Month: June 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

ଚଳିତ ମାସ ୧୯ ଓ ୨୦ ତାରିଖରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ନିର୍ବିଘ୍ନ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି କଟକସ୍ଥିତ ରାଜ୍ୟ ପୋଲିସ…

ଦୀଘାରୁ ହଟିଲା ଧାମ ଶବ୍ଦ

ପଶ୍ଚିମବଙ୍ଗ: ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇଲେ ବେଙ୍ଗଲ ସରକାର । କାଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା ପରେ ହଟିଲା ଧାମ ଶବ୍ଦ । ନିର୍ମିତ ଫାଟକରେ ଲେଖା ଯାଇଥିବା ଫଳକ କାଢି ନିଆଗଲା । ଜଗନ୍ନାଥ ଧାମ…

ସୁଧାଂଶୁ ଶେଖର ବଡ଼ପଣ୍ଡା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ସଦସ୍ୟ ଭାବେ ଶପଥ ଗ୍ରହଣ କଲେ

ଭୁବନେଶ୍ୱର: ସୁଧାଂଶୁ ଶେଖର ବଡ଼ପଣ୍ଡା ଆଜି ପୂର୍ବାହ୍ନ ୧୧:୦୦ ଟାରେ ଭୁବନେଶ୍ୱରସ୍ଥିତ ଓଇଆରସିର ଶୁଣାଣି ପ୍ରକୋଷ୍ଠରେ ଆୟୋଜିତ ଏକ ସମାରୋହରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି।ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ…

ଆନ୍ଦୋଳନ ମୁହାଁ ଓଡିଶା କଳିଙ୍ଗ ଉତ୍କଳ ହେମାଳି ମହାସଂଘ

::ଆନ୍ଦାଳନ ମୁହାଁ ଓଡିଶା କଳିଙ୍ଗ ଉତ୍କଳ ହେମାଳି ମହାସଂଘ:: ବରଗଡ:୯/୬(ପବିତ୍ର ମେହେର) ପେଟି କଣ୍ଟାକ୍ଟର କୁ ହଟାଇ ଦିଅ, ଶ୍ରମିକଙ୍କ ପାଉଣା ଶ୍ରମିକଙ୍କୁ ମିଳୁ, ସରକାର ତମେ ଆମର ଦାବୀ ପୂରଣ କର.?O.S.W.C,C.W.C, F. C. I., P.G, ଷ୍ଟେଟ ଗଭମେଣ୍ଟ…

ତାଳଚେର ତହଦସିଲ ସାଜିଛି ଦୁର୍ନିତୀର ଗନ୍ତାଘରଅମିନ ଚଢ଼ୁଛନ୍ତି ନାମୀଦାମୀ କାର୍‌

ତାଳଚେର ତହଦସିଲ ସାଜିଛି ଦୁର୍ନିତୀର ଗନ୍ତାଘରଅମିନ ଚଢ଼ୁଛନ୍ତି ନାମୀଦାମୀ କାର୍‌ତାଳଚେର, ୧୦/୦୬ ତାଳଚେର ତହସିଲ ନୂତନ କାର୍ଯ୍ୟାଳୟ ଭିତରେ ଅଫିସ୍ କର୍ମଚାରୀ ଏବଂ ତହସିଲଦାର କେଉଁଠି କେଉଁ ଅଧିକାରୀମାନେ ବସୁଛନ୍ତି, ଅଧିକାଂଶ ଗୃହ ସମ୍ମୁଖରେ ନାମଫଳକ ରହୁନଥିବାରୁ ଦୂରଦୂରାନ୍ତରୁ ଆସୁଥିବା ବରିଷ୍ଠ…

ନଦୀବୁଡ଼ି ଘଟଣା ପରେ ସତର୍କ ହେବାକୁ ପୋଷ୍ଟର ମାରିଲା ତାଳଚେର ପୋଲିସ୍‌

ନଦୀବୁଡ଼ି ଘଟଣା ପରେ ସତର୍କ ହେବାକୁ ପୋଷ୍ଟର ମାରିଲା ତାଳଚେର ପୋଲିସ୍‌ତାଳଚେର, ୧୦/୦୬ ତାଳଚେର ହାଣ୍ଡିଧୂଆଁ ଷ୍ଟେସନ ଅଂଚଳରୁ ପ୍ରାୟ ୮ଜଣ ଯୁବକ ୪ଟି ବାଇକରେ ବ୍ରାହ୍ମଣୀନଦୀ କଲମ୍ବୁରୀ ତୁଠକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଜଣଙ୍କର ଗୋଡ଼ ଖସିିଯିବାରୁ…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ ସଚେତନତା କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ତାଳଚେର, ୧୦/୦୬ ପ୍ରଧାନମନ୍ତ୍ରୀ ସୁରକ୍ଷିତ ନିରାପଦ ମାତୃତ୍ଵ(ପି.ଏମ.ଏସ.ଏମ.ଏ) କୁ ପ୍ରୋତ୍ସାହିତ କରିବାର ଦଶ ବର୍ଷ ପୂର୍ତ୍ତି ଅବସରରେ ଆଜି ମଣ୍ଡାପାଳ ସ୍ଥିତ ସରକାରି ଡାକ୍ତରଖାନା ରେ ସ୍ବତନ୍ତ୍ର ଭାବେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ ବାଲିଗୁଡା, ତା, ୧୦/୦୬:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି, କଂଗ୍ରେସ ନେତା, ଠିକାଦାର, ବ୍ୟବସାୟୀ ତଥା…

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଏବଂ ଢେଙ୍କାନାଳ ବନ ବିଭାଗର ମିଳିତ ସହଯୋଗରେ ହାତୀ ସୁରକ୍ଷା ନେଇ ଆଲୋଚନା ଚକ୍ର

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଏବଂ ଢେଙ୍କାନାଳ ବନ ବିଭାଗର ମିଳିତ ସହଯୋଗରେ ହାତୀ ସୁରକ୍ଷା ନେଇ ଆଲୋଚନା ଚକ୍ର ହିନ୍ଦୋଳ, ଜୁନ୍ ୧୦, ୨୦୨୬: ଢେଙ୍କାନାଳ ବନ ବିଭାଗ ଏବଂ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ମିଳିତ ଅନ୍ୟୁକ୍ୟୁଲ୍ୟରେ ହିନ୍ଦୋଳ ଓଡି -୧୯…

ଢ଼େଙ୍କାନାଳ ମାର୍ବଲ ମିସ୍ତ୍ରୀ ସଙ୍ଘ ତରଫରୁ ଧାରଣା ଶେଷ

ଢ଼େଙ୍କାନାଳ ମାର୍ବଲ ମିସ୍ତ୍ରୀ ସଙ୍ଘ ତରଫରୁ ଧାରଣା ଶେଷଅଦ୍ୟ ତା ୧୦/୦୬/୨୦୨୪ ରିଖ ବୁଧବାର କୋରୀଂହା ହରେକୃଷ୍ଣ ଗୋଦାମ ଭଡ଼ା ଘର ଢ଼େଙ୍କାନାଳ ମାର୍ବଲ ସଙ୍ଘର ସଭା ଅନୁଷ୍ଠିତ ହେଇଥିଲାଏହିସଭାରେ ସଙ୍ଘର ସଭାପତି ବିଦୁର ନାୟକ ସଭାପଟିତ୍ୟ କରିଥିଲେ ମାର୍ବଲ ମିସ୍ତ୍ରୀ…