ନିଟ୍-ୟୁଜି ଫଳାଫଳରେ ଓଡ଼ିଶାର ଗୌରବ ବଢ଼ାଇଲେ ସାତ୍ତ୍ୱିକ ପଟ୍ଟନାୟକ, ହେଲେ ଷ୍ଟେଟ୍ ଟପର୍
ଭୁବନେଶ୍ୱର: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ନିଟ୍-ୟୁଜି ୨୦୨୬ ପରୀକ୍ଷା ଫଳ ଜାରି କରାଯାଇଛି । ଚଳିତଥର ଦେଶ ବିଦେଶର ୫୫୧ଟି ସହରରେ ୫,୪୪୦ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ…
