଟୋରୀର ଶୁଭାରମ୍ଭ ବର୍ତ୍ତମାନ ସମୟରେ ପୂର୍ଣ୍ଣ ରୂପେ ସ୍ୱାଗତଯୋଗ୍ୟ। ଏହା ଭାରତର ସ୍ୱଚ୍ଛ ଉର୍ଜା ଇନୋଭେସନ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର…