Month: June 2026

ବିଶିଷ୍ଟ ଶିକ୍ଷାବିତ୍ ଘନଶ୍ୟାମ ସାହାଣୀଙ୍କ ଏକାଦଶାହ ଉପଲକ୍ଷେ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଧନା କାର୍ଯ୍ୟକ୍ରମ ସହ ସ୍କୁତିସଭା ଅନୁଷ୍ଠିତ

ବିଶିଷ୍ଟ ଶିକ୍ଷାବିତ୍ ଘନଶ୍ୟାମ ସାହାଣୀଙ୍କ ଏକାଦଶାହ ଉପଲକ୍ଷେ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଧନା କାର୍ଯ୍ୟକ୍ରମ ସହ ସ୍କୁତିସଭା ଅନୁଷ୍ଠିତ ଯାଜପୁର —– ଯାଜପୁର ଜିଲ୍ଲା ବିଞ୍ଝାରପୁର ନିକଟସ୍ଥ ହାଟସାହୀ ଠାରେ ଆଜି ବିଶିଷ୍ଟ ଶିକ୍ଷାବିତ୍ ଘନଶ୍ୟାମ ସାହାଣୀଙ୍କ ଏକାଦଶାହ ଉପଲକ୍ଷେ ପୁସ୍ତକ…

ଅଙ୍ଗନବାଡି଼ କର୍ମୀଙ୍କୁ ମିଳିବ ସ୍ମାର୍ଟଫୋନ୍

ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଲେଡି ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ କରିଛନ୍ତି। ଓଡ଼ିଶା ସରକାର ପ୍ରାୟ ୮୦ ହଜାର ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ କରିବେ। ଏହି ସ୍ମାର୍ଟଫୋନ୍‌ରେ ମହିଳା ଓ ଶିଶୁ…

ମେଡିକାଲ୍ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁ ଗିରଫ

ମୟୂରଭଞ୍ଜ: କାଠଯୋଡ଼ି ନଦୀରୁ ମେଡିକାଲ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ତାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ ମୟୂରଭଞ୍ଜରୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ତ୍ରିକୋଣୀୟ ପ୍ରେମ ସମ୍ପର୍କ ଯୋଗୁଁ ଚନ୍ଦ୍ରିକା ମାନସିକ ଚାପରେ ଥିବା ଏବଂ…

କ୍ୟାବିନେଟ ବୈଠକ : ୮ ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ବର : ଲୋକସେବା ଭବନରେ ଆୟୋଜିତ କ୍ୟାବିନେଟ ବୈଠକରେ ୬ଟି ବିଭାଗର ୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ପ୍ରସ୍ତାବ ରେ ଓଡିଶା ହସ୍ତଶିଳ୍ପ ଅମଲା…

ଓଡିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କରମୁକ୍ତ ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ…

ରିଲିଜ ପୂର୍ବରୁ ଟ୍ୟାକ୍ସ ଫ୍ରି ହେଲା କଙ୍ଗନାଙ୍କ “ଭାରତ ଭାଗ୍ୟ ବିଧାତା”

ନୁଆଦିଲ୍ଲୀ: ନିକଟରେ କଙ୍ଗନା ରାଣାୱତଙ୍କ ଫିଲ୍ମ “ଭାରତ ଭାଗ୍ୟ ବିଧାତା”ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସାମିଲ ହୋଇଥିଲେ। ମୁକ୍ତିଲାଭ ପୂର୍ବରୁ ଫିଲ୍ମଟିକୁ ଏବେ ଦିଲ୍ଲୀରେ କରମୁକ୍ତ ଘୋଷଣା କରାଯାଇଛି। ଯାହାକୁ ନେଇ…

ଓମାନ ତଟରେ ତୈଳ ଟ୍ୟାଙ୍କର ଉପରେ ଆମେରିକାର ଆକ୍ରମଣ, ୩ ଭାରତୀୟ ନାବିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଓମାନ ତଟ ନିକଟରେ.ଏକ ତୈଳ ଟ୍ୟାଙ୍କର ସେଟେବେଲୋ ଉପରେ ଆକ୍ରମଣ ହୋଇଛି । ଆକ୍ରମଣ ପରେ ଟ୍ୟାଙ୍କର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଏଥିରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ୩ ଭାରତୀୟ…

ଗୃହିଣୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ଘର କାମ କରୁଥିବା ମହିଳାଙ୍କୁ ମାସକୁ ମିଳିବ ୩୦ ହଜାର ଟଙ୍କା

ଘର କାମର ମିଳିଲା ବଡ଼ ସ୍ୱୀକୃତି ! । ଗୃହିଣୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ସୁପ୍ରିମକୋର୍ଟ କହିଲେ, ଗୃହିଣୀମାନେ ହେଉଛନ୍ତି ‘ରାଷ୍ଟ୍ର ନିର୍ମାତା’। ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାରେ ଏଣିକି ମାସିକ ୩୦ ହଜାର ଟଙ୍କା ହିସାବରେ ମିଳିବ…

ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମାଗଣା ବସ୍‌ରେ ଯିବେ ନିଟ୍‌ (UG) ପରୀକ୍ଷାର୍ଥୀ

ଭୁବନେଶ୍ବର: ବଡ଼ ଘୋଷଣା କଲେ ରାଜ୍ୟ ସରକାର । ନିଟ୍ ୟୁଜି ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା । ଆଡମିଟ୍‌ କାର୍ଡ ଦେଖାଇ ପରୀକ୍ଷାର୍ଥୀ OSRTC ବସରେ ମାଗଣାରେ ଯାଇପାରିବେ । ପରୀକ୍ଷା କେନ୍ଦ୍ରରେ ସହଜରେ ପହଞ୍ଚିବା ପାଇଁ ମାଗଣା…

ବାରହା ଆକ୍ରମଣରେ ଯୁବକ ଗୁରୁତର

ପର୍ଜଙ୍ଗ: ପର୍ଜଙ୍ଗ ଥାନା ଲୋଧଣୀ ଗ୍ରାମର ସୁରେଶ ରାଉତଙ୍କ ପୁଅ ସୁଦର୍ଶନ ରାଉତ (୪୮) ଗୁରୁବାର ଦିନ ରାତି ପ୍ରାୟ ୯ଟା ବେଳେ ସାଙ୍ଗ ରମେଶ ସାହୁଙ୍କ ସହ ପାଳସାହି ଗାଁକୁ ନାଚ ଦେଖିବାକୁ ଯାଉଥିବା ବେଳେ, ତାଙ୍କ ମୋଟର ସାଇକେଲ…