Month: July 2026

ବଦ୍ରିନାଥ ମନ୍ଦିର ଦାନ ଚୋରି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ପୂର୍ବତନ ଅଧିକାରୀ ଗିରଫ

ନୂଆଦିଲ୍ଲୀ:ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଥିବା ବଦ୍ରିନାଥ ଧାମରୁ ଦାନ ପାଣ୍ଠି ଚୋରି ମାମଲାରେ ଏସଆଇଟି ଆଜି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ଏସଆଇଟି ତରଫରୁ ବଦ୍ରି କେଦାର ମନ୍ଦିର କମିଟିର ପୂର୍ବ ଅଧିକାରୀ ରାଜେନ୍ଦ୍ର ସିଂ ଚୌହ୍ୱାନଙ୍କୁ ଗିରଫ କରାଯାଇଛି ।ସୂଚନା…

ଗଗନଯାନ ପୂର୍ବରୁ ଇସ୍ରୋକୁ ଝଟକା! ୧୦୦+ ବୈଜ୍ଞାନିକଙ୍କ ଇସ୍ତଫା ଆବେଦନ ଚର୍ଚ୍ଚାରେ; ସରାକରଙ୍କ ନିଷ୍ପତ୍ତି; ଇସ୍ତଫା ଗ୍ରହଣ ହେବନି

ବାଙ୍ଗାଲୋର: ଭାରତର ମହତ୍ୱାକାଙ୍କ୍ଷୀ ମାନବ ମହାକାଶ ଯାତ୍ରା କାର୍ଯ୍ୟକ୍ରମ ‘ଗଗନଯାନ’ ସମେତ ଇସ୍ରୋର ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପକୁ ନେଇ ଚିନ୍ତା ବଢ଼ିଛି। ଗତ କିଛି ମାସ ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ୧୦୦ରୁ ଅଧିକ ବୈଜ୍ଞାନିକ ଓ ଇଞ୍ଜିନିୟର…

ରେଳ ଯାତ୍ରାରେ ନୂଆ ଯୁଗର ଆରମ୍ଭ: ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌କୁ ଗ୍ରୀନ୍ ସିଗ୍ନାଲ୍ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଦ୍ଵାରା ସ୍ୱଚ୍ଛ ଏବଂ ଆଧୁନିକ ରେଳ ବ୍ୟବସ୍ଥାର ଏକ ନୂତନ ଯୁଗରେ ଭାରତ ପ୍ରବେଶ କରିଛି।…

ଓଡ଼ିଶାର ୭ ରେଳ ଷ୍ଟେସନର ନବକଳେବର, ପ୍ରଧାନମନ୍ତ୍ରୀ କଲେ ଶୁଭ ଉଦ୍‌ଘାଟନ

ଭୁବନେଶ୍ୱର: ରେଳ ଭିତ୍ତିଭୂମିର ରୂପାନ୍ତର ଏବଂ ଯାତ୍ରୀମାନଙ୍କ ସୁବିଧା ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଦେଶବ୍ୟାପୀ ୭୫ଟି ପୁନନିର୍ମିତ ରେଳ ଷ୍ଟେସନର ଉଦ୍‌ଘାଟନ କରିଛନ୍ତି।…

ଜିନ୍ଦ୍‌ରୁ ବିକାଶର ମହାଉପହାର: ୧୪,୭୦୦ କୋଟିର ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଜିନ୍ଦରେ ପ୍ରାୟ ୧୪,୭୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ସ୍ଥାନରେ ପହଞ୍ଚିବା ପରେ ଗଭୀର ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ…

୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ, ଆଶାୟୀଙ୍କ ମଧ୍ୟରେ ବଢ଼ିଲା ଉତ୍ସାହ

ଭୁବନେଶ୍ୱର: ରାଜ୍ୟର ୩୫ଟି ପୌରସଂସ୍ଥା ଓ ଏନ୍‌ଏସିର ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ନିର୍ଦ୍ଧାରଣ ସମ୍ପର୍କିତ ଖସଡ଼ା ବିଜ୍ଞପ୍ତି ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ଓଡ଼ିଶା ପୌର ଆଇନ, ୧୯୫୦ ଏବଂ ଓଡ଼ିଶା ପୌର (ୱାର୍ଡ ସୀମା ନିର୍ଦ୍ଧାରଣ, ଆସନ ସଂରକ୍ଷଣ…

ବନ୍ଦେ ମାତରମ୍ ଅପମାନକାରୀଙ୍କ ପାଇଁ କଠୋର ଦଣ୍ଡ! ରାଜ୍ୟସଭାରେ ବିଲ୍ ଉପସ୍ଥାପନ ପ୍ରସ୍ତୁତି

ନୂଆଦିଲ୍ଲୀ: ଜାତୀୟ ଗୀତ “ବନ୍ଦେ ମାତରମ୍” ଗାନକୁ ଅପମାନ କରିବା କିମ୍ବା ବାଧା ଦେବା ପାଇଁ ଏକ ଦଣ୍ଡନୀୟ ଅପରାଧ କରିବା ସମେତ ଅନେକ ବିଲ୍ ସଂସଦରେ ଉପସ୍ଥାପନ ପାଇଁ ତାଲିକାଭୁକ୍ତ କରାଯାଇଛି, ଯାହା ଜୁଲାଇ ୨୦ ତାରିଖରୁ ଆରମ୍ଭ ହେଉଥିବା…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ୍ ଆଜିର ରାଶିଫଳ – ୧୮ ଜୁଲାଇ ୨୦୨୬ (ଶନିବାର) ♈ ମେଷ ଶୁଭ ଫଳାଫଳ: କର୍ମକ୍ଷେତ୍ରରେ ସଫଳତା ମିଳିବ। ନୂଆ ଯୋଜନାରେ ଅଗ୍ରଗତି ହେବ।ଶୁଭ ସଂଖ୍ୟା: ୯ଶୁଭ ରଙ୍ଗ: ଲାଲଶୁଭ ସମୟ: ସକାଳ ୮:୩୦–୧୦:୦୦ପ୍ରତିକାର: ହନୁମାନ ଚାଳିଶା…

ଗୁଣ୍ଡିଚା ମନ୍ଦିର ଛକ ଠାରେ ଏକ୍ ଅନୋଖା ତରିକା (E.A.T. Foundation) ପକ୍ଷରୁ ଏକ ଭବ୍ୟ ମିଷ୍ଟାନ୍ନ ବଣ୍ଟନ ସେବା କାର୍ଯ୍ୟକ୍ରମ ଆୟୋଜିତ

ବ୍ରହ୍ମପୁର, ୧୭/୭ : ପବିତ୍ର ରଥଯାତ୍ରା ଅବସରରେ ବ୍ରହ୍ମପୁର ଗୋସାଇଁନୂଆଗାଁ ସ୍ଥିତ ଗୁଣ୍ଡିଚା ମନ୍ଦିର ଛକ ଠାରେ ଏକ୍ ଅନୋଖା ତରିକା (E.A.T. Foundation) ପକ୍ଷରୁ ଏକ ଭବ୍ୟ ମିଷ୍ଟାନ୍ନ ବଣ୍ଟନ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ…

PWD ରାସ୍ତା ନିର୍ମାଣରେ ପନ୍ଦର ପରିବାର ଜଳବନ୍ଦି ଘେରାରେ ହନ୍ତସନ୍ତ

PWD ରାସ୍ତା ନିର୍ମାଣରେ ପନ୍ଦର ପରିବାର ଜଳବନ୍ଦି ଘେରାରେ ହନ୍ତସନ୍ତ ଗୋଲାମୁଣ୍ଡା/୧୭/୭/୨୬/ ଗତ କିଛି ମାସ ପୂର୍ବରୁ PWD ରାସ୍ତା ନିର୍ମାଣ କରି ଥିବା ବେଳେ ଓ ଚଳିତ ଲଗାଣ ବର୍ଷା ଯୋଗୁ ପନ୍ଦର ପରିବାର ଲୋକେ ଜଳବନ୍ଦୀ ଘେରରେ ହନ୍ତ…