ଧର୍ମେନ୍ଦ୍ରଙ୍କ ଘର ଘେରାଉ କରିବାକୁ ପ୍ରୟାସ କଲେ ପ୍ରଦେଶ ଛାତ୍ର କଂଗ୍ରେସ
ଭୁବନେଶ୍ୱର: ଗତକାଲି ମେ ୨୭ ତାରିଖ (ବୁଧବାର) ସନ୍ଧ୍ୟାରେ ପ୍ରଦେଶ ଛାତ୍ର କଂଗ୍ରେସ ତରଫରୁ ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ପୂର୍ବତନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ…
