Month: May 2026

ଡିସେମ୍ବର ସୁଦ୍ଧା ସମସ୍ତ ଜମି ମାମଲା ଶେଷ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜ୍ୟ ରେ ଆଗକୁ ବନ୍ଦ ହେବ ଭୂ-ଦାନ ଆଇନ । ରାଜ୍ୟରେ ହଟିବ ଜମିଦାରୀ ପ୍ରଥା । ଜମିଦାରୀ ଉଛେଦ ଆଇନ ୬୦ ଦଶକରେ ଆରମ୍ଭ ହୋଇଥିଲା । ଜମିଦାରୀ ପ୍ରଥା ଉଠିଲେ ବି ସରକାରଙ୍କ ପାଖରେ ରହିବ ତଥ୍ୟ। ସାଲାମୀ…

ଭିଜିଲାନ୍ସ ଚଢାଉ, ବହୁ ମୂଲ୍ୟବାନ କାଠ ଜବତ

କଟକ: ଭିଜିଲାନ୍ସ ବଡ଼ ଚଢାଉ। ଜବତ ହୋଇଛି ବହୁ ମୂଲ୍ୟବାନ କାଠ। କଟକ ଭିଜିଲାନ୍ସ ଓ ବନ ବିଭାଗ ମିଳିତ ଚଢାଉ କରି କଟକ ବନଖଣ୍ଡ ଟାଙ୍ଗୀ ସଫା ଗ୍ରାମରୁ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ୍ କରିଛନ୍ତି। ସୂଚନା ମୁତାବକ,…

ଖୋଲିବ ହର୍ମୁଜ୍: ଆମେରିକା ଏବଂ ଇରାନ ମଧ୍ୟରେ ସହମତି!

ନୁଆଦିଲ୍ଲୀ : ଆମେରିକା ଏବଂ ଇରାନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ଚୁକ୍ତିନାମା ହୋଇଥିବା ଖବର ଆସିଛି । ରିପୋର୍ଟ ଅନୁଯାୟୀ, ଉଭୟ ଦେଶ ଆମେରିକୀୟ ନୌସେନା ଅବରୋଧକୁ କମ କରିବାକୁ ଏବଂ ପ୍ରତିବଦଳରେ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ…

ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ଭୁବନେଶ୍ୱର: ଭୁବନେଶ୍ୱରର ବାଲିଅନ୍ତା ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆଙ୍କ ସହିତ କଥା ହୋଇ…

ଭାରତରେ ଅବସ୍ଥାପିତ ନେଦରଲ୍ୟାଣ୍ଡର ରାଷ୍ଟ୍ରଦୂତଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୁଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତରେ ଅବସ୍ଥାପିତ ନେଦରଲ୍ୟାଣ୍ଡର ରାଷ୍ଟ୍ରଦୂତ ମାରିସା ଗେରାର୍ଡସଙ୍କୁ ଭେଟି ଉଭୟ ଦେଶ ମଧ୍ୟରେ ଉଚ୍ଚ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ସହଯୋଗର ନୂତନ ଦିଗ ଉପରେ ଆଲୋଚନା କରିଛନ୍ତି । ଏହି…

ଆଜିର ରାଶିଫଳ

ଆଜି ଶୁକ୍ରବାର, ୮ ମଇ ୨୦୨୬, ଜାଗ୍ରତ ଭାରତ ନ୍ୟୂଜ୍‌ର ସମସ୍ତ ପାଠକଙ୍କ ପାଇଁ ପ୍ରସ୍ତୁତ ଅଛି ଆଜିର ରାଶିଫଳ।​୧. ମେଷ (Aries)​ଫଳାଫଳ: କର୍ମକ୍ଷେତ୍ରରେ ସଫଳତା ମିଳିବ, କିନ୍ତୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।​ଶୁଭ ସଂଖ୍ୟା: ୯ | ଶୁଭ ରଙ୍ଗ:…

ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ମହୋତ୍ସବର ସଜବାଜ

ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ମହୋତ୍ସବର ସଜବାଜ ବରଗଡ଼:୭/୫(ପବିତ୍ର ମେହେର) ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ତରଫରୁ ସ୍ଥାନୀୟ ଏ. ଇ. ମିସନ ସ୍କୁଲ ଠାରେ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ତତ୍ବାବଧାନରେ ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ଦଧିବାବନ…

ପଶ୍ଚିମବଙ୍ଗ ବିଧାନସଭା କୁ ଭଙ୍ଗ କଲେ ରାଜ୍ୟପାଳ

ପଶ୍ଚିମବଙ୍ଗ ବିଧାନସଭା ଭାଙ୍ଗିଲା ପଶ୍ଚିମବଙ୍ଗ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ-ମେ ୭ରୁ ବିଧାନସଭା ଭଙ୍ଗ ନେଇ ନିର୍ଦ୍ଦେଶନାମା-ମମତା ଇସ୍ତଫା ନ ଦେବାରୁ ସାମ୍ବିଧାନିକ ବ୍ୟବସ୍ଥାରେ ଭାଙ୍ଗିଦେଲେ-ମୁଁ ଇସ୍ତଫା ଦେବିନି, ମୋତେ ବହିଷ୍କାର କରନ୍ତୁ କହିଥିଲେ ମମତା Post Views: 22

ତାଳଚେରରେ ବୃଦ୍ଧି ପାଉଛି ଚୋରୀ ରାହାଯାନୀ ପୋଲିସ ନିରବଦ୍ରଷ୍ଟା କାହିଁକି

ତାଳଚେରରେ ବୃଦ୍ଧି ପାଉଛି ଚୋରୀ ରାହାଯାନୀ ପୋଲିସ ନିରବଦ୍ରଷ୍ଟା କାହିଁକି ତାଳଚେର, ୦୭/୦୫ ତାଳଚେର ସହରରେ ଏବେ ଚୋରୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିଲେ ମଧ୍ୟ ପୋଲିସ୍ ନିରବତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ କେବଳ ତାଳଚେର ପୋଲିସ୍…

ଢ଼ାବା, ହୋଟେଲ, ରେଷ୍ଟୁରାଂଟରେ ଚଢ଼ାଉ

ଢ଼ାବା, ହୋଟେଲ, ରେଷ୍ଟୁରାଂଟରେ ଚଢ଼ାଉ ତାଳଚେର, ୦୭/୦୫ ତାଳଚେର ପୋଲିସ ସହାୟତାରେ ଖାଦ୍ୟନିରାପତା ବିଭାଗ ଅଧିକାରୀ ସୁମିତ ସୌରଭ ପରିଡ଼ା, ହରପ୍ରିୟା ବେହେରା, ଶ୍ରୀବନ୍ତ ଖଣ୍ଡଗିରି ବିଭିନ୍ନ ହୋଟେଲ, ଢ଼ାବା, ରେଷ୍ଟୁରାଂଟ, ଲସି ଦୋକାନ, ଦହିବରା ଦୋକାନ ଖୁଚୁରା ଦୋକାନ ଗୁଡ଼ିକରେ…