Month: June 2026

ଆଜିର ରାଶିଫଳ

ଆଜିର ରାଶିଫଳ (୨୨ ଜୁନ୍, ୨୦୨୬) – ଜାଗ୍ରତ ଭାରତ ନ୍ୟୂଜ୍ ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ସେନେଇ ସଂକ୍ଷିପ୍ତ ଆକଳନ ନିମ୍ନରେ ପ୍ରଦାନ କରାଗଲା: ରାଶି ଶୁଭ ଫଳାଫଳ ଶୁଭ ସଂଖ୍ୟା ଶୁଭ ରଙ୍ଗ ଶୁଭ ସମୟ…

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ : ୭ ମୃତ, ୬୦ରୁ ଉର୍ଦ୍ଧ୍ବ ଗୁରୁତର

ତାମିଲନାଡୁ : ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଅଘଟଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୦ରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ଏହି ଅଘଟଣ ତାମିଲନାଡ଼ୁ ତିରୁଭାଲୁର୍ ଜିଲ୍ଲା ପେରିୟାପାଲାୟାମ ସ୍ଥିତ…

ଲୋକ ଭବନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଭୁବନେଶ୍ୱର: ରବିବାର ଦିନ ଲୋକ ଭବନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ନିଉ ଅଭିଷେକ ହଲଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଓ ରାଜ୍ୟର ମାନ୍ୟବର ପ୍ରଥମ…

କେନ୍ଦୁଝରରେ ଖରିଫ ପ୍ରସ୍ତୁତି ଓ କୃଷି କାର୍ଯ୍ୟର ସମୀକ୍ଷା କଲେ ଉପ-ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ

ଭୁବନେଶ୍ୱର/କେନ୍ଦୁଝର: ଓଡ଼ିଶା ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କୃଷି କାର୍ଯ୍ୟକ୍ରମ ଏବଂ ଆଗାମୀ ଖରିଫ-୨୦୨୬ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।…

ତ୍ରିରାଷ୍ଟ୍ରୀୟ ସିରିଜ ଜିତିଲା ଭାରତ: ୬୬ ରନରେ ହାରିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଭାରତ ତ୍ରିରାଷ୍ଟ୍ରୀୟ ସିରିଜ ଜିତିଛି। ଟିମ୍ ଇଣ୍ଡିଆ ୬୬ ରନରେ ଫାଇନାଲ ମ୍ୟାଚ୍ ଜିତିଛି। ବୈଭବ ସୂର୍ଯ୍ୟବଂଶୀ ଭାରତର ବିଜୟର ନାୟକ ଥିଲେ। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ ଏକତରଫା ଥିଲା। ପ୍ରଥମେ…

ଚମ୍ପୁଆବ୍ଲକ୍ ଅନ୍ତର୍ଗତରେ ପାଖାପାଖି ସାତଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଚମ୍ପୁଆବ୍ଲକ୍ ଅନ୍ତର୍ଗତରେ ପାଖାପାଖି ସାତଫୁଟ ଲମ୍ବର ଅଜଗର ସାପ ଉଦ୍ଧାର। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ତଥା ଚମ୍ପୁଆବ୍ଲକ ଅନ୍ତର୍ଗତରେ ପାଖାପାଖି ସାତଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ତଥା ଚମ୍ପୁଆ ବ୍ଲକ୍…

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ ବାଲିଗୁଡ଼ା, ତା, ୨୧/୦୬:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର କଟାରି ସାହି ନିକଟସ୍ଥ କନ୍ଧମାଳ ମହିଳା ସମବାୟ ସମିତି ଦ୍ୱାରା ପରିଚାଳିତ ଖଲି ଗୋଦାମ ରେ…

କଳମଛୁଇଁ ଶିଶୁମନ୍ଦିରରେ ଅନ୍ତର୍ଜାତୀୟ ଯୋଗ ଦିବସ

କଳମଛୁଇଁ ଶିଶୁମନ୍ଦିରରେ ଅନ୍ତର୍ଜାତୀୟ ଯୋଗ ଦିବସ ତାଳଚେର, ୨୧/୦୬ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନାଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଯୋଗଶିବିରରେ ଅତିଥି ଭାବରେ…

ବିପୁଳ ପରିମାଣର ବିଦେଶୀ ମଦ ଜବତ : ୧ଗିରଫ

ବିପୁଳ ପରିମାଣର ବିଦେଶୀ ମଦ ଜବତ : ୧ଗିରଫ ତାଳଚେର, ୨୧/୦୬ ବରଗଡ଼ ଅଂଚଳର ସିମେଂଟ ନଗରଗ୍ରାମର ଅନାମ ମହାନନ୍ଦଙ୍କ ପୁଅ ରବିନ୍ଦ୍ର ନାଥ ମହାନନ୍ଦ (୪୬) ତାଙ୍କ ଲିଖିତ ଏତଲା ଉପରେ ତାଳଚେର ଥାନା ଏକ ମାମଲା ରୁଜୁକରି ଅଭିଯୁକ୍ତ…

ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ଆନ୍ତର୍ଜାତିକ ଯୋଗଦିବସ ପାଳନ

ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ଆନ୍ତର୍ଜାତିକ ଯୋଗଦିବସ ପାଳନତାଳଚେର, ୨୧/୦୬ ଆନ୍ତର୍ଜାତିକ ଯୋଗଦିବସ ୨୦୨୬ କାର୍ଯ୍ୟକ୍ରମକୁ ଏନଟିପିସି ତାଳଚେର ଥର୍ମାଲର ମୁଖ୍ୟ ଅତିଥି ପ୍ରବୀର କୁମାର ମହାପ୍ରବନ୍ଧକ, ସାଗରୀକ ଲେଡ଼ିଜ୍ କ୍ଲବ ସଭାପତି ବିଭା ଅଗ୍ରାୱାଲ, ରୋହିତ କୁମାର ଏଜିଏମ ଏବଂ…