Month: May 2026

ସୁରକ୍ଷା କର୍ମୀଙ୍କ ଅକାଳ ବିୟୋଗ

ସୁରକ୍ଷା କର୍ମୀଙ୍କ ଅକାଳ ବିୟୋଗ ତାଳଚେର, ୦୭/୦୫ ତାଳଚେରସ୍ଥିତ ଏମ୍‌ସିଏଲ୍ ହିଙ୍ଗୁଳା କୋଇଲାଖଣିରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିବା ରଞ୍ଜନ ମହାନ୍ତି(୫୯)ଙ୍କର ବୁଧବାର ସକାଳେ ଅକାଳ ମୃତ୍ୟୁ ହୋଇଯାଇଛି । ସ୍ୱର୍ଗତ ମହାନ୍ତି କଣିହାଁ ଥାନା ଅନ୍ତର୍ଗତ ବଜ୍ରକୋଟ ଗ୍ରାମର…

ଡ଼ିଏଭି ଜଗନ୍ନାଥ କ୍ଷେତ୍ରରେ ଶିକ୍ଷକ ଦକ୍ଷତା ବିକାଶ କର୍ମଶାଳା

ଡ଼ିଏଭି ଜଗନ୍ନାଥ କ୍ଷେତ୍ରରେ ଶିକ୍ଷକ ଦକ୍ଷତା ବିକାଶ କର୍ମଶାଳା ତାଳଚେର -ତା ୭/୫/୨0୨୬ଡ଼ିଏଭି ପବ୍ଲିକ ସ୍କୁଲ, ଏମ. ସି. ଏଲ ଜଗନ୍ନାଥ କ୍ଷେତ୍ର, ଡେରାଠାରେ ପ୍ରାଥମିକ ସ୍ତରୀୟ ତ୍ରିଦିବସୀୟ ଶିକ୍ଷକ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ…

ଶ୍ରୀ ସମ୍ବିତ ସୌରଭ ନାୟକ (IRTS) MCLର CVO ଭାବରେ ଦାୟିତ୍ୱ ଗ୍ରହଣ କଲେ!

ଶ୍ରୀ ସମ୍ବିତ ସୌରଭ ନାୟକ (IRTS) MCLର CVO ଭାବରେ ଦାୟିତ୍ୱ ଗ୍ରହଣ କଲେ! ଶ୍ରୀ ସମ୍ବିତ ସୌରଭ ନାୟକ, (IRTS) ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL)ର ମୁଖ୍ୟ ସତର୍କତା ଅଧିକାରୀ (CVO) ଭାବରେ ଦାୟିତ୍ୱ ଗ୍ରହଣ କଲେ।ସେ 2012 ବ୍ୟାଚ୍…

ନାଲକୋ ତରଫରୁ ବରିଷ୍ଟ ନାଗରିକଙ୍କ ନିମନ୍ତେ କକ୍ଷ ଏବଂ ପୁସ୍ତକାଗାର ଲୋକାର୍ପିତ

ନାଲକୋ ତରଫରୁ ବରିଷ୍ଟ ନାଗରିକଙ୍କ ନିମନ୍ତେ କକ୍ଷ ଏବଂ ପୁସ୍ତକାଗାର ଲୋକାର୍ପିତ ଅନୁଗୋଳ – ଗତ ପାଞ୍ଚ ତାରିଖ ତଥା ମଙ୍ଗଳ ବାର ଦିନ ବଳରାମପ୍ରସାଦ ଗ୍ରାମପଞ୍ଚାୟତ ରେ ନବୀକରଣ ହୋଇଥିବା ବରିଷ୍ଠ ନାଗରିକ କକ୍ଷ ଯୁକ୍ତ ବୈଠକ ଘର ଏବଂ…

ନାଲକୋ ପକ୍ଷରୁ ପାରି ପାର୍ଶ୍ଵିକ ଗ୍ରାମ ଗୁଡିକୁ  ଜଳ ଯୋଗାଣ

ନାଲକୋ ପକ୍ଷରୁ ପାରି ପାର୍ଶ୍ଵିକ ଗ୍ରାମ ଗୁଡିକୁ ଜଳ ଯୋଗାଣ ବଁଅରପାଳ ୬/୫ ନାଲକୋ ଏସ୍ ଆଣ୍ଡ ପି କମ୍ପ୍ଲେକ୍ସ ଅନୁଗୋଳ ତରଫରୁ ଗ୍ରୀଷ୍ମ ଋତୁ ନିମନ୍ତେ ନାଲକୋର ପାର୍ଶ୍ଵବର୍ତ୍ତୀ ଗ୍ରାମ ମାନଙ୍କରେ ପାନୀୟ ଜଳ ଯୋଗାଣ ର ଶୁଭାରମ୍ଭ ନେଇ…

ନାଲକୋ ପକ୍ଷରୁ ନିର୍ମିତ ବିଦ୍ୟାଳୟ ଗୃହ ଉତ୍ସର୍ଗ

ନାଲକୋ ପକ୍ଷରୁ ନିର୍ମିତ ବିଦ୍ୟାଳୟ ଗୃହ ଉତ୍ସର୍ଗ ନାଲକୋ – ଜନ୍ମିତ ସମସ୍ତ ଶିଶୁ ପାଠ ପଢ଼ନ୍ତୁ, ଭଲ ମଣିଷ ହୁଅନ୍ତୁ ର ନାରା କୁ ସାକାର କରିବା ଦିଗରେ ଗ୍ରାମାଞ୍ଚଳ ଶିକ୍ଷାର ବିକାଶ ପାଇଁ ନାଲକୋ ପକ୍ଷରୁ ପିଙ୍ଗୁଆ ଗ୍ରାମର…

ବେଙ୍ଗାଲୁରୁ ବଦଳରେ ଅହମ୍ମଦାବାଦରେ ଆଇପିଏଲ୍‌ ଫାଇନାଲ

ଆଇପିଏଲ-୧୯ର ପ୍ଲେଅଫ କାର୍ଯ୍ୟସୂଚୀ ବୁଧବାର ଘୋଷଣା କରାଯାଇଛି। ମେ’ ୨୬ରୁ ୩୧ ପର୍ଯ୍ୟନ୍ତ ପ୍ଲେଅଫ୍‌ ଖେଳାଯିବ। ପୂର୍ବରୁ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଫାଇନାଲ ଖେଳାଯିବାର ଥିଲା। ଏଥିର କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଘୋଷିତ ପ୍ଲେଅଫ କାର୍ଯ୍ୟସୂଚୀରୁ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌କୁ…

ଅନୁଗୋଳରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ: ଜଣେ ବୃଦ୍ଧ ମାଷ୍ଟରମାଇଣ୍ଡ

ଅନୁଗୋଳରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ: ଜଣେ ବୃଦ୍ଧ ମାଷ୍ଟରମାଇଣ୍ଡ ଅନୁଗୋଳ ସହରର ଉପକଣ୍ଠ ଅଞ୍ଚଳରେ ଚାଲିଥିବା ଏକ ବେଆଇନ ଦେହ ବ୍ୟବସାୟର ପର୍ଦ୍ଦାଫାସ କରିଛି ସ୍ଥାନୀୟ ପୋଲିସ। ଏହି ଘଟଣାରେ ସବୁଠାରୁ ଚକିତ କଲାଭଳି ତଥ୍ୟ ହେଉଛି, ଜଣେ ବୟସ୍କ…

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଆସନ୍ତା ୧୧ରେ ଆସାମରେ ନୂଆ ସରକାର ଶପଥ

ଆସାମ ବିଧାନସଭା ନିର୍ବାଚନର ଫଳାଫଳ ପାଇବା ପରେ ରାଜ୍ୟରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ତାଙ୍କ ମନ୍ତ୍ରୀ ପରିଷଦ ସହିତ ପଦରୁ ଇସ୍ତଫା ଦେଇଛନ୍ତି । ଆସନ୍ତା ୧୧ ତାରିଖରେ ଆସାମରେ…

ରାଜ୍ୟପାଳଙ୍କୁ ଭେଟିଲେ ବିଜୟ

ଚେନ୍ନାଇ: ସସପେନ୍ସ ହେଲା ତାମିଲନାଡୁ ରାଜନୀତି। ସଂଖ୍ୟା ଖେଳକୁ ନେଇ ବଢୁଛି ସସପେନ୍ସ। ଦ୍ୱିତୀୟ ଥର ପାଇଁ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେରକରଙ୍କୁ ଭେଟିଛନ୍ତି ଥାଲାପତି ବିଜୟ । ବହୁମତ ସାବ୍ୟସ୍ତ କରିବାକୁ କହିଛନ୍ତି ରାଜ୍ୟପାଳ । ୧୧୮ ବିଧାୟକଙ୍କର ଦସ୍ତଖତ ସହିତ…