ଜିନ୍ଦଲ ଷ୍ଟିଲ ପକ୍ଷରୁ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ-ଜିନ୍ଦଲ ନଗରରେ ବିଶାଳ ଯୋଗ ଶିବିର ଆୟୋଜିତ
ଅନୁଗୋଳ, ଜୁନ ୨୨, ୨୦୨୬: ଜିନ୍ଦଲ ଷ୍ଟିଲର ଅନୁଗୋଳ କାରଖାନାରେ ଉତ୍ସାହ ଓ ଉଦ୍ଦୀପନାର ସହିତ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ‘ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ’ ଥିମ୍କୁ ଆଧାର କରି ଆୟୋଜିତ ଏହି…
