Month: May 2026

ପୁଡୁଚେରୀ: ଟ୍ରେଣ୍ଡରେ ବିଜେପି ମେଣ୍ଟ

ପୁଡୁଚେରୀ: ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ମେଣ୍ଟ ୨୨ଟି ଆସନରେ ଦୃଢ଼ ନେତୃତ୍ୱ ନେଉଥିବା ବେଳେ କଂଗ୍ରେସ ମେଣ୍ଟ ୬ଟି ଆସନରେ ଆଗୁଆ ଥିବା ଦେଖାଯାଉଛି। ପୁଡୁଚେରୀର ମୋତିଲାଲ ନେହେରୁ ସରକାରୀ ପଲିଟେକ୍ନିକ୍ କଲେଜରେ ସ୍ଥାପିତ ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା…

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତୃଣମୂଳ କଂଗ୍ରେସ ଠାରୁ ବିଜେପି ବଡ ବ୍ୟବଧାନରେ ଜିତୁଥିବା ଦେଖାଯାଉଛି। ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଜେପି ୨୦୮ ଆସନରେ ବିଜୟୀ/ ଆଗୁଆ ଥିବା ବେଳେ ଟିଏମସି କୁ ୭୯…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜ୍ ବିଶେଷ ଉପସ୍ଥାପନା: ଆଜିର ରାଶିଫଳ (୫ ମଇ ୨୦୨୬, ମଙ୍ଗଳବାର) ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ଜାଣନ୍ତୁ ୧୨ଟି ରାଶିର ସମ୍ପୂର୍ଣ୍ଣ ଫଳାଫଳ, ଶୁଭ ରଙ୍ଗ, ସମୟ ଏବଂ ପ୍ରତିକାର। ମେଷ ରାଶି ବୃଷ…

ସିମି ସାହୁ ଗେଙ୍ଗୁଟିଆ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ତରରେ ସର୍ବୋଚ୍ଚ ନମ୍ବର ୫୦୭ ନମ୍ବର ଶତକଡା ୮୪ ଦଶମିକ ୫ ବିଦ୍ୟାଳୟରେ ୧ମ ସ୍ଥାନ ଅଧିକାର କରିଛନ୍ତି

୨୦୨୬ ହାଇସ୍କୁଲ ସାର୍ଟାଫିକେଟ ପରୀକ୍ଷାରେ ପ୍ରଦୀପ ସାରେ ଙ୍କ ଟିଉସନ ଛାତ୍ରୀ ସିମି ସାହୁ ଗେଙ୍ଗୁଟିଆ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ତରେ ସର୍ବାଗ୍ରେ ସର୍ବୋଚ୍ଚ ନମ୍ବର ୫୦୭ ନମ୍ବର ଶତକଡା ୮୪ ଦଶମିକ ୫ ବିଦ୍ୟାଳୟରେ ୧ମ ସ୍ଥାନ ଅଧିକାର…

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ ବାଲିଗୁଡା, ତା, ୦୪/୦୫:(ସୁଶୀଳ କୁମାର ପାଣିଗ୍ରାହୀ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରେ ବିଜେପି ର ବିପୁଳ ବିଜୟ ପରେ କନ୍ଧମାଳ ଜିଲ୍ଲା ବାଲିଗୁଡା…

ମମତା ବାନାର୍ଜୀ ପଛୁଆ

ମମତା ବାନାର୍ଜୀ ପଛୁଆ ଅଛନ୍ତି। ଭବାନୀପୁର ଆସନରେ ମମତା ବାନାର୍ଜୀ ପଛୁଆ ରହିଥିବା ବେଳେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୫୬୩ ଭୋଟ୍‌ରେ ପଛୁଆ ରହିଥିବା ସଦ୍ୟ ସୁଚନା। Post Views: 22

ଉଦ୍‌ଯାପିତ ହେଲା ତାଳଚେର ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ଉଦ୍‌ଯାପିତ ହେଲା ତାଳଚେର ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳାତାଳଚେର, ୦୪/୦୫ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଚାଲିଥିବା ତ୍ରିଦିବସୀୟ ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ରବିବାର ଉଦ୍‌ଯାପିିତ ହୋଇଯାଇଛି । ତାଳଚେର ସଙ୍କୁଳ ସଂଯୋଜକ ତଥା ତାଳଚେର…

କମୁଛି ଭୂତଳ ଜଳସ୍ତର, ବଢ଼ୁଛି ପାନୀୟ ଜଳସମସ୍ୟା

କମୁଛି ଭୂତଳ ଜଳସ୍ତର, ବଢ଼ୁଛି ପାନୀୟ ଜଳସମସ୍ୟା ତାଳଚେର, ୦୪/୦୫ କିଛି ବର୍ଷ ହେବ ଭୂତଳ ଜଳସ୍ତର କମୁଥିବା ବେଳେ ପାନୀୟଜଳ ସମସ୍ୟା ଏହି ଅଂଚଳରେ ବୃଦ୍ଧି ପାଇବାର ଦେଖାଯାଉଛି । ଏନେଇ ବ୍ଲକର ଲୋକମାନେ ମଧ୍ୟରେ ଦିନକୁ ଦିନ ହତାଶ…

ଗ୍ରାହକଙ୍କ ପାଖରେ ଅନ୍‌ଲାଇନ୍ ପାର୍ସଲ୍ ପହଞ୍ଚାଉଛନ୍ତି ଡେଲିଭରୀ ବୟ

ଗ୍ରାହକଙ୍କ ପାଖରେ ଅନ୍‌ଲାଇନ୍ ପାର୍ସଲ୍ ପହଞ୍ଚାଉଛନ୍ତି ଡେଲିଭରୀ ବୟ ତାଳଚେର, ୦୪/୦୫ ତାଳଚେର ସହର ଗ୍ରୀଷ୍ମର ପ୍ରକୋପ ଦିନକୁ ଦିନ ବୃଦ୍ଧି ପଇବାରେ ଲାଗିଛି । ଅସହ୍ୟ ଗ୍ରୀଷ୍ମତାପରେ ପଶୁପକ୍ଷୀଙ୍କ ଠାରୁ ଆରମ୍ଭ କରି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲଣି । ଅତ୍ୟନ୍ତ…

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି । ଅନୁଗୋଳ, ଳ,ତା.୦୪.୦୫:- ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମରେ ୩୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ୩୪ଟି…