Month: May 2026

୬୩ଜନ ଅଭିଯୋଗ ଶୁଣାଣି ରେ କାର୍ଯ୍ୟକାରୀ କେତେ…………?

୬୩ଜନ ଅଭିଯୋଗ ଶୁଣାଣି ରେ କାର୍ଯ୍ୟକାରୀ କେତେ…………? ଭଟଲି (ଅଭିମନ୍ୟୁ ପଧାନ ) : ଭଟଲି ପଞ୍ଚାୟତ ସମିତି ସଭାଗୃହରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲ, ଜିଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନାଙ୍କ ଅନୁପସ୍ଥିତିରେ…

ନୁଆ ନୁଆ ବୁଦ୍ଧି ଖଟେଇଲେ କ୍ରିମିନାଲ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ

ଭୁବନେଶ୍ବର: ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ। ଆମ୍ବୁଲାନ୍ସର ସିକ୍ରେଟ୍ ଚାମ୍ବରରେ ଚାଲାଣ ବେଳେ ଧରିଲା ନୟାପଲ୍ଲୀ ଥାନା ପୋଲିସ। ଆମ୍ବୁଲାନ୍ସ ଜବତ ସହ ୨ ବେପାରୀଙ୍କୁ ଗିରଫ କରାଯାଇଛି। Post Views: 41

ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ୱ ଶର୍ମା!

ଆସାମ, ୪।୫: ଆସାମରେ ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତ ୮୧ ଆସନ ଜିତି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛି। ଆସାମରେ ବିଜେପିର ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ବିଜୟ ହୋଇଛି । ହିମନ୍ତ ଜାଲୁକବାଡ଼ି ଆସନରୁ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ବିଦିଶା ନିୟୋଗଙ୍କୁ…

ଉପନିର୍ବାଚନରେ ବି ବିଜେପିର ବାଜିମାତ

ନୁଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ସହିତ, କର୍ଣ୍ଣାଟକ, ନାଗାଲାଣ୍ଡ, ତ୍ରିପୁରା, ଗୁଜୁରାଟ ଏବଂ ମହାରାଷ୍ଟ୍ରର ସାତଟି ଆସନରେ ଅନୁଷ୍ଠିତ ଉପନିର୍ବାଚନ ପାଇଁ ଭୋଟ ଗଣତି ଆଜି ହୋଇଛି । ଏହି ଉପନିର୍ବାଚନରେ ​​ବିଜେପି ଚମତ୍କାର ପ୍ରଦର୍ଶନ କରିଛି। ବିଜେପି ଗୁଜୁରାଟର…

ଟିଭିକେକୁ କଂଗ୍ରେସର ସମର୍ଥନ !

ନୁଆଦିଲ୍ଲୀ: ଟିଭିକେ ସହ ହାତ ମିଳାଇ ପାରେ କଂଗ୍ରେସ । ଏଆଇସିସିର ଦୃଷ୍ଟି ଆକର୍ଷଣ କଲା ତାମିଲନାଡୁ କଂଗ୍ରେସ ଶାଖା । ୫ ଆସନ ଜିତିଥିବା କଂଗ୍ରେସ ଟିଭିକେକୁ ସମର୍ଥନ ଦେବା ସମ୍ଭାବନା ରହିଛି । ବହୁମତଠାରୁ ଅଳ୍ପ ଦୂରରେ ରହିଛି…

ଐତିହାସିକ ବିଜୟ ଜନସେବା ପ୍ରତି ଆମର ପ୍ରତିବଦ୍ଧତାର ପ୍ରତିଫଳନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିର ଏହି ଐତିହାସିକ ନିର୍ବାଚନରେ ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀର ଜନସାଧାରଣ ଯେଉଁ ଜନମତ ଦେଇଛନ୍ତି, ତାହା ଗଣତନ୍ତ୍ରର ବିଜୟ । ଆମ ଦଳର ନୀତି ଓ ଆଦର୍ଶ ଉପରେ ଲୋକଙ୍କର ଭରସା ବୃଦ୍ଧି ପାଇଛି । ଏହି ବିଜୟ…

ଭୁବନେଶ୍ୱରରେ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ

ଭୁବନେଶ୍ୱର: ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କର୍ମକର୍ତ୍ତାଙ୍କ ଗହଣରେ ପାଳିଲେ ବିଜୟ ଉତ୍ସବ । ଆଜି ୫ ରାଜ୍ୟର ନିର୍ବାଚନ ଫଳାଫଳ ଗଣତି କରାଯାଉଛି । ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ପୁଡୁଚେରୀରେ ନିର୍ବାଚନ ଫଳାଫଳ…

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୁବର୍ଣ୍ଣପୁର ଗସ୍ତ: ସହରାଂଚଳ ଉନ୍ନୟନ କାର୍ଯ୍ୟର ସମୀକ୍ଷା ଓ ନୂତନ ପ୍ରକଳ୍ପର ଶୁଭାରମ୍ଭ

ସୁବର୍ଣ୍ଣପୁର : ଓଡିଶା ସରକାରଙ୍କ ଗୃହ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନା କକ୍ଷରେ ସୋନପୁର ପୌର ପରିଷଦ ସହ ବିନିକା ଓ ତରଭା…

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ବିଜେପିର ଐତିହାସିକ ବିଜୟ, କ୍ଷମତାଚ୍ୟୁତ ହେଲା ଟିଏମସି

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ବିଜେପିର ଐତିହାସିକ ବିଜୟ, କ୍ଷମତାଚ୍ୟୁତ ହେଲା ଟିଏମସି ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି, ଯେଉଁଥିରେ ଏକ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦୀର୍ଘ ୧୫ ବର୍ଷର ତୃଣମୂଳ କଂଗ୍ରେସ…