Month: June 2026

୪୭ ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ: ମନମୋହନ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ନେଇ ମନମୋହନ ସାମଲ ପ୍ରେସମିଟ କରି କହିଛନ୍ତି , କାଲି ଓଡିଶା ପାଇଁ ଏକ ସ୍ମରଣୀୟ ଦିନ ହେବ । ଗୋଟେ ମଞ୍ଚଞ୍ଚରେ ଉପସ୍ଥିତ ରହିବେ ରାଷ୍ଟ୍ରପତି…

ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି

କୋରାପୁଟ: କୋରାପୁଟ ଜିଲାର କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ସତ୍ୟନାରାୟଣ ସେଠୀଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢ଼ାଉରେ ଏ ପର୍ଯ୍ୟନ୍ତ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି। ଜଟଣୀରେ ଏକ ୨-ବିଏଚେ୍‌କେ ଫ୍ଲାଟ,…

ଏନଏଲସିଆଇଏଲ ତାଳବିରା ଓସିପି-ଦ୍ୱିତୀୟ ଓ ତୃତୀୟ ପ୍ରକଳ୍ପରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ

ଏନଏଲସିଆଇଏଲ ତାଳବିରା ଓସିପି-ଦ୍ୱିତୀୟ ଓ ତୃତୀୟ ପ୍ରକଳ୍ପରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ ସମ୍ବଲପୁର(ନରେନ୍ଦ୍ର ସାହୁ)ଜାଗ୍ରତ ଭାରତ ନିୟୁଜ: ଚାଲୁଥିବା ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ସ୍ୱଚ୍ଛତା ପକ୍ଷୱାଡା-୨୦୨୬ ଅବସରରେ ଏନଏଲସି ଇଣ୍ଡିଆ ଲିମିଟେଡ୍ (ଏନଏଲସିଆଇଏଲ) ତାଳବିରା ଓସିପି-ଦ୍ୱିତୀୟ ଓ ତୃତୀୟ…

କେନ୍ଦୁଝର ଜିଲ୍ଲାରେ ଗୋଠଛଡା ଦନ୍ତାହାତୀ ଉତ୍ପାତ୍ ଘରଭାଙ୍ଗି ଖାଇଗଲା ଚାଉଳ

କେନ୍ଦୁଝର ଜିଲ୍ଲାରେ ଗୋଠଛଡା ଦନ୍ତାହାତୀ ଉତ୍ପାତ୍ ଘରଭାଙ୍ଗି ଖାଇଗଲା ଚାଉଳ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡରେ ଗୋଠ ଛଡ଼ା ଦନ୍ତା ହାତୀର ଉପଦ୍ରବ। ଘରଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଲା ଗୋଠଛଡ଼ା ଦନ୍ତା ହାତୀ। ଗତକାଲି ମୟୁରଭଞ୍ଜ ଜିଲ୍ଲାରୁ କେନ୍ଦୁଝରଜିଲ୍ଲା…

ବେଲପାହାଡ଼ରେ ରାଜନୈତିକ ସରଗରମ, ୨୪ରେବେଲପାହାଡ ନଗରପାଳଙ୍କ ବିରୋଧରେ ହେବ ଅନାସ୍ଥା ଭୋଟ

::ବେଲପାହାଡ଼ରେ ରାଜନୈତିକ ସରଗରମ, ୨୪ରେବେଲପାହାଡ ନଗରପାଳଙ୍କ ବିରୋଧରେ ହେବ ଅନାସ୍ଥା ଭୋଟ:: ବେଲପାହାଡ:୧୮/୬(ଯୋଗେଶ୍ୱର ସାହୁ) ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରପରିଷଦ ନଗରପାଳ ନିମାଇଁ ଚରଣ (ବୁଲୁ) ପଣ୍ଡାଙ୍କ ବିରୋଧରେ ଆସନ୍ତା ୨୪ ତାରିଖ ପୂର୍ବାହ୍ନ ୧୧ ଟାରେ ଅନାସ୍ଥା ଭୋଟ ହେବ…

ଭିଜିଲାନ୍ସ ଜାଲରେ ଡେଲାଙ୍ଗ ଫରେଷ୍ଟର

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତି ବିରୋଧୀ ଅଭିଯାନ ଅଧୀନରେ ପୁଣି ଥରେ ଭିଜିଲାନ୍ସ ଏକ ବଡ଼ ସଫଳତା ହାସଲ କରିଛି । ଡେଲାଙ୍ଗ ଅଞ୍ଚଳର ଫରେଷ୍ଟର ରାକେଶ ପଣ୍ଡାଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ନେଇଥିବା ସମୟରେ ଭିଜିଲାନ୍ସ ଟିମ୍ ଧରିଛି ।…

ଅଳ୍ପକେ ବର୍ତ୍ତିଲେ ସ୍ୱାସ୍ଥ୍ୟମନ୍ତ୍ରୀ

କେନ୍ଦୁଝର: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୟୁରଭଞ୍ଜ ଯାଉଥିବା ବେଳେ ଏନଏଚ- ୪୯ ନିକଟ ଜଗମୋହନପୁରରେ ଦୁର୍ଘଟଣା ଘଟିଛି । ଆଗରେ ଥିବା ପାଇଲଟ ଗାଡି ହଠାତ ବ୍ରେକ ମାରିବାରୁ ଦୁର୍ଘଟଣା ସୂଚନା ଦେଇଛନ୍ତି । ଦୁର୍ଘଟଣା…

RSS କାର୍ଯ୍ୟାଳୟ ଉପରେ ଆକ୍ରମଣ ଘଟଣା: ଅଭିଯୁକ୍ତମାନଙ୍କ ପାକିସ୍ତାନ ଲିଙ୍କ

ନୂଆଦିଲ୍ଲୀ – ରାଞ୍ଚିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) କାର୍ଯ୍ୟାଳୟ ଉପରେ ଆକ୍ରମଣ ଘଟଣାରେ ଏକ ପାକିସ୍ତାନୀ ଲିଙ୍କ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆକ୍ରମଣର ତିନି ଅଭିଯୁକ୍ତ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ସହିତ ଯୋଗାଯୋଗରେ ଥିଲେ। ISI ସେମାନଙ୍କୁ…

ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ, ୧୨୮ ଜଣ ଡାକ୍ତରଙ୍କ ଉପରେ ନେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର – ଦୀର୍ଘଦିନ ଧରି ଡାକ୍ତରଖାନା ନଆସି, ରୋଗୀ ସେବାରୁ ବିରତ ରହୁଥିବା ଡାକ୍ତର ମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଓଡିଶାର ବିଭିନ୍ନ ଡାକ୍ତରଖାନାରେ ୧୨୮ ଜଣ ମେଡିକାଲ ଅଫିସର ଓ…

ଭାରତ ପାଇଁ ଖୁସି ଖବର: ହରମୁଜ୍ ଛାଡ଼ିଲା ୪୦ ଟି ଏଲପିଜି ଟ୍ୟାଙ୍କର

ଫେବୃଆରୀ ମାସରୁ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଚାଲିଛି, ଯାହା ଭାରତ ସମେତ ଅନେକ ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଛି। ବିଶେଷକରି ଭାରତ ତେଲ ଏବଂ ଗ୍ୟାସ ଅଭାବର ସମ୍ମୁଖୀନ ହୋଇଛି। କିନ୍ତୁ ବର୍ତ୍ତମାନ ଯେତେବେଳେ ଦୁଇ ଦେଶ ମଧ୍ୟରେ…